ଆସନ୍ତା କାଲି ଶନି ଆସୁଛନ୍ତି ଏହି ରାଶିର ଘରକୁ ,କୋଟିପତି ହେବାରୁ ଏମାନଙ୍କୁ କେହି ବି ଅଟକାଇ ପାରିବେ ନାହିଁ ,Janantu ଆପଣଙ୍କ ରାଶି ବିଷୟରେ …..

ନମସ୍କାର ଦର୍ଶକବନ୍ଧୁ ଶନି ଭଗବାନଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ ଯଦି ଶନିଦେବଙ୍କ କୌଣସି ରାଶିର ଜାତକ ଉପରେ ଖରାପ ପ୍ରଭାବ ପଡ଼ିଯାଏ ତେବେ ସେହି ରାଶିର ମଣିଷ ନିଜର ସବୁ ସମସ୍ୟା ସଜାଡ଼ିବାରେ ସମ୍ପୂର୍ଣ୍ଣ ଖୁସିରେ କଟି ଯାଏ ତେବେ ଯଦି ଶନିଦେବଙ୍କ କୃପାଦୃଷ୍ଟି ପଡ଼ିଯାଏ ତେବେ ସେହି ମଣିଷ ବହୁତ କମ ପରିଶ୍ରମରେ ନିଜର ଜୀବନରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ ତେବେ ସେହିଠାରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ ଏବଂ ପ୍ରତ୍ୟକ ମଣିଷ ଏହା ଚାହିଁଥାଏ ଯେ ତେବେ ତାହାର ଉପରେ ମାତା ଲକ୍ଷ୍ମୀଙ୍କ ଅପାର କୃପା ବନି ରହୁ ବୋଲି ଯେମିତିକି ତାର ଜୀବନରେ ସୁଖ ସମୃଦ୍ଧିର ଅଭାବ ନରହୁ ଜ୍ୟୋତିଷଙ୍କ ଅନୁସାରେ ଗ୍ରହମାନଙ୍କ ଚଳନ କାରଣରୁ ଏଭଳି ମହା ସଂଯୋଗ ବନୁଛି ଆସନ୍ତା କାଲି ଠାରୁ ମାତା ଲକ୍ଷ୍ମୀ ଏବଂ ଶନିଦେବ କିଛି ରାଶିମାନଙ୍କ ଉପରେ ପ୍ରସନ୍ନ ହେବେ ଯାହା ଫଳରେ ସେହି ରାଶିମାନଙ୍କ ଭାଗ୍ୟ ଏବେ ଚମକିବାକୁ ଯାଉଛି |ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ |

ପ୍ରଥମ ରାଶି ଟି ହେଉଛି ମେଷ ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ବହୁତ ଭଲ ସମୟ ଆରମ୍ଭ ହେବାକୁ ଯାଉଛି କୌଣସି ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଏହି ସମୟ ଏମାନଙ୍କ ପାଇଁ ଅନୁକୂଳ ହେବ ଯେଉଁ ମାନେ ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ର ସହିତ ଜଡ଼ିତ ଅଛନ୍ତି ସେମାନେ ଆର୍ଥିକ ସୁବିଧା ପାଇବେ ଶନିଙ୍କ ପ୍ରଭାବ ହେତୁ ଏହି ରାଶିର ଲୋକମାନେ ଧନ ପାଇବେ ଏବଂ ଏମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ

ଦ୍ୱିତୀୟ ରାଶି ଟି ହେଉଛି ମିଥୁନ ରାଶି – ଏହି ରାଶିର ଜାତକରେ ଚାକିରି କିମ୍ବା ଅଧ୍ୟୟନ ପାଇଁ ବିଦେଶ ଯିବାକୁ ଯୋଜନା ବନୁଛି ଏହି 7 ମାସ ମଧ୍ୟରେ କିଛି ଭଲ ଖବର ପାଇପାରିବେ ଏହି ସମୟ କ୍ୟାରିୟର ପାଇଁ ମଧ୍ୟ ବୋହୁତ ଶୁଭ ହେବ ଶନିଙ୍କୁ କର୍ମ ପ୍ରଦାନକାରୀ ଭାବରେ ବିବେଚନା କରାଯାଏ ଏବଂ ଏହି ଅବଧିରେ ଏମାନେ ନିଜର କାର୍ଯ୍ୟ ଅନୁଯାଇ ଫଳ ପାଇବ

ତୃତୀୟ ରାଶି ଟି ହେଉଛି ସିଂହ ରାଶି – ଏହି ରାଶିର ବ୍ୟକ୍ତିମାନେ କ୍ୟାରିୟରରେ ସଫଳତା ପାଇବେ ଏବଂ ଏହି ରାଶିର ଲୋକମାନଙ୍କୁ ବ୍ୟବସାୟରେ ଅଗ୍ରଗତି ଦେବ ଯେଉଁ ମାନେ ଏକ ନୂତନ ଚାକିରି ଖୋଜୁଛନ୍ତି ସେମାନେ ଶୀଘ୍ର ଏକ ଭଲ ଚାକିରି ପାଇ ପାରିବେ ଏହା ବ୍ୟତୀତ ବ୍ୟବସାୟୀ ମାନେ ମଧ୍ୟ ଏହି ସମୟରେ ଭଲ ଫଳାଫଳ ପାଇବେ |

ଚତୁର୍ଥ ରାଶି ଟି ହେଉଛି ତୁଳା ରାଶି – ଏହି ରାଶିର ଲୋକମାନେ ବୋହୁତ ଶୁଭ ଫଳା ଫଳ ପାଇବେ ଏହି ରାଶିର ଲୋକ ଯେଉଁ ମାନେ କାମ କରୁଛନ୍ତି ସେମାନେ ପ୍ରଗତିର ସମ୍ଭାବନା ପାଇବେ ବ୍ୟବସାୟୀ ମାନେ ବଡ ଧନ ଲାଭ ପାଇବେ ଏମାନେ ଆୟର ଉର୍ଚ୍ଛ ମଧ୍ୟ ବୃଦ୍ଧି ପାଇବ ତଥାପି ଏହି ସମୟରେ ଏମାନଙ୍କୁ ସଚ୍ଚୋଟ ଭାବରେ କାମ କରିବା ପାଇଁ ପଡ଼ିବ

ପଞ୍ଚମ ରାଶି ଟି ହେଉଛି ଧନୁ ରାଶି – ଏହି ରାଶିର ଲୋକମାନେ ଯାହାବି କରନ୍ତି ସେଥିରେ ନିଶ୍ଚିତ ସଫଳତା ପାଇବେ ନିଯୁକ୍ତ ବ୍ୟକ୍ତି ପଦ ଉନ୍ନତି ପାଇ ପାରିବେ ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନେ ଶୀଘ୍ର ସେମାନଙ୍କର ଇଚ୍ଛତ ଚାକିରି ପାଇବେ ଏହି ଅବଧି ମଧ୍ୟରେ ବ୍ୟବସାୟୀଙ୍କ ପାଇଁ ଟଙ୍କା ହାସଲ କରିବା ର ଦୃଢ଼ ସମ୍ଭାବନା ଅଛି

ଷଷ୍ଠ ରାଶି ଟି ହେଉଛି ମକର ରାଶି – ଶନି ମକର ରାଶିର ପ୍ରଭୁ ଅଟନ୍ତି ଏଭଳି ପରିସ୍ଥିତିରେ ସଦାଭିକ୍ଷା ନକ୍ଷେତ୍ରର ଶନିଙ୍କ ଏହି ଗୋଚର ବ୍ୟବସାୟୀଙ୍କ ପାଇ ଅତ୍ୟନ୍ତ ଶୁଭ ହେବ ଏମାନେ କାର୍ଯ୍ୟ ଓ ବ୍ୟବସାୟରେ ସଫଳତା ପାଇବେ ଆର୍ଥିକ ଲାଭର ସମ୍ଭାବନା ରହିବ ଏହି ସମୟ ମଧ୍ୟରେ ଯଦି ଏମାନେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି ତେବେ ଏମାନେ ଏଥିରେ ସଫଳତା ପାଇବେ

Leave a Reply

Your email address will not be published. Required fields are marked *