ବଢ଼ିଲା ଗ୍ୟାସ ସିଲିଣ୍ଡର Subsidy ଆଉ କମିଲା ଗ୍ୟାସ ସିଲିଣ୍ଡର ଦାମ ଦୀପାବଳି ପୂର୍ବରୁ ମୋଦି ସରକାର ଦେଲେ ଏକ ବଡ ଉପହାର | ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ ଖବର ବିଷୟରେ…
ଦୀପାବଳି ପୂର୍ବରୁ ମୋଦି ସରକାର ଦେଉଛନ୍ତି ବଡ ଉପହାର ଉଜ୍ୱଳା ଲାଭାର୍ଥିଙ୍କୁ ଦେଉଛନ୍ତି ବଡ ଉପହାର 200 ଟଙ୍କା ବଦଳରେ ମିଳିବ 300 ଟଙ୍କା | କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟରେ ଏହି ବିଷୟରେ ସୂଚନା ଦେଇଛନ୍ତି |
କେନ୍ଦ୍ର ସରକାର ବୁଧବାର ଦିନ ପ୍ରଧାନମନ୍ତି ଉଜ୍ୱଳା ଯୋଜନାରେ ହିତାଧିରିକାରୀଙ୍କୁ ମିଳୁଥିବା Subsidy କୁ 200 ଟଙ୍କାରୁ 300 ଟଙ୍କାକୁ ବୃଦ୍ଧି କରିଦେଇଛନ୍ତି | କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସମ୍ପର୍କରେ ନିଜେ ମଧ୍ୟ ଘୋଷଣା କରିଛନ୍ତି |
ମାର୍କେଟ୍ରେରେ ଉଜ୍ୱଳା ଯୋଜନା ଗ୍ୟାସର ମୂଲ୍ୟ 903 ଟଙ୍କା ଥିବା ବେଳେ ବର୍ତ୍ତମାନ ହିତାଧିକାରୀ 14.2kg ଓଜନ ବିଶିଷ୍ଟ ସିଲିଣ୍ଡର 703 ଟଙ୍କାରେ ପାଉଥିଲେ କିନ୍ତୁ ବର୍ତ୍ତମାନ ଏଥିରେ ଆହୁରି 100 ଟଙ୍କା Subsidy ଘୋଷଣା ହେବ ପରେ ସେମାନଙ୍କୁ ଏବେ ମାତ୍ର 603 ଟଙ୍କାରେ ସିଲିଣ୍ଡର ମିଳିପାରିବ ବୋଲି ଘୋଷଣା କରାଯାଇଛି |
କିନ୍ତୁ ଏହା କେବଳ ଉଜ୍ୱଳା ଯୋଜନାରେ ଥିବା ହିତାଧିକାରୀଙ୍କୁ ମିଳିବ ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ 7,680 କୋଟି ଟଙ୍କାର ଅତରିକ୍ତ ବୋଝ ବଢିବ ବୋଲି ମଧ୍ୟ ସୂଚନା ମିଳିଛି | ମାରାଧନ ମନ୍ତ୍ରୀ ନରେନ୍ଦ୍ର ମୋଦି 2016 ମେ 1ରେ ଏହି ଯୋଜନା ଶୁଭାରମ୍ଭ କରିଥିଲେ | ଦରିଦ୍ର ସୀମାରେଖା ତଳେ ବାସ କରୁଥିବା DPL ପରିବାର କିଭଳି ଶସ୍ତାରେ ଗ୍ୟାସ ପାଇପାରିବେ ସେହି ଲକ୍ଷରେ ଏହି ଯୋଜନାକୁ କାର୍ଯ୍ୟ କରି କରାଯାଉଛି |