ନମସ୍କାର ଦର୍ଶକବନ୍ଧୁ ଆଜି ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ମାନ ବିଷୟରେ ଯାହା ଜାଣିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ କିଛି ଶିଖି ଥାଆନ୍ତି ଏବଂ ସ୍ୱାମୀ ସ୍ତ୍ରୀ ମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ |ତେବେ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ବିଷୟରେ|
ଯେଉଁ ନାରୀ ସ୍ୱାମୀଙ୍କୁ ଦେବତା ଭଳି ପୂଜା କରେ ଏବଂ ମନ ଜାଣି ସେବା କରେ ତାକୁ ସର୍ବଦା ଦେବା ଦେବୀଙ୍କ ଆଶୀର୍ବାଦ ମିଳିଥାଏ |ଯେଉଁ ମହିଳାଙ୍କ ନାକର ଅଗ୍ରଭାଗରେ କଳାଜାଇ ରହିଥାଏ ସେହି ମହିଳା ମାନେ ସୌଭାଗ୍ୟବତୀ ହୋଇ ଥାଆନ୍ତି ଯେଉଁ ମହିଳା ମାନଙ୍କ କପାଳରେ କଳାଜାଇ ରହିଥାଏ ସେହି ମହିଳା ମାନେ ଧନଵାନ ଏବଂ କୀର୍ତ୍ତିମାନ ହୋଇ ଥାଆନ୍ତି |
ଯେଉଁ ମହିଳା ମାନଙ୍କ ନାକ ଚେପଟା ସେହି ମହିଳା ମାନେ ବୁଦ୍ଧିମତୀ ଓ ଗୁଣମତି ହୋଇ ଥାଆନ୍ତି |ଯେଉଁ ପୁରୁଷ ବିନା କାରଣରେ ସନ୍ତାନ ମାନଙ୍କୁ ଏବଂ ପତ୍ନୀକୁ ହଇରାଣ କରେ ସେ ସାତ ଜନ୍ମ ଯାଏ ନପୁଂସକ ହୋଇ ଜନ୍ମ ହୋଇଥାଏ ଏବଂ ଯେଉଁ ପୁରୁଷ ସ୍ତ୍ରୀ ସହିତ ବାରମ୍ବାର ଶା-ରୀ-ରି-କ ସମ୍ପର୍କ ରଖେ ତାହାର ଓଜନ ଏବଂ ବଳ କ୍ଷୟ ହୋଇଥାଏ |
ସୂର୍ଯ୍ୟାସ୍ତ ପରେ କେବେବି ତୁଳସୀ ଗଛକୁ ଛୁଇଁବା ଏବଂ ତୁଳସୀ ପତ୍ରକୁ ଛିଣ୍ଡାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଏପରି କରିବା ଦ୍ୱାରା ଦରିଦ୍ରତା କେବେବି ଛାଡ଼ି ଯାଇନଥାଏ |ଯଦି ଆପଣଙ୍କ ସ୍ତ୍ରୀ ଜଣେ ଗୃହିଣୀ ତେବେ ସେ ଘର କାମ କରି ଯଦି ଥକି ଯାଇଛନ୍ତି |
ଆବଶ୍ୟକ ପଡ଼ିଲେ ବା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଆପଣ ତାଙ୍କୁ ଘସା ମୋଡ଼ା କରିଦେବା ଉଚିତ ହୋଇଥାଏ |ଯେଉଁ ମହିଳା ମାନଙ୍କ ମୁହଁ ଗୋଲାକାର ପ୍ରକୃତିର ହୋଇଥାଏ ସେହି ପ୍ରକାର ମହିଳା ମାନେ ସୁଲକ୍ଷିଣୀ ହୋଇଥାଆନ୍ତି |