ଏହି ତିନୋଟି ଅଭ୍ୟାସ ଥିବା ସ୍ତ୍ରୀ ଲୋକ ମାନେ ହୋଇଥାଆନ୍ତି ମା Lakhmi ଙ୍କ ସ୍ୱରୂପ ,ପୁରୁଷ ଲୋକମାନେ ନିଶ୍ଚୟ ଜାଣନ୍ତୁ |

ନମସ୍କାର ଦର୍ଶକବନ୍ଧୁ ସ୍ତ୍ରୀର ଏହି ତିନୋଟି ଅଭ୍ୟାସ ସ୍ୱାମୀକୁ କରିଥାଏ କୋଟିପତି ବନ୍ଧୁଗଣ ପ୍ରତ୍ୟକ ଝିଅର କିଛିନା କିଛି ଭଲ ଗୁଣ ରହିଥାଏ କିନ୍ତୁ ଏହି ତିନୋଟି ଅଭ୍ୟାସ ଦ୍ୱାରା ତାଙ୍କ ସ୍ୱାମୀକୁ କୋଟିପତି କରିଥାଏ |ଯେତେବେଳେ ଗୋଟେ ଝିଅ ବାହା ହୋଇ କାହା ଘରକୁ ଯାଇଥାଏ ତେବେ ସେ ସେହି ଘରକୁ ସ୍ୱର୍ଗ କରି ଦେଇଥାଏ ଭବିଷ୍ୟ ପୁରାଣ ଅନୁସାରେ ଯଦି ଆପଣ ଏକ ସୁଖ ଗୃହସ୍ଥ ଜୀବନ ଚାହୁଁଛନ୍ତି ତେବେ ପୁରୁଷ ମାନେ କୌଣସି ବିଶେଷ ଗୁଣ ଥିବା ସ୍ତ୍ରୀକୁ ବିବାହ କରିବା ଉଚିତ ଏହି ଭଳି ସ୍ତ୍ରୀ ମାନଙ୍କୁ ସ୍ୱୟଂ ମାତା ଲକ୍ଷ୍ମୀର ସ୍ୱରୂପ ବୋଲି କୁହା ଯାଇଥାଏ |

ଏମାନେ ଯେଉଁ ଗୃହକୁ ଯାଇ ଥାଆନ୍ତି ସେ ଘର ହସ ଖୁସିରେ ଲାଗି ରହିବା ସହ ଟଙ୍କା ପଇସାର ମଧ୍ୟ ଅଭାବ ରହି ନଥାଏ ଯେଉଁ ସ୍ତ୍ରୀ ମାନଙ୍କର ଏହି ଭଳି କିଛି ଗୁଣ ଅଭ୍ୟାସ ରହିଥାଏ ସେମାନେ ନିଜ ସ୍ୱାମୀ ଏବଂ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି ଏହି ସ୍ତ୍ରୀ ମାନଙ୍କ ଏହି ସବୁ ଅଭ୍ୟାସ ଦ୍ୱାରା ତାଙ୍କର ସ୍ୱାମୀ ଏବଂ ପରିବାର ବହୁତ ଶୀଘ୍ର ଧନଵାନ ହୋଇ ଥାଆନ୍ତି |ତେବେ ଆସନ୍ତୁ ଜାଣିବା କେଉଁ ତିନୋଟି ଅଭ୍ୟାସ ଥିବା ସ୍ତ୍ରୀ ମାନେ ଭାଗ୍ୟଶାଳୀ ହୋଇ ଥାଆନ୍ତି |

ନମ୍ବର 1 ଯେଉଁ ସ୍ତ୍ରୀ ଲୋକମାନେ ଧର୍ମର ମାର୍ଗରେ ରହି ଥାଆନ୍ତି ଓ ନିଜର ଜୀବନକୁ ଆଗକୁ ବଢାଇବା ପାଇଁ ଚେଷ୍ଟା କରି ଥାଆନ୍ତି ଏବଂ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖି ଥାଆନ୍ତି ସେହିଭଳି ସ୍ତ୍ରୀ ଲୋକମାନେ ବହୁତ ଭଲ ଗୁଣର ହୋଇ ଥାଆନ୍ତି ଏମାନଙ୍କ ଏହି ଗୁଣ ଯୋଗୁଁ ଘରେ ସବୁବେଳେ ହସ ଖୁସି ଲାଗି ରହିଥାଏ ଓ ସ୍ୱାମୀ ସହିତ ଏମାନେ ଘରର ସଦସ୍ୟ ମାନଙ୍କୁ ଖୁସିରେ ରଖି ଥାଆନ୍ତି ଏହି ଭଳି ସ୍ତ୍ରୀ ଲୋକମାନେ ମାତା ଲକ୍ଷ୍ମୀଙ୍କ ପ୍ରଥମ ପସନ୍ଦ ହୋଇ ଥାଆନ୍ତି |

ନମ୍ବର 2 ଯେଉଁ ସ୍ତ୍ରୀ ଲୋକମାନଙ୍କ ଇଛା ସୀମିତ ରହିଥାଏ ତେବେ ତାଙ୍କର ସ୍ୱାମୀ ସବୁବେଳେ ଖୁସିରେ ରହି ଥାଆନ୍ତି ଏହା ସହିତ ସ୍ୱାମୀର ଯେଉଁ ପରିସ୍ଥିତିରେ ହେଉ ସ୍ତ୍ରୀ ତା ପାଖରେ ରହିଥାଏ ସେହି ଦମ୍ପତି ସବୁବେଳେ ସୁଖମୟ ଜୀବନ ଅତିବାହିତ କରି ଥାଆନ୍ତି ଯଦି ଆପଣଙ୍କ ସ୍ତ୍ରୀଙ୍କ ଜୀବନରେ କ୍ରୋଧାମାୟା ନ ରହିବ ତେବେ ଆପଣଙ୍କ ଜୀବନ ସୁଖମୟ ହେବ ତେଣୁ ପ୍ରତ୍ୟକ ସ୍ୱାମୀ ଏହି ଭଳି ସ୍ତ୍ରୀ ପାଇବା ପାଇଁ ଇଛା ପ୍ରକାଶ କରି ଥାଆନ୍ତି |

ନମ୍ବର 3 ସ୍ତ୍ରୀର କଥା ଏବଂ ଭାଷା ଯଦି ଭଲ ରହୁଥିବ ତେବେ ସ୍ୱାମୀଙ୍କ ଘରେ ସବୁବେଳେ ଖୁସିର ପରିବେଶ ଲାଗି ରହିଥାଏ କିନ୍ତୁ କେତେକ ପତ୍ନୀ ମାନେ ଘରେ କାଟୁ କଥା କହି ଥାଆନ୍ତି ଓ ସବୁବେଳେ ବିବାଦ ମଧ୍ୟ କରି ଥାଆନ୍ତି ତେବେ ସେହି ଘରେ କେବେବି ହେଲେ ସୁଖ ଆସି ନଥାଏ ସେଥିପାଇଁ ଘରେ ସବୁବେଳେ ମଧୁର ବଚନ କହିବା ଉଚିତ ଏମିତି ସ୍ତ୍ରୀ ମାନେ ସମସ୍ତଙ୍କର ପ୍ରିୟ ପତ୍ର ହୋଇ ଥାଆନ୍ତି ଓ ଏମାନଙ୍କୁ ସମସ୍ତେ ମଧ୍ୟ ଭଲ ପାଇ ଥାଆନ୍ତି ତେବେ ବନ୍ଧୁଗଣ ଏହି ତିନୋଟି ଅଭ୍ୟାସ ଥିବା ନାରୀମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି |

Leave a Reply

Your email address will not be published. Required fields are marked *