ପଥର ପାଲଟି ଯାଉଛି ଏହି ଅଦ୍ଭୁତ ମାଛ ,ଲୋକମାନେ ଦେଖିକି ଆଶ୍ଚର୍ଯ୍ୟ ଚକିତ ହୋଇ କରୁଛନ୍ତି ,ଦେଖନ୍ତୁ ଭାଇରଲ ହେଲା ଭିଡିଓ …..

ନମସ୍କାର ଦର୍ଶକବନ୍ଧୁ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକୃତିର ଇଏ କି ଲୀଳା ପଥର ପାଲଟି ଯାଉଛି ଏହି ଅଦ୍ଭୁତ ମାଛ ବିନା ପାଣିରେ ବଞ୍ଚି ରହି ପାରୁଛି ମାଛ ଯାହାର ଭିଡିଓ ହେଉଛି ଭାଇରଲ |ଆପଣ ଜାଣିଥିବେ ମାଛ କେବେ ହେଲେ ପାଣି ବିନା ବଞ୍ଚିପାରିବ ନାହିଁ କିନ୍ତୁ ଇଏ ଏମିତି ଏକ ମାଛ ଯିଏ କି ଅନେକ ବର୍ଷ ହେଲା ପାଣି ବିନା ବଞ୍ଚିପାରିବ ଏହି ମାଛ ପ୍ରକୃତିର ସୃଷ୍ଟିରେ ମଧ୍ୟ ବଞ୍ଚିପାରିବ |ତେବେ ସାଧାରଣତଃ ମାଛ ମାନେ ବାହାରକୁ ଆସିଲେ ମରି ଯାଇ ଥାଆନ୍ତି ଏହି ମାଛ ଅନେକ ବର୍ଷ ପର୍ଯ୍ୟନ୍ତ ପାଣିରେ ବଞ୍ଚି ପାରିବେ |

ଏହି ମାଛର ନାମ ହେଉଛି ପ୍ଳେକସ ଏବଂ ଲଙ୍ଗ ଫିସ ଏହି ଦୁଇ ପ୍ରଜାତିର ମାଛ ଅନ୍ୟମାନଙ୍କ ଠାରୁ ବହୁତ ଅଲଗା ଅଟନ୍ତି ଉଭୟ ଅନେକ ବର୍ଷ ଏବଂ ମାସ ପର୍ଯ୍ୟନ୍ତ ପାଣିରେ ବଞ୍ଚି ପାରିବେ ଏମାନେ ମାଟିରେ ସୁଖୀ ନିଜକୁ କଠିନ କରାଇ ଦିଅନ୍ତି କିନ୍ତୁ ସେମାନଙ୍କ ଉପରେ ଏକ ମାତ୍ର ବୁନ୍ଦା ପାଣି ପଡ଼ିବା ମାତ୍ରେ ସେମାନେ ନିଜକୁ ପୁନର୍ବାର ସକ୍ରିୟ କରି ଦେଇଥାଆନ୍ତି |

ଏହି ମାଛର ଏକ ଭିଡିଓ ସୋସିଆଲ ମେଡିଆରେ ବହୁ ମାତ୍ରାରେ ଭାଇରଲ କରାଯାଉଛି |ଏହା ଦେଖିଲେ ମାତ୍ରେ ଅନେକ ଲୋକ ଏହାକୁ ବିଶ୍ୱାସ କରି ପାରୁ ନାହାଁନ୍ତି |ତେବେ ଭିଡିଓ ରେ ଏକ ଶୂକର ମାଉଥ କ୍ୟାଟ ଫିସ ଦେଖିବାକୁ ମିଳିଥିଲା ତାହା ହେଉଛି ଲେକସ ମାଛ ବର୍ଷ ବର୍ଷ ଧରି ଏହା ପାଣି ବିନା ବଞ୍ଚି ପାରିବା କଳାକୁ ଆୟତ କରିଛି |

ଜଳ ଅଭାବ ହେଲେ ଏହି ମାଛ ଗୁଡ଼ିକ ହାଇବର ନେସନକୁ ଯାଆନ୍ତି ଏହାର ଅର୍ଥ ସେମାନେ ଜଳ ବିନା ନିଜକୁ ପଥର ଭଳି ଶକ୍ତ କରି ଦିଅନ୍ତି ଯେତେବେଳେ ପୁନର୍ବାର ଜଳ ସେମାନଙ୍କ ଉପରେ ପଡ଼େ ସେମାନେ ସକ୍ରିୟ ହୋଇ ଯାଇଥାଆନ୍ତି ନଚେତ ଏହା ଏକ ଶୁଖିଲା ପତ୍ର ପରି ଦେଖାଯାଏ |

Leave a Reply

Your email address will not be published. Required fields are marked *