ସୂର୍ଯ୍ୟାସ୍ତ ପରେ କେବେ କାହାକୁ ତୁଳସୀ ଗଛ ଦେବା ଉଚିତ ନୁହେଁ ଏବଂ ତୁଳସୀ ଗଛରେ ଜଳ ଦେବା ଅନୁଚିତ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ |କବାଟ ଏବଂ ଝରକା ଖୋଲିବା କିମ୍ବା ବନ୍ଦ କରିବା ସମୟରେ କର୍କଶ ସ୍ୱର ଦେବା ଉଚିତ ନୁହେଁ ଏହା ଅମଙ୍ଗଳକାରୀ ହୋଇଥାଏ ଏହା ଦ୍ୱାରା ଘରେ କଳି ଝଗଡ଼ା ଏବଂ ଅଶାନ୍ତି ଲାଗି ରହିଥାଏ |ମନେ ରଖିବେ ମହାଦେବଙ୍କୁ ପୂଜା କରିବା ସମୟରେ ତୁଳସୀ ପତ୍ର ଏବଂ କେତକୀ ଫୁଲ ବ୍ୟବହାର କରିବା ଉଚିତ ନୁହେଁ |
ସେହିପରି ବିଷ୍ନୁ ଙ୍କୁ ପୂଜା କରିବା ବେଳେ କେବେବି ଦୁଦୁରା ଫୁଲ ବ୍ୟବହାର କରିବା ଅନୁଚିତ ଗୋଟିଏ ଛୋଟ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ସେଥିରେ ତୁଳସୀ ପତ୍ର ପକାଇ ଠାକୁର ଘରେ ରଖିବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଏବଂ ପୂଜାର ଫଳ ଦ୍ୱିଗୁଣିତ ମିଳିଥାଏ |ଘରେ ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥାଏ |
ତେବେ ଉଭୟ ମିଶି ଶିବ ପାର୍ବତୀଙ୍କୁ ପୂଜା ଅର୍ଚନା କରିବା ଉଚିତ ,ଏହା କରିବା ଦ୍ୱାରା ମଙ୍ଗଳକାରୀ ହେବା ସହିତ କଳହ ଦୂର ହୋଇଥାଏ |ମାନ୍ୟତା ଅନୁସାରେ ନିଜ ଠାରୁ ବୟସରେ ବଡ଼ ଲୋକଙ୍କ ପାଦ ଛୁଇଁ ପ୍ରଣାମ କରିବା ଦ୍ୱାରା ଶରୀରରେ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ଯାହା ଫଳରେ ଜୀବନରେ ସୁଖ ସମୃଦ୍ଧି ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ |
ସକାଳେ ଶାରୀରିକ ସମ୍ପର୍କ ରଖିବାର ଲାଭ ଆପଣଙ୍କ ଶକ୍ତିର ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ ଏବଂ ଚାପରୁ ମୁକ୍ତି ଦେଇଥାଏ |ଶା-ରୀ-ରି-କ ସମ୍ପର୍କ ରଖିବା ଦ୍ୱାରା ଆପଣ ନିଶ୍ଚିତ ଭାବରେ ମାନସିକ ଶାନ୍ତି ଅନୁଭବ କରନ୍ତି ,ଯାହା ଆପଣଙ୍କ ମନ ଯାହା ଆପଣଙ୍କ ମନ ବଳକୁ ଉନ୍ନତ କରିଥାଏ |
ଅଷ୍ଟମୀ ,ଚତୁର୍ଦଶୀ ,ଅମାବାସ୍ୟା ,ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା ଅମଙ୍ଗଳ କାରୀ ହୋଇଥାଏ ଶିବରାତ୍ରି ,ଦୀପାବଳି ଏବଂ ନବରାତ୍ରି ଏହି ଦିନ ମାନଙ୍କରେ ସ୍ୱାମୀ ମାନେ ସ୍ତ୍ରୀ ମାନଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିବା ଉଚିତ ନୁହେଁ |