ବନ୍ଧୁଗଣ ରାସ୍ତାରେ ଗଲାବେଳେ ଅନେକ ଜିନିଷ ଆମ ନଜରକୁ ଆସିଥାଏ ଆମ ନାଜରେ ପଡୁଥିବା ସବୁ ଜିନିଷ ଆମର ମାନେ ରହେନାହିଁ ସେଠି ମଧ୍ୟରୁ ଅମେକିଛି ମାନେ ରଖି ଥାଉତ ଆଉ କିଛି ଭୁଲିଯାଇ ଥାଉ | ରାସ୍ତା କଡରେ ପୋତାଯାଇଥିବା ମାଇଲ ଖୁଣ୍ଟ ଉପରେ ସମସ୍ତଙ୍କର ନଜର ପଡିଥାଏ ଏହି ମାଇଲ ଖୁଣ୍ଟାରେ ଜାଗର ନାମ ସହ ଦୂରତା ଲେଖା ଯାଇଥାଏ |
ତେବେ ଆପଣ କେବେ ଏହି ମାଇଲ ଖୁଣ୍ଟକୁ ଧ୍ୟାନ ଦେଇ ଦେଇଛନ୍ତି ଯଦି ଦେଖି ଛନ୍ତି ତେବେ ନିଶ୍ଚୟ ଅନୁମାନ କରିବେ ଏହାକୁ ବିଭିନ୍ନ ରଙ୍ଗରେ ରଙ୍ଗାଯାଇଥାଏ | କେତେକ ମାଇଲ ଖୁଣ୍ଟାରେ ସବୁଜ ରଙ୍ଗତ ଓ କେତେକ ମାଇଲ ଖୁଣ୍ଟରେ ହଳଦିଆ ରଙ୍ଗ ଲଗାଯାଇଥାଏ ପୁଣି କେତେକ ମାଇଲ ଖୁଣ୍ଟାରେ ନାଲି ରଙ୍ଗ ଏବଂ ଧଳା ରଙ୍ଗ ମରାଯାଇଥାଏ |
ତେବେ ସବୁଜ ରଙ୍ଗ ଏକ ଅଲଗା କାରଣ ରହିଛି ଏହି ରଙ୍ଗ ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଁଚିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ | ଯେଉଁଠି ଆପଣଙ୍କୁ ଧଳା ମାଇଲ ଖୁଣ୍ଟରେ ହଳଦିଆ ରଙ୍ଗ ମରାଯାଇଥିବା ଦେଖିବାକୁ ମିଳିବ ଆପଣ ଜାଣିଯିବେ ଯେ ଆପଣ ଜାତୀୟ ରାଜପଥରେ ଗତି କରୁଛନ୍ତି | ଧଳା ହଳିଦିଅ ଖୁଣ୍ଟ ଜାତୀୟ ରାଜାପଥର କଡ଼ରେହିଁ ଲଗାଯାଇଥାଏ |
ସେହି ପରି ରାସ୍ତା କଡରେ ଆପଣ ଧଳା ମାଇଲଖୁଣ୍ଟରେ ସବୁଜ ରଙ୍ଗ ମରାଯାଇଥିବା ନିଶ୍ଚିତ ଦେଖିଥିବେ ଏହାର ମନେହେଲା ଆପଣ ରାଜ୍ୟ ରାଜପଥ ଦେଇ ଗତି କରୁଛନ୍ତି | ଏହି ରାସ୍ତାର ସମସ୍ତ ଦାଇତ୍ୱ ରାଜ୍ୟ ସରକାରଙ୍କର | ଅନ୍ୟ ପଟରେ ରାସ୍ତା କଡରେ ଧଳା ମାଇଲଖୁଣ୍ଟରେ କଳା ରଙ୍ଗ ମରାଯାଇଥିବା ନିଶ୍ଚିତ ଦେଖିଥିବେ ଏହାର ମାନେ ହେଲା ଆପଣ ଏକ ବଡ଼ ସହର ପାଖ ପାଖି ଅଛନ୍ତି | ଆପଣ ଯେଉଁ ରାସ୍ତା ଦେଇ ଯାଉଛନ୍ତି ସେହି ରାସ୍ତା ସେହି ବଡ଼ ସହରକୁ ସଂଯୋଗ କରୁଛି ଏବଂ ଏକ ଜିଲ୍ଲାର ଅଧୀନରେ ରହିଛି |
ରାସ୍ତାରେ ଯଦି ଧଳା ନାରଙ୍ଗୀ ମାଇଲଖୁଣ୍ଟ ଦେଖିବାକୁ ମିଳେ ତାହେଲେ ଜାଣିବେ ଆପଣ ସେହି କଡରେ ନିର୍ମାଣ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାର ଅନ୍ତର୍ଗତ | ଏହି ରାସ୍ତା ରାଜପଥରୁ କୌଣସି ଏକ ଗାଁକୁ ଯାଉଥିବା ଲିଙ୍କ ରୋଡ଼ ବୋଲି ଜାଣିବେ |