ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ଦ୍ୱାରା ଆପଣଙ୍କ ଆଗାମୀ ଦିନ ଗୁଡ଼ିକ ମଙ୍ଗଳମୟ ରହିବ ଏବଂ ଆପଣଙ୍କ ଜୀବନରେ ବହୁତ କଥା ଜାଣିବା ଦ୍ୱାରା ଆପଣଙ୍କ ପରିବାର ଏବଂ ସନ୍ତାନ ମାନେ ବହୁତ ଭଲରେ ରହିବେ |ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ |ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ଏବଂ ସ୍ତ୍ରୀ ଲୋକଙ୍କ ସନ୍ତାନ ଆଜ୍ଞାକାରୀ ହୋଇଥାଆନ୍ତି |
ସେମାନେ ନିଜ ଜୀବନରେ ଧନଵାନ ଓ ଭାଗ୍ୟବାନ ସ୍ୱଭାବର ହୋଇଥାଆନ୍ତି |ଯେଉଁ ମହିଳା ମାନଙ୍କ ଓଠ ଉପରେ ହାଲୁକା ବାଳ ରହିଥାଏ ସେମାନେ ସ୍ୱଭାବରେ ସଦଗୁଣ ,ଧାର୍ମିକ ଓ ଦାନପୁଣ୍ୟ ଏବଂ ଭାଗ୍ୟଶାଳୀ ହୋଇ ଥାଆନ୍ତି ଯେଉଁ ପୁରୁଷ ଏବଂ ମହିଳାଙ୍କ ହାତ ପାପୁଲି ମଝି ଅଂଶ ଉଚ୍ଚା ହୋଇଥାଏ ସେମାନେ ଦାନୀ ,ଦୟାଳୁ ଏବଂ ଧାର୍ମିକ ସ୍ୱଭାବର ହୋଇ ଥାଆନ୍ତି |
ଯେଉଁ ପୁରୁଷ ଲୋକଙ୍କ ପିଠି ମଜଭୁତ ଏବଂ କଇଁଛ ସଦୃଶ ହୋଇଥାଏ ସେମାନେ ଭାଗ୍ୟବାନ ଏବଂ ଧନଵାନ ସ୍ୱଭାବର ହୋଇଥାଆନ୍ତି |ଯେଉଁ ମହିଳାଙ୍କର ଦୁଇଟି ଯାକ ପାଦ ତଳ କୋମଳ ଏବଂ ସୁନ୍ଦର ହୋଇଥାଏ ଏବଂ ପାଦରୁ ଆଦୌ ଝାଳ ବାହାରୁ ନଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇ ଥାଆନ୍ତି |
ଯେଉଁ ମହିଳାଙ୍କ ଦୁଇଟି ଯାକ କାନ କୋମଳ ,ସୁନ୍ଦର ଏବଂ ଏକ ସମାନ ହୋଇଥାଏ ଏବଂ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରି ଥାଆନ୍ତି |ଯେଉଁ ମହିଳାଙ୍କର ମୁଣ୍ଡର ବାଳ ଚିକ୍କଣ ,ଚମତ୍କାର ,ସୁନ୍ଦର ଏବଂ ସୁସ୍ଥ ହୋଇଥାଏ |
ସେମାନେ ଭାଗ୍ୟଶାଳୀ ମହିଳା ହୋଇ ଥାଆନ୍ତି ଏବଂ ଜୀବନରେ ସମସ୍ତ ସୁଖ ସୌଭାଗ୍ୟ ପ୍ରାପ୍ତ କରି ଥାଆନ୍ତି |ଯେଉଁ ଲୋକଙ୍କ ନାକ ମୋଟା ହୋଇଥାଏ ସେମାନଙ୍କୁ କଥା କହିବାର କୌଶଳ ଜଣାଥାଏ ଏବଂ ଅତିଶୀଘ୍ର ସମାଜରେ ମାନ ସମ୍ମାନ ପ୍ରାପ୍ତି କରି ଥାଆନ୍ତି |