ପୁଣି କମିଲା ସୁନା (Gold) ଦର, ଏବେ କମିଲା ଏତେ ଟଙ୍କା ଜାଣିଲେ ଖୁସିରେ ନାଚି ଉଠିବେ, ସଙ୍ଗେ ସଙ୍ଗେ କିଣି ଦିଅନ୍ତୁ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ରୂପା ଦରକୁ ନେଇ ବଡ଼ ଖୁସି ଖବର ସୁନା ପ୍ରେମୀଙ୍କ ପାଇଁ ଆସିଲା ବଡ଼ ସୂଚନା ଅକ୍ଟୋବର ଆରମ୍ଭରୁ କମିଲା ସୁନା ଓ ରୂପା ଦର କିଣିବା ପୂର୍ବରୁ ନଜର ପକେଇ ଦିଅନ୍ତୁ ଆପଣଙ୍କ ସହରରେ ନଜର ପକେଇ ଦିଅନ୍ତୁ ସୁନା ଏବଂ ରୂପାର ମୂଲ୍ୟ କେତେ ରହିଛି ତେବେ ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର ଆସିଛି ଗତ କିଛି ଦିନ ହେବ ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ସୂଚନା ମିଳିଛି ଯେ ଗତ କାଲି ଅପେକ୍ଷା ସୁନାର ଦର ଆହୁରି କମିଛି ତେବେ ଆପଣ ଯଦି କଇଁବାକୁ ଚାହୁଁଛନ୍ତି ତୁରନ୍ତ ଯାଇ କିଣି ଦିଅନ୍ତୁ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ 22 ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 52,870 ଓ 57,720 ଟଙ୍କା ରହିଛି ତେବେ ଏହା ବ୍ୟତୀତ ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ ହ୍ରାସ ପାଇଛି

ମୁମ୍ବାଇରେ 22 ଏବଂ 24 କ୍ୟାରେଟବ ସୁନାର ଦର 10 ଗ୍ରାମ ପ୍ରତି ଯଥାକ୍ରମେ 53,350 ଟଙ୍କା ଓ 58,200 ଟଙ୍କା ରହିଥିବା ନେଇ ରେକର୍ଡ ହୋଇ ରହିଥିବା ବେଳେ ନୂଆ ଦିଲ୍ଲୀରେ ଏହାର ଦର ଯଥାକ୍ରମେ 53,500 ଟଙ୍କା ଓ 58,300 ଟଙ୍କା ରହିଛି ବୋଲି ସୂଚନା ମିଳିଛି

ତେବେ ଦକ୍ଷିଣ ଭାରତ ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ସୁନାର ଦର 22 କ୍ୟାରେଟ ପ୍ରତି 47,927 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ 52,285 ଟଙ୍କା ରହିଥିବା ନେଇ ଜଣା ପଡ଼ିଛି |

ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ 22 ଏବଂ 24 କ୍ୟାରେଟ ସୁନାର ଦର ଯଥାକ୍ରମେ 53,350 ଟଙ୍କା ଏବଂ 58,200 ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି |ସୁନା ସହିତ ରୂପାର ମୂଲ୍ୟରେ ପରିବର୍ତ୍ତନ ଦେଖା ଯାଇଛି ରୂପା କିଲୋଗ୍ରାମ ପ୍ରତି 73,500 ଟଙ୍କା ରହିଛି ବୋଲି ରେକର୍ଡ କରାଯାଇଛି |

Leave a Reply

Your email address will not be published. Required fields are marked *