Odia Katha: ଗରିବ ହେବାର ମୁଖ୍ୟ କାରଣ ଯାହା ସବୁ ଜଣା ଅଜଣାରେ ହୋଇଥାଏ, କେବେବି କରନ୍ତୁ ନାହିଁ ଏହି ଭୁଲ, ଜାଣି ନିୟନ୍ତୁ

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଆପଣ ଗରିବ ହେବାର କାରଣ ଆପଣଙ୍କ ଭିତରେ ଲୁଚି ରହିଥିବା ଏହି ଅଭ୍ୟାସ ଅଟେ ଯେଉଁ କାରଣ ପାଇଁ ଆପଣଙ୍କ ପାଖରେ ଧନ କେବେ ଲୁଚି ରହେ ନାହିଁ ଏମିତ କୁହାଯାଏ ମା ଲକ୍ଷ୍ମୀ କେବେ ବି କୌଣସି ସ୍ଥାନରେ କିମ୍ବା ଜଣେ ବ୍ୟକ୍ତି ପାଖରେ ରୁହନ୍ତି ନାହିଁ ଏଥିପାଇଁ ତାଙ୍କୁ ପ୍ରସନ୍ନ ରଖିବା ବହୁତ ଜରୁରୀ ଅଟେ ଯେଉଁଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ ସେଠାରେ ଦରିଦ୍ରତା ରହିଥାଏ ଯାହା ଆଜି ର ସମୟରେ ମନୁଷ୍ୟ ଦୁଃଖ ର ସବୁଠୁ ବଡ଼ କାରଣ ଅଟେ ତେବେ ଆସନ୍ତୁ ଜାଣିବା ଆପଣଙ୍କ ସେଇ ଅଭ୍ୟାସ ଓ ଭୁଲ ବିଷୟରେ ଯାହା ଜଣା ଅଜଣାରେ ହୋଇଥାଏ ଏବଂ ଆପଣଙ୍କର ଗରୀବର କାରଣ ହୋଇଥାଏ |

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉନଲୋକ ଭୋଜନ ଅଇଁଠା ଛାଡିବାର ଅଭ୍ୟାସ ରଖିଥାଏ ଏବଂ ବଞ୍ଚିଯାଉଥିବା ଅଇଁଠା ଖାଦ୍ୟକୁ ବାହାରକୁ ବା ଡଷ୍ଟବିନ ରେ ଫୋପାଡ଼ି ଦିଏ ତାହାଲେ ଏମିତି ରେ ଅନ୍ନ ର ଅପମାନ ହୋଇଥାଏ ଏହି କାରଣରୁ ମା ଲକ୍ଷ୍ମୀ ସେଇ ଘରୁ ଚାଲିଯାଇଥାନ୍ତି ଓ ବ୍ୟକ୍ତି କୁ ଗରିବିର ସାମ୍ନା କରିବାକୁ ପଡିଥାଏ ଏଥିପାଇଁ ଭୋଜନ କରିବା ବେଳେ ଅଇଁଠା ଖାଦ୍ୟ ଛାଡିବା ଉଚିତ ନୁହେଁ ଯେତିକି ଖାଇବାର କ୍ଷମତା ରହୁଛି ସେତିକି ପରିମାଣରେ ଭୋଜନ ବଢିବା ଉଚିତ ଅଟେ |

ସୂର୍ଯ୍ୟାସ୍ତ ପରେ କେବେବି ଘରେ ଝାଡୁ ଲଗାଇବା ଉଚିତ ନୁହେଁ ଏମିତି କରିବା ଅଶୁଭ ମାନାଯାଏ ଯଦି ଆପଣ ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାଉଛନ୍ତି ତାହେଲେ ଘରର ମହିଳା ସଫା ହେଉନାହିଁ ଆପଣ ଆପଣଙ୍କର ଘରର ଖୁସିର ସଫା କରୁଛନ୍ତି ଜୋତା ଚପଲ ଘରେ ଏପଟ ସେପଟ ପଡି ରହୁଥିଲେ ଏହା ଘରକୁ ଅଶୁଭ ସଂକେତ ଦେଇଥାଏ ସେଥିପାଇଁ ଚପଲ ଠିକ ଜାଗାରେ ରଖନ୍ତୁ ଏହାର ଧ୍ୟାନ ରଖିବେ କି ଜୋତା ଚପଲ ଘରର ବାରଣ୍ଡାରେ ଏପଟେ ସେପଟେ ଯେମିତି ନ ରୁହେ |

ଯେଉଁ ଘରେ କ୍ଷୀର ଉତୁରି ତଳେ ପଡିଥାଏ ସେଇ ଘରେ ଖରାପ ସମୟ ଆସିଥାଏ ହଁ ଫ୍ରେଣ୍ଡ୍ସ କ୍ଷୀର ଉତୁରି ତଳେ ପଡିବ ଶୁଭ କିନ୍ତୁ ପ୍ରତିଦିନ କ୍ଷୀର ଉତୁରି ତଳେ ପଡିବା ଅଶୁଭ ସଙ୍କେତ ଦେଇଥାଏ ଯଦି ଘରେ ପ୍ରତିଦିନ କ୍ଷୀର ଉତୁରି ତଳେ ପଡେ ତେବେ ଘରେ ଅନେକ ପ୍ରକାର ଅସୁବିଧା ର ସାମ୍ନା କରିବାକୁ ପଡ଼ି଼ଥାଏ ତାହା ସହିତ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ |

ଯେଉଁଲୋକ ପ୍ରତିଦିନ ତୁଳସୀ ଗଛରେ ପାଣି ଢାଳନ୍ତି ସେମାନେ ଏଇ କଥା କୁ ଧ୍ୟାନ ରଖନ୍ତୁ କି ରବିବାର ଦିନ ତୁଳସୀ ଗଛରେ ପାଣି ଢଳାନ୍ତୁ ନାହିଁ ଓ ତୁଳସୀ ଗଛ ପାଖା ପାଖି ସଫା ସୁତୁରା ରଖିବା ଜରୁରୀ ଯଦି ସଫା ସୁତୁରା ଉପରେ ଧ୍ୟାନ ଦେବେନାହିଁ ତେବେ ତୁଳସୀଙ୍କର ଅପମାନ ହୋଇଥାଏ | ଏମିତି ରେ ଘରର ସଦସ୍ୟ ମାନେ ନିଜ ନିଜ ଭିତରେ ଝଗଡା କରିଥାନ୍ତି ଘରେ ସବୁ ବେଳେ କଳି ଝଗଡା ଓ ସ୍ତିତି ବନି ରହିଥାଏ ଏମିତି ଘରେ ମା ଲକ୍ଷ୍ମୀ କେବେବି ନିବାସ କରନ୍ତି ନାହିଁ ଏହା ଆପଣଙ୍କ ଗରିବର ସବୁଠୁ ବଡ଼ କାରଣ ହୋଇଥାଏ | ଘରର ସଦସ୍ୟ ଙ୍କ ମଧ୍ୟରେ ପ୍ରେମର ବାର୍ତ୍ତା ବରଣ ହେବ ଉଚିତ କିଛି ଲୋକଙ୍କୁ ଏହା ଅଭ୍ୟାସ ହୋଇଥାଏ କି ସଖାଳେ ଉଠିବା ମାତ୍ରେ ଘରେ ଝଗଡା ବାର୍ତ୍ତାବରଣ ସୃଷ୍ଟି କରିଦେବା ତାହେଲେ ଏମିତି ଘରେ କେବେବି ମା ଲକ୍ଷ୍ମୀ ରୁହନ୍ତି ନାହିଁ ଘରର ସଦସ୍ୟ ଯଦି ପାଟି କରନ୍ତି ଝଗଡା କରନ୍ତି ଗାଳି ଗୁଲଜ କରନ୍ତି ତାହେଲେ ଏମିତି କରିବା ବନ୍ଦ କରି ଦିଅନ୍ତୁ କାରଣ ସଖାଳରେ ସମୟ ହୋଇଥାଏ ଭଗବାନ ଙ୍କୁ ଭକ୍ତିକରିବାର ସମୟ ଏମିତି ରେ ଘରେ ଝାଡା କରିଲେ ଘରେ ନକାରାତ୍ମକ ବାର୍ତ୍ତାବରଣ ସୃଷ୍ଟି ହୋଇଥାଏ |

ଆପଣ ଦେଖିଥିବେ କିଛି ଲୋକ ସଖାଳେ ଉଠିବା ମାତ୍ରେ ବିନା ବ୍ରସ ରେ ଚା ପିଇଥାନ୍ତି କିନ୍ତୁ ଆମ ଶାସ୍ତ୍ର ଅନୁସାରେ ଏମିତି କରିବା ଉଚିତ ମାନାଯାଇନଥାଏ ଏମିତି କରିବା ଦ୍ୱାରା ଆପଣଙ୍କ ସ୍ଵସ୍ଥ ପାଇଁ ଓ ଆପଣଙ୍କର ଘରେ ନକାରାତ୍ମକ ଶକ୍ତି ର ପ୍ରଭାବ ପଡିଥାଏ ଏଥିପାଇଁ ଆପଣ ବ୍ରସ କରିବାପରେ ଖାଇବା ଉଚିତ |

ଆପଣ ଏହାଭି ଦେଖିଥିବେ ଅନେକ ଲୋକ ବାଥରୁମ ରେ ଗାଧେଇବାପରେ ବାଥରୁମ କୁ ଗନ୍ଧିଆ ରଖିଥାନ୍ତି ସେମାନେ ସଫା ରଖନ୍ତି ନାହିଁ ଆମର ଏଇ ଅଭ୍ୟାସ କୁ ଶାସ୍ତ୍ରରେ କ୍ଷତିକାରକ କୁହାଯାଇଛି ବାଥରୁମ ରେ ଗନ୍ଧିଆ କରିଲେ ଚନ୍ଦ୍ରମା ର ସ୍ତିତି ଖରାପ ହୋଇଯାଇଥାଏ ଯେଉଁ କାରଣରୁ ଆମକୁ ଆର୍ଥିକ କ୍ଷତି ର ସାମ୍ନା କରିବାକୁ ପଡିପାରେ | ମହିଳା ମାନଙ୍କର ଅନଶୁଣାଣି କାରଣରୁ ଅଇଁଠା ବାସନ ସଫା କରନ୍ତି ନାହିଁ କୁହାଯାଏ କି ଭୋଜନ ଖାଇବା ପରେ ଯଦି ଅଇଁଠା ବାସନା କୁ ସଫା କରି ନ ରଖିବ ତେବେ ଶନି ମହାଦେବ ଙ୍କ ପ୍ରଭାବ ପଡିଥାଏ ସେଥିପାଇଁ ଖାଇବାପରେ ଅଇଁଠା ବାସନକୁ ସଫା କରିବା ଉଚିତ | ନିଜ ଘର ସହିତ ନିଜର ଶେଜ କୁ ମଧ୍ୟ ସଫା କରିବା ଉଚିତ ଯଦି ପ୍ରତ୍ୟେକ ଦିନ ସଫା ହୋଇପାରୁନି ତେବେ ଘରେ ଦରିଦ୍ରତା ବଢିଥାଏ ଓ ଏପଟ ସେପଟ ଜାଗାରେ ଛେପ ପକାଇବା ଉଚିତ ନୁହେଁ |

ଯେବେବି ବ୍ୟକ୍ତି ର ଖରାପ ସମୟ ଆସିଥାଏ ସେତେବେଳେ ତାଙ୍କ ସହିତ ସବୁ କିଛି ଖରାପ ହୋଇଥାଏ ତା ସହିତ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ବିଗିଡିଯାଏ ଯଦି ଆପଣଙ୍କ ଘରେ ନେଗେଟିଭିଟି ବାର୍ତ୍ତାବରଣ ରହୁଛି ତେବେ ଆପଣ ଏହି ଉପାୟକୁ କରି ପାରିବେ ଆପଣଙ୍କୁ ଅସୁବିଧାରୁ ମୁକ୍ତ ପାଇବାପାଇଁ ଏହି ଉପାୟ ଘରେ କରି ପାରିବେ ଯାହାଦ୍ୱାରା ଘରେ ନକାରାତ୍ମକ ଉର୍ଜାର ସମାପ୍ତ ହୋଇଯାଏ ଏବଂ ଘରେ ଧନ ର ଆଗମନ ହେବ ଯାହାଦ୍ୱାରା ଆପଣଙ୍କର ଆର୍ଥିକ ଅସୁବିଧା ସବୁ ଦୂର ହୋଇଯିବ ପ୍ରଥମେ ଆପଣ ଫଟିକର ଗୋଟେ ଛୋଟ ଗଡିକୁ କିଣିଆଣିବେ ତାପରେ ଏହାକୁ ଗୋଟେ ଧଳା କପଡ଼ାରେ ବାନ୍ଧନ୍ତୁ ଆଠଟି ହିଁ ଗଣ୍ଠି ହେବ ଦରକାର ଏହି ପୁଟୁଳି କୁ ଆପଣ ଆପଣଙ୍କ ଘର ମୁଖ୍ୟ ଦ୍ୱାରରେ ଝୁଲାଇ ରଖନ୍ତୁ ଯାହାଦ୍ୱାରା ଆପଣଙ୍କର ସବୁ ସମସ୍ୟା ର ସମାଧାନ ବାହାରି ଆସିବ |

Leave a Reply

Your email address will not be published. Required fields are marked *