ନମସ୍କାର ଦର୍ଶକବନ୍ଧୁ ଭୋଳାବାବାଙ୍କ ଆଶ୍ରିବାଦରୁ 12ଗୋଟି ରାଶି ମାନଙ୍କ ମଧ୍ୟରୁ ପ୍ରଭୁ ଭୋଳାବାବା କେତେକ ରାଶିଙ୍କ ଉପରେ ଖୁସି ଅଛନ୍ତି | ଏହି ଅକ୍ଟୋବର ମାସରେ ପ୍ରଭୁ ଭୋଳାନାଥଙ୍କ ଆସରିବାଦରୁ କେତେକ ରାଶି ଅତ୍ୟନ୍ତ ଲାଭବାନ ହେବାକୁ ଯାଉଛନ୍ତି ଅର୍ଥ ଲାଭ ସୋଭାଗ୍ୟ ଆସିବାକୁ ଯାଉଛି | ପ୍ରଭୁ ଭୋଳାବାବାଙ୍କ କୃପାରୁ କିଏ ସେହି ଭାଗ୍ୟଶାଲୀ ରାଶି କାହାର ଉପରେ ପ୍ରଭୁ ଭୋଳାବାବାଙ୍କ ଆଶ୍ରିବାଦର ଅପାର କୃପା ବରଷିବାକୁ ଯାଉଛି | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କଣ ସେହି ରାଶି….
ବୃଷ ରାଶି – ବୃଷ ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ବଦଳିଯିବ ଆଜି ରାତିଠାରୁ, କାର୍ଯ୍ୟଉପାରେ ଅଧିକ ଧ୍ୟାନ ଦିଅନ୍ତୁ | ବହୁତ ଦିନ ଧରି ଆସୁଥିବା କାର୍ଯ୍ୟର ଉଚିତ ଫଳ ଏବେ ମିଳିବ ପାଇଁ ଯାଉଛି | ଆପଣଙ୍କ ଅନୁଭବ ଓ ବୁଦ୍ଧିମାନ କାରଣରୁ ଲୋକମାନେ ଆପଣଙ୍କୁ ଆଦର ସନ୍ନମାନ କରିପାରନ୍ତି | ଚାକିରୀ କ୍ଷେତ୍ରରେ ମଧ୍ୟ ପଦୋନ୍ନତୀ ଆପଣଙ୍କୁ ମିଳିବାକୁ ଯାଉଛି ପାରିବାରିକ ବ୍ୟବସାୟରେ ଲାଭ ମିଳିବ ଯେଉଁ ଲୋକ ଚାକିରୀ ସନ୍ଧାନରେ ଅଛନ୍ତି ସେମାନଙ୍କୁ ମଧ୍ୟ ଉଚିତ୍ ଲାଭ ମିଳିବାକୁ ଯାଉଛି |
ବିଛା ରାଶି – ଧନ ଜନିତ ସମସ୍ୟା ଯାହାବି ଥିଲା ସବୁ ଧୀରେ ଧୀରେ ସୁଧୀରି ବାକୁ ଲାଗିବ ଆପଣଙ୍କୁ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିବ କିମ୍ବା କୌଣସି ସହଯୋଗ ପ୍ରାପ୍ତି କରିବେ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଅଧିକ ସକ୍ରିୟ ରହିବେ | ଜୀବନ ସାଥୀଙ୍କ ସହଯୋଗ ପ୍ରାପ୍ତ ହେବ ମାନସନ୍ନମାନରେ ବୃଦ୍ଧି ହେବ, ଆପଣଙ୍କ ଦମ୍ପତିୟ ଜୀବନ ବହୁତ ସୁଖମୟ ରହିବ ଆମପଣଙ୍କ ଅଧିକାଂଶ ସମସ୍ୟାରେ ସମାଧାନ ହୋଇଯିବ |
ତୁଳା ରାଶି – ଏମାନେ ବୋହୁତ କ୍ଷେତ୍ରରେ ବୋହୁତ ମାତ୍ରାରେ ସଫଳତା ଅର୍ଜନ କରିବେ କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ଯେକୌଣସି କାର୍ଯ୍ୟ କ୍ଷେତ୍ରରେ ଏମାନଙ୍କୁ ସଫଳତା ନିଶ୍ଚିତ ମିଳିବ ବିଦ୍ୟାର୍ଥୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଫଳତା ମିଳିବ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଶୁଭ ଫଳ ନିଶ୍ଚୟ ପ୍ରାପ୍ତି କରିବେ ବିଦ୍ୟାର୍ଥିମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତମ ଫଳ ପ୍ରାପ୍ତି ମଧ୍ୟ କରିବେ କ୍ୟାରିୟର ଦିଗରେ ସକରାତ୍ମକ ପରିଣାମ ପ୍ରାପ୍ତି ହେବାକୁ ଯାଉଛି ତୁଳା ରାଶିର ବ୍ୟକ୍ତି ବିଶେଷମାନେ ଅତ୍ୟଧିକ ପରିଶ୍ରମ କରିବେ ଏବଂ ଶୁଭ ଫଳ ମଧ୍ୟ ଅଧିକାରୁ ଅଧିକ ପ୍ରାପ୍ତି କରିବେ |
ସିଂହ ରାଶି – ସିଂହ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ମହାଦେବଙ୍କର ଅଶେଷ କୃପା ପଡ଼ିବାକୁ ଯାଉଛି ମହାଦେବଙ୍କ କୃପାରୁ କର୍ମ କ୍ଷେତ୍ରରେ ନୂତନ କର୍ମ ପ୍ରାପ୍ତି ଯୋଗ ବନୁଅଛି ଯେଉଁମାନେ ନୂତନ ବ୍ୟବସାୟ କରିବାକୁ ଚାହୁଁଛନ୍ତି ଦୂର ସ୍ଥାନକୁ ଯାତ୍ରା କରିବାକୁ ଯାଉଛନ୍ତି ନିଶ୍ଚିତ ଭାବରେ ସେଥିରେ ଲାଭବାନ ହେବେ ଯଦି କୌଣସି ଭାଗିଦାରୀ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ମଧ୍ୟ ଅଧିକ ଧନ ଉପାର୍ଜନ ନିଶ୍ଚୟ କରିବେ ଅନେକ ପ୍ରକାରର ସୁଖ ସୁବିଧା ଲାଭ କରିବେ |
କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ଉପରେ ମହାଦେବ ଙ୍କର ଅଶେଷ କୃପା ମହାଦେବଙ୍କର ପଡ଼ିବାକୁ ଯାଉଛି ଯାହା ଫଳରେ ଏମାନଙ୍କର ଆଗରୁ ରହିଥିବା ସମସ୍ୟା ସବୁ ଦୂର ହୋଇଯିବ ଯଦି ଆପଣ ଚାକିରୀ ଅପେକ୍ଷାରେ ରହିଛନ୍ତି ତାହେଲେ ଆପଣଙ୍କୁ ଆଶାନୁରୂପ ଚାକିରୀ ନିଶ୍ଚୟ ମିଳିବ ଏହାସହିତ କାର୍ଯ୍ୟ ସ୍ଥଳରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ ଯଦି କୌଣସି ସ୍ଥାନରେ ନିବେଶ କରୁଛନ୍ତି ତାହେଲେ ଆପଣ ଭଲ ଭାବରେ ଭାବି ଚିନ୍ତି ବିଚାର କରି କରନ୍ତୁ ସମାଜରେ ଆପଣ କଲ୍ୟାଣର ଯୋଗଦାନ କରି ଆପଣ ପ୍ରଶଂସିତ ମଧ୍ୟ ହେବେ |