ପ୍ରେମିକ କରିଲେ ଫୋନ ,କଲେଜ ପଛ ପଟ ଜଙ୍ଗଲକୁ ଲୁଚି ପଳେଇ ଆସିଲେ ପ୍ରେମିକା ,ଆଉ ତାପରେ ଯାହା ହେଲା ….ପ୍ରେମ କରୁଥିବା ଲୋକ ନିଶ୍ଚୟ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ କଲେଜ ଡ୍ରେସରେ ପ୍ରେମିକା ଜଣକ ଆଇ କାର୍ଡ ବେକରେ ପକାଇ ନିଜ ପ୍ରେମିକ ସହ କରୁଛି ଏପରି କାମ କଲେଜ ପାଠ ପଢିବା ବଦଳରେ ଜଙ୍ଗଲକୁ ଆସି ପଢୁଛନ୍ତି ଏଭଳି ପାଠ ଥରେ ଏହି ପାଠର ଯିଏ ମଜା ପାଇଛି ସିଏ ଜାଣିଚି |ଆଜି କାଲିର ଯୁବ ପିଢ଼ି କଲେଜ ଯାଉ ଯାଉ ନଲେଜ ପଢିବାକୁ ଉଚ୍ଛନ ପାଠ ପଢିବେ କଣ ଆଗେ ଆବଶ୍ୟକ ହେଉଛି ବୟ ଫ୍ରେଣ୍ଡ ଆଉ ବୟ ଫ୍ରେଣ୍ଡ ମିଳିଗଲା ପରେ ଆବଶ୍ୟକ ହେଉଛି ଦେହ ସୁଖ |

ଦେ-ହ ସୁଖ ପାଇଁ ଖୋଜି ବୁଲୁଛନ୍ତି ନିରୋଳା ଜାଗା ଏଠାକୁ ଯାଇ ଡ୍ରେସ ଖୋଲି ମାତି ପଡୁଛନ୍ତି ଶାରୀରିକ ସୁଖରେ କିଏ ଏହି ସୁଖ ପାଇ ମନ ଖୁସିରେ ଫେରୁଛି ତ ଆଉ କିଏ ଧରା ପଡ଼ି ହଟହଟା ହେଉଛି ତ ଆଉ କିଏ ନିଜେ ନିଜର ଭିଡିଓ କରି ଭାଇରଲ ହେଉଛି ପ୍ରେମୀ ଯୁଗଳ ଏପରି ମଜା ନେଉଛନ୍ତି ଏବଂ ଭିଡିଓ କରି ସୋସିଆଲ ମେଡିଆରେ ଛାଡୁଛନ୍ତି ହେଲେ ସେମାନେ ଜାଣି ପାରୁ ନାହାଁନ୍ତି କେତେ ବଡ଼ ଭୁଲ ସେମାନେ କରୁଛନ୍ତି |

ଏହା ପରେ ପ୍ରେମିକର ଘର ଆଗରେ ଧାରଣା ଦେବେ ନିଜ ପେଟରେ ବଢୁଥିବା ପିଲା ପାଇଁ ଦାବି କରିବେ |ଗୋଟିଏ ହାତରେ କେବେବି ତାଳି ବାଜି ପାରିବ କି |କଲେଜକୁ ପାଠ ପଢିବା ପାଇଁ ନଯାଇ ବାପା ମା ଙ୍କ ଅଜାଣତରେ ଖରାପ କାମ କରିବା କେତେ ଦୂର ଠିକ |

ଦୁହେଁ ଦୁହେଁଙ୍କ ମନ ରାଜିରେ ଯାଇ ଦେ-ହ ସୁଖ କରୁଚ ଜଣଙ୍କର ଭୁଲ କେମିତି ହେବ |ପ୍ରେମିକା ମାନେ ଦେଖାଉଛନ୍ତି ବୋଲି ପ୍ରେମିକ ମାନେ କରୁଛନ୍ତି ପାଠ ପଢିବା ବୟସରେ ଏଭଳି କାର୍ଯ୍ୟ କରି ନିଜ ବାପା ମାଙ୍କ ସମ୍ମାନ ତଳେ ପକାଉଚ ଯଦି କରୁଛ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କାହିଁକି ବନାଉଛ ଓ ଏହାକୁ ପୁଣି ଭାଇରଲ କରୁଚ |

ତୁମ ଘର ଲୋକ ବନ୍ଧୁ ବାନ୍ଧବ ତୁମର ଏଭଳି କାରନାମା ଦେଖିଲେ ତୁମକୁ ସାବାସ ଜଣାଇବେ |ସେମିତି ନୁହେଁ ଦର୍ଶକବନ୍ଧୁ ଏମାନଙ୍କୁ ଉଚିତ ଶାସ୍ତି ଦେବା ଦରକାର ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ନଚେତ ଏମାନଙ୍କ ଦ୍ୱାରା ଆମ ସମାଜ ଖରାପ ହେଉଛି |

Leave a Reply

Your email address will not be published. Required fields are marked *