ବନ୍ଧୁଗଣ କାଳିଆ ଯୋଜନାରେ ଆସିଗଲା ଖୁସି ଖବର ଯଦି ଆପଣବି ନୂଆ ଆବେଦନ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଯାଇଛି ଖୁସି ଖବର | କେଉଁ ତାରିଖରୁ କେଉଁ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଉ କେମିତି ଆବେଦନ କରିପାରିବେ ଆସନ୍ତୁ ଜାଣିବା |
ପ୍ରଥମେ କାଳିଆ ଯୋଜନା ୱେବସାଇଟ ଖୋଲିବେ ଆଉ ଉପରେ ଏକ ଅପଡେଟ ଆସିଯାଇଛି online grievance inclusion opened 03 10 2023 and it will be closed on 31 12 2023 in kalia portal ମାନେକି ଏହି ଅକ୍ଟୋବର ମାସ 3ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇଯାଇଛି ଆଉ ଡିସେମ୍ବର ମାସ 31 ତାରିଖ ପର୍ଯ୍ୟନ୍ତ ସମୟ ରହିଛି |
ଯଦି ଆପଣ ମାନେ ନୂଆ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ୱେବସାଇଟ ଜରିଆରେ ଆବେଦନ କରିପାରିବେ | ଏଥିପାଇଁ ଆପଣଙ୍କୁ ଯେକୌଣସି ଜନସେବା କେନ୍ଦ୍ର ଜରିଆରେ ଆବେଦନ କରିପାରିବେ |
ଆପଣ ଯେତେବେଳେ online grievance inclusion ଉପରେ ସିଲି କରିବେ ଗୋଟେ ଫୋରମ୍ରେ ଆସିବା ଆଉ ତାକୁ ଫିଲପ କରିବା ପରେ ଆପଣଙ୍କ ସାମ୍ନାରେ ଦୁଇଟି ଆପ୍ସନ ଆସିବ filing a grievance.ଆପଣ କିଛି ସଂସଦନ କରିବାକୁ ଚାହୁଁଥିଲେ କରିପାରିବେ ଆଉ ଗୋଟେ ରହିଛି new application ଯେଉଁଟାକି ନୂଆ ଆବେଦନ କରିପାରିବେ |
ତେବେ ନୂଆ ଆବେଦନ କରିବା ପାଇଁ ହେଲେ ଯଦି ଆପଣ small/ marginal farmer ଥିବେ ତେବେ ଆପଣ ଫୋଟୋ କବି ଏଇ ଜମିର କାଗଜପତ୍ର ଯଦି ଆପଣ ଭୂମିହୀନରେ ଆବେଦନ କରିବାପୀନ ଚାହୁଁଛନ୍ତି ତେବେ ଫୋଟୋ କପି ଆଉ mgnrega card ଦେଇ ଆପଣ ନୂଆ ଆବେଦନ କରିପାରିବେ |