ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଓଲିଉଡ଼ ହିରୋଇନ ମାନଙ୍କ ପ୍ରକୃତ ବୟସ କେତେ ସେ କେବେ ଜନ୍ମ ହୋଇଥିଲେ ଏବଂ କେଉଁ ଜାଗାରେ ଜନ୍ମ ହୋଇଥିଲେ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ୍ଣ ଖବର |
ପ୍ରଥମେ ଆସୁଛନ୍ତି ଝିଲ୍ଲିକ ଭଟାଚାର୍ଯ୍ୟ ସେ ଓଡ଼ିଆ ଫିଲ୍ମ ବ୍ୟତୀତ ବେଙ୍ଗଲୀ ମୁଭିରେ ମଧ୍ୟ କାମ କରିଛନ୍ତି |ଝିଲ୍ଲିକ 1 ଜୁନ 1994 ମସିହାରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ ବର୍ତ୍ତମାନ ତାଙ୍କର ବୟସ ହେଉଛି ମାତ୍ର 27 ବର୍ଷ |
ନମ୍ବର 2 ରେ ଆସୁଛନ୍ତି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶନୀ ସେ ଓଡ଼ିଆ ସିନେମା ବ୍ୟତୀତ ବେଙ୍ଗଲୀ ମୁଭିରେ ମଧ୍ୟ କାମ କରିଛନ୍ତି ସେ ଜଣେ ସୋସିଆଲ ୱାର୍କର ମଧ୍ୟ ଅଟନ୍ତି |ବର୍ଷା 7 ଅଗଷ୍ଟ 1984 ମସିହାରେ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ |ତାଙ୍କର ପ୍ରକୃତ ବୟସ 39 ବର୍ଷ |
ନମ୍ବର 3 ରେ ଆସୁଛନ୍ତି ରିୟା ଦେ ସେ ଓଡ଼ିଆ ଜଗତକୁ ବ୍ଲକ ବଷ୍ଟର ମୁଭି ଦେଇକି ଆସୁଛନ୍ତି ତାଙ୍କ ଜନ୍ମ 12 ଅକ୍ଟୋବର 1991 ବାଲେଶ୍ୱରରେ ହୋଇଥିଲା ବର୍ତ୍ତମାନ ତାଙ୍କର ବୟସ ହେଉଛି 31 ବର୍ଷ |
ନମ୍ବର 4 ରେ ଆସୁଛନ୍ତି ଚୁଲବୁଲି ଅଭିନେତ୍ରୀ ଭୂମିକା ଦାସ ବର୍ତ୍ତମାନ ସେ ଓଡ଼ିଆ ସିନେମାକୁ ବହୁତ ହିଟ ମୁଭି ଦେଇ ଆସୁଛନ୍ତି ତାଙ୍କ ଜନ୍ମ 22 ଜୁନ 2003 ଭୁବନେଶ୍ୱର ଠାରେ ହୋଇଥିଲା ବର୍ତ୍ତମାନ ତାଙ୍କର ବୟସ 21 ବର୍ଷ |
ନମ୍ବର 5 ରେ ଆସୁଛନ୍ତି ଅଭିନେତ୍ରୀ ଶିବାନୀ ସଙ୍ଗୀତା ସେ 12 ଜୁଲାଇ 2000 ମସିହାରେ ଭୁବନେଶ୍ୱର ଠାରେ ଜନ୍ମ ଗ୍ରହଣ କରିଥିଲେ ବର୍ତ୍ତମାନ ତାଙ୍କର ବୟସ ହେଉଛି 23 ବର୍ଷ |
ନମ୍ବର 6 ରେ ଆସୁଛନ୍ତି ଚୁଲବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ ସେ ଓଡ଼ିଆ ରିଆଲିଟି ସୋ ଉଇନର ଭାବରେ ଓଡ଼ିଆ ଜଗତକୁ ପାଦ ଦେଇଥିଲେ ସେ 23 ଜୁଲାଇ 1996 ରେ କେଉଁଝର ଠାରେ ଜନ୍ମ ଗ୍ରହଣ କରିଥିଲେ ବର୍ତ୍ତମାନ ତାଙ୍କର ବୟସ ହେଉଛି 27 ବର୍ଷ |
ନମ୍ବର 7 ରେ ଆସୁଛନ୍ତି ଅର୍ଚ୍ଚିତା ସାହୁ ସେ ସବ୍ୟସଚୀ ମିଶ୍ରଙ୍କୁ ବିବାହ କରିଛନ୍ତି ସେ ଓଡ଼ିଆ ସିନେମା ପାଇଁ ବହୁତ ହିଟ ମୁଭି ଦେଇଛନ୍ତି ସେ 29 ଜୁନ 1990 ରେ ଭୁବନେଶ୍ୱର ଠାରେ ଜନ୍ମ ଗ୍ରହଣ କରିଥିଲେ ବର୍ତ୍ତମାନ ତାଙ୍କ ବୟସ ହେଉଛି 32 ବର୍ଷ |
ନମ୍ବର 8 ରେ ଆସୁଛନ୍ତି ତମନ୍ନା ସେ ଓଡ଼ିଆ ମୁଭି ବ୍ୟତୀତ ତେଲଗୁ ମୁଭିରେ ମଧ୍ୟ କାମ କରି ସାରିଛନ୍ତି ସେ 14 ନଭେମ୍ବର 1996 ବ୍ରହ୍ମପୁର ଠାରେ ଜନ୍ମ କରିଥିଲେ ତାଙ୍କର ବର୍ତ୍ତମାନ ବୟସ 25 ବର୍ଷ |
ଓଡ଼ିଆ Heroin ମାନଙ୍କ ପ୍ରକୃତ ବୟସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ,ସବୁଠୁ ବେଶୀ ବୁଢ଼ୀ ଏହି ହିରୋଇନ…. ଦେଖନ୍ତୁ |
