ନମସ୍କାର ବନ୍ଧୁଗଣ ଦୀପାବଳୀ ଦିନ ରାତିରେ ଶୋଇବା ପୁର୍ବରୁ ଝାଡୁ ତଳେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ ତାହେଲେ ମା ଲକ୍ଷ୍ମୀ ନିଜେ ଆପଣଙ୍କ ଘରକୁ ଚାଲି ଆସିବେ ଝାଡ଼ୁ ପ୍ରତ୍ୟେକ ଲୋକଙ୍କ ଘରେ ରହିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି କି ଝାଡ଼ୁକୁ ମା ଲକ୍ଷ୍ମୀଙ୍କର ରୂପ ମାନା ଯାଇଥାଏ ଝାଡୁକୁ ନେଇ ଅନେକ ସାରା ଶୁଭ ଓ ଅଶୁଭ କଥା ରହିଛି ଏବଂ ଝାଡୁକୁ ଆପଣ କେମିତି ରଖିବେ କେବେ କିଣିବେ ଏହାକୁ କେବେ ଫୋପଡ଼ିବେ ଏହାର ଏମିତି ବୋହୁତ ସାରା ନିୟମ ରହିଛି ଆପଣ ଦୀପାବଳୀ ଦିନ ଏହି ପ୍ରୟୋଗ କରନ୍ତୁ ଆସନ୍ତୁ ଜାଣିନେବା ସେହିସବୁ ବିଷୟରେ |
ଦର୍ଶକ ବନ୍ଧୁ ଝାଡ଼ୁ ଆମ ଘରର ସବୁ ଅପରିଷ୍କାରକୁ ସଫା କରିବା ସହିତ ଘରର ସମସ୍ୟାକୁ ମଧ୍ୟ ବାହାର କରିଥାଏ ଦୀପାବଳୀ ଦିନ ଯଦି ଆପଣ ଝାଡ଼ୁ କିଣନ୍ତି ତେବେ ବୋହୁତ ଶୁଭ ହୋଇଥାଏ ଏହାକୁ ଦୀପାବଳୀ ଦିନ ଯଦି ପୂଜା କରନ୍ତି କିମ୍ବା ରାତିରେ ଶୋଇବା ପୁର୍ବରୁ ଏହା ତଳେ ଗୋଟିଏ ଖାସ୍ ଜିନିଷକୁ ରଖି ଦିଅନ୍ତି ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଘର ଉପରେ ସର୍ବଦା ବର୍ଷିଥାଏ ଦୀପାବଳୀ ଦିନ ଆପଣ ସୂର୍ଯ୍ୟାସ୍ତ ପରେ ଝାଡ଼ୁ ଲଗାନ୍ତୁ ନାହିଁ କେବେବି ଆପଣ ସନ୍ଧ୍ୟା ପରେ ଝାଡ଼ୁ ଲଗାନ୍ତୁ ନାହିଁ ଏପରି କଲେ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି ଯଦି ଜରୁରୀ ଝାଡ଼ୁ ଲଗାନ୍ତୁ କିନ୍ତୁ ଅଳିଆ ବାହାରକୁ ନିଅନ୍ତୁ ନାହିଁ ଆପଣ ଦୀପାବଳୀ ଏବଂ ଧନତେରସ ଦିନ ଝାଡ଼ୁକୁ ଏପରି ଜାଗାରେ ରଖନ୍ତୁ ଯେପରି କାହାର ନଜର ନ ପଡ଼ିବ ଏହିପରି କଲେ ବୋହୁତ ଲାଭ ମିଳିଥାଏ |
ଯଦି ଆପଣ ଦୀପାବଳୀ ଦିନ ରାତିରେ ସ୍ବପ୍ନରେ ଝାଡ଼ୁ ଦେଖନ୍ତି ଏହାର ଅର୍ଥ ଆପଣଙ୍କ ଘରକୁ ଧନ ଆସିବ ଯଦି ବୋହୁତ ସମୟରୁ ଆପଣଙ୍କ ଘରେ ପୁରୁଣା ଝାଡ଼ୁ ରହିଛି ତ ଫୋପାଡ଼ି ଦିଅନ୍ତୁ ଆଉ ଗୋଟିଏ ନୂଆ ଝାଡ଼ୁ ଘରକୁ ଆଣନ୍ତୁ କାରଣ ଏହି ଦିନ ନୂଆ ଝାଡ଼ୁ ଆଣିବାର ପରମ୍ପରା ରହିଛି ଘରେ ଏହାକୁ ଲୁଚେଇକି ରଖନ୍ତୁ ଖୋଲା ଜାଗାରେ ଘର ଅଗଣାରେ କିମ୍ବା ଖୋଲା ଛାତିରେ ଏହାକୁ ରଖନ୍ତୁ ନାହିଁ ନଚେତ୍ ଜୀବନରେ ସମସ୍ୟା ସବୁ ବଢିଯାଏ ଘରେ ଝାଡୁକୁ ଯେବେବି ରଖୁଛନ୍ତି ଝାଡୁକୁ ଠିକ୍ ଦିଗ ଏବଂ ଠିକ୍ ସ୍ଥାନରେ ରଖନ୍ତୁ ଉତ୍ତର ପଶ୍ଚିମ ଦିଗରେ ଝାଡ଼ୁକୁ ରଖନ୍ତୁ |
ଦୀପାବଳୀ ଦିନ ରାତିରେ ଶୋଇବା ପୁର୍ବରୁ ଝାଡ଼ୁ ତଳେ ଗୋଟିଏ ଚାନ୍ଦିର ପଇସା ରଖିକି ଶୋଇ ପଡନ୍ତୁ ତାପରେ ଦେଖିବେ ଜୀବନରେ କିପରି ଚମତ୍କାର ଆସିବ ଯଦି ଚାନ୍ଦି ବା ରୂପାର ପଇସା ନଥାଏ ତେବେ ଆପଣ ଗୋଟିଏ ଟଙ୍କାକିଆ କଏନ ରଖି ଦିଅନ୍ତୁ ଝାଡୁରେ ନକାରାତ୍ମକ ଶକ୍ତି ଥାଏ ଆଉ ଏହି ଟଙ୍କା ତାକୁ ଟାଣି ନେଇଥାଏ ପରେ ଚାହିଁଲେ ଆପଣ ସେହି ଟଙ୍କାକୁ ପାଣିରେ ପକାଇ ଦିଅନ୍ତୁ କିମ୍ବା ମାଟି ତଳେ ପୋତି ଦିଅନ୍ତୁ ଆପଣଙ୍କୁ କେବେ ଟଙ୍କାର କମି ହେବ ନାହିଁ |