Car ଦୁର୍ଘଟଣାରେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେ ଏହି ଲୋକପ୍ରିୟ ହିରୋଇନ,ଡାକ୍ତର କହିଲେ ଏମିତି କଥା…. ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ ଅଭିନେତ୍ରୀ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି ତାଙ୍କ ଦୁର୍ଘଟଣାର କିଛି ଫୋଟ ଏବଂ ଭିଡିଓ ଭାଇରଲ ହେବାରେ ଲାଗିଛି ଏହି ଦୁର୍ଘଟଣା ଅନ୍ୟ ଜଣେ ଦମ୍ପତିଙ୍କ ମୃ-ତ୍ୟୁ ହୋଇଛି |ଦୁଇଟି ଯାକ କାର ଏକା ସମୟରେ ଏକ ମିନି ଟ୍ରକକୁ ଓଭର ଟେକ କରୁଥିବା ସମୟରେ ଏହି ଦୁର୍ଘଟଣାଟି ହୋଇଛି |

ମିନି ଟ୍ରକଟି ଓଲଟି ପଡ଼ିବାରୁ ଦୁର୍ଘଟଣାଟି ହୋଇଛି |ଲୋକପ୍ରିୟ ଅଭିନେତ୍ରୀ ଗାୟତ୍ରୀ ନିଜ ସ୍ୱାମୀଙ୍କ ସହିତ ଛୁଟି ମନାଇବାକୁ ଯାଇଥିଲେ ସେହି ସମୟରେ ଦୁର୍ଘଟଣା ହୋଇଥିଲା |ରିପୋର୍ଟ ମୁତାବକ ଇଟାଲୀର ସାର୍ଦୀନିଆ ଅଞ୍ଚଳରେ ଏହି ଘଟଣାଟି ହୋଇଛି |

ଲୋକପ୍ରିୟ ଅଭିନେତ୍ରୀ ଗାୟତ୍ରୀ ନିଜ ସ୍ୱାମୀଙ୍କ ସହିତ ଳାମ୍ବରଗ୍ରୀନ କାରରେ ଥିଲେ ସେହି କର ଫେରାରି ସହ ଧକା ହୋଇଥିଲା |ସୂଚନା ଅନୁସାରେ ଗାୟତ୍ରୀ 2004 ମସିହାରେ ରିଲିଜ ହୋଇଥିବା ଫିଲ୍ମ ସ୍ବଦେଶ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ |

ଏହା ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାଏ ବାଏ କରିଥିଲେ ତାପରେ ଓଭର ବୟ କନଷ୍ଟ୍ରକ୍ସନ ମ୍ୟୁଜିକ ଡିରେକ୍ସନ ବିକାଶ ଓଭରାଏ ଙ୍କୁ ବିବାହ କରିଥିଲେ |ତେବେ ମିନି ଟ୍ରକ ଓଲଟି ପଡ଼ିବାର ଦୁର୍ଘଟଣା ହୋଇଛି ଅଭିନେତ୍ରୀ ଗାୟତ୍ରୀ ଏବଂ ତାଙ୍କର ସ୍ୱାମୀ ସୁସ୍ଥ ଅଛନ୍ତି

Leave a Reply

Your email address will not be published. Required fields are marked *