ଘରେ ଏହି ଜାଗାରେ ରଖନ୍ତୁ ୨ଟି Elaichi, ୧ ମାସ ଭିତରେ କୋଟିପତି, ୨୪ ଘଣ୍ଟାରେ ପଇସା ଆସିବ, ଜାଣି ରଖନ୍ତୁ ଏହି କଥା…

ବନ୍ଧୁଗଣ କୌଣସିବି ଦିନ କରିଦିଅନ୍ତୁ ଏହି ମହା ଉପାୟ ଜୀବନର ସମସ୍ତ କଷ୍ଟରୁ ଆପଣଙ୍କୁ ତୁରନ୍ତ ମିଳିଯିବ ମୁକ୍ତି, ମା ଲକ୍ଷ୍ମୀଙ୍କ ଆଶ୍ରିବାଦରୁ ନକେବଳ ଆପଣଙ୍କ ଜୀବନରେ ହେବ ଧନର ବର୍ଷା ବରଂ ଆପଣଙ୍କର ସମସ୍ତ ମନକାମନା ପୂର୍ଣ ହେବ | ବନ୍ଧୁଗଣ ଯଦି ଆପଣ ଆପଣଙ୍କର ଜୀବନରେ ବହୁତ ବିଶେଷ ସମସ୍ୟାରେ ଅଛନ୍ତି ଆପଣଙ୍କର ଜୀବନରେ ଧନ ଆସିବା ବନ୍ଦ ହେଇଯାଇଛି ଆପଣଙ୍କର ଜୀବନରେ ସମସ୍ତ କଷ୍ଟ ଆପଣଙ୍କ ପିଛା ଛାଡୁନାହିଁ ଆଉ ଆପଣ କରଜର ମାୟା ଜଳରେ ଫସି ଯାଇଛନ୍ତି ଆପଣଙ୍କର ଭାଗ୍ୟ ଆପଣଙ୍କୁ ସାଥ ଦେଉନାହିଁ |

ତେବେ କେବଳ ଆପଣ ତନ୍ତ୍ର ଶାସ୍ତ୍ର ଅନୁସାରେ ଆପଣ ଇଲାଇଚିର ସେହି ଉପାୟକୁ କରିଦିଅନ୍ତୁ ଯାହା ବିଷୟରେ ଆଜି ଆପଣମାନଙ୍କୁ ଆମେ ଜଣେଇବୁ ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କଣ ସେହି ଉପାୟ ଏବଂ ସେହି ଇଲାଇଚିର ସେହି ଉପାୟକୁ କରିବା ପରେ ନକେବଳ ଆପଣଙ୍କୁ ଆପଣଙ୍କର ଜନ୍ମ ଜନ୍ମାନ୍ତର ଦରିଦ୍ରତାରୁ ମୁକ୍ତିମିଳିଯିବ ବରଂ ମା ଲକ୍ଷ୍ମୀଙ୍କର ସାକ୍ଷାତ କୃପା ପ୍ରାପ୍ତ ହେବ | ଯାହାଦ୍ୱାରା ଆପଣଙ୍କର ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ |

ଏମିତିରେ ଇଲାଇଚିର ପ୍ରୟୋଗ ଖାଦ୍ୟରେ କରିଥାଉ କିନ୍ତୁ ଅନ୍ୟପଟେ ଯଦି ଆପଣ ତନ୍ତ୍ର ଶାସ୍ତ୍ର ଅନୁସାରେ ଇଲାଇଚିର ପ୍ରୟୋଗ ସଠିକ ଭାବରେ କରିବେ ଯେମିତି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତା ସାକ୍ଷାତ ମା ଲକ୍ଷ୍ମୀଙ୍କର ଆସରିବାଦ ଆପଣଙ୍କୁ ପ୍ରାପ୍ତ ହେବ | ଇଲାଇଚିକୁ ଶୁକ୍ର ଗ୍ରହର କାରକ ମାନାଯାଇଥାଏ ଶୁକ୍ରଗ୍ରହର ନିୟନ୍ତ୍ରଣ ମା ଲକ୍ଷ୍ମୀଙ୍କ ହାତରେ ରହିଥାଏ ଏବଂ ଆମର ତନ୍ତ୍ର ଶାସ୍ତ୍ରରେ ସଫା ସଫା ଲେଖା ହୋଇଛି ଯେଉଁ ବ୍ୟକ୍ତିଙ୍କର ଶୁକ୍ର ଗ୍ରହ ତାଙ୍କର ସାଥ ଦେଇଥାଏ ସେହି ବ୍ୟକ୍ତି ଉପରେ ମା ଲକ୍ଷ୍ମୀଙ୍କର ଆଶ୍ରିବାଦ ପ୍ରାପ୍ତ ହୋଇଥାଏ |

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଇଲାଇଚିର କେଉଁ ଉପାୟ ବିଷୟରେ ଆମର ତନ୍ତ୍ର ଶାସ୍ତ୍ର ଜୋତିସ ଶାସ୍ତ୍ରରେ ଏବଂ ବେଦ ପୁରାଣରେ ଲେଖା ହୋଇଛି | ଯଦି ଆପଣ ଏହି ଉପାୟକୁ ସଠିକ ବିଧି ବିଧନରେ କରିଦେଵେତ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ତେବେ ଆସନ୍ତୁ ଜାଣିବା ଇଲାଇଚିର ଉପାୟ ବିଷୟରେ | ପ୍ରଥମ ଉପାୟ ହେଲା ଶୁକ୍ରାଗ୍ରହଙ୍କୁ ମଜବୁତ କରିବାର ଉପାୟ ଶୁକ୍ରବାର ଦିନ ମଲକ୍ଷୀଙ୍କର ଦିନ ହୋଇଥାଏ ଏବଂ ଏହି ଦିନ ଆପଣ କୌଣସି ପୂଜା ପାଠ କରିବେତ ଆପଣଙ୍କୁ ମା ଲକ୍ଷୀଙ୍କର କୃପା ନିଶ୍ଚୟ ପ୍ରାପ୍ତ ହୋଇଥାଏ |

ଆପଣ ଶୁକ୍ରବାର ଦିନ ସକାଳୁ ଉଠି ସ୍ନାନ ଆଦି କାର୍ଯ୍ୟସାରି ଗୋଟେ ତମ୍ଭାର ଲୋଟ ନେଇ ଯାନ୍ତୁ ସେଥିରେ ଗଙ୍ଗାଜଳ ଭାରି ଗୋଟେ ଇଲାଇଚି ପକେଇଦିଅନ୍ତୁ ଏବଂ କୌଣସିଭି ସଦାବିହାରୀ ଗଛ ମୂଳରେ ଏହି ଜଳକୁ ଅର୍ପଣ କରିଦିଅନ୍ତୁ ଆପଣ ଏହି ଉପାୟକୁ ପାଞ୍ଚଟି ଶୁକ୍ରବାର କରି ଦିଅନ୍ତୁ ଦେଖିବେ ୫ଟି ଶୁକ୍ରବାର ପରେ ଆପଣଙ୍କର ସବୁ ଧନଜନିତ ସମସ୍ୟା ସମାଧାନ ହୋଇଯିବ ଏବଂ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତ ହେବ |

Leave a Reply

Your email address will not be published. Required fields are marked *