ରାଷ୍ଟ୍ରପତି Droupadi Murmuଙ୍କ ପଛରେ କଣ ପାଇଁ ଏକାଭଳି ଗାଡି, କାରକେଡରେ କଣ ପାଇଁ ଥାଏ 50ରୁ ଅଧିକ ଗାଡି…

ନମସ୍କାର ବନ୍ଧୁଗଣ ରାଷ୍ଟ୍ରପତିଙ୍କ ପଛରେ କଣ ପାଇଁ ଯାଏ ଏକାଭଳି ଗାଡ଼ି କାର୍କେଡ୍ ରେ କଣ ପାଇଁ ରହିଥାଏ ୫୦ ରୁ ଅଧିକ କାର ଏହି କାର ଗୁଡ଼ିକ ପଛରେ କଣ ରହିଛି କାରଣ ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ ଦେଶର ସର୍ବଶ୍ରେଷ୍ଠ ପଦବୀର ଅଧିକାରୀ ତାଙ୍କର ସୁରକ୍ଷା ଦେଶର ପ୍ରଥମ କର୍ତ୍ତବ୍ୟ ଦେଶର ଗର୍ବ ଆଉ ଗୌରବ ହେଉଛନ୍ତି ମହାମହୀ ତେବେ ଆପଣମାନେ ଜାଣିଛନ୍ତି କି ଦେଶର ରାଷ୍ଟ୍ରପତି ଯେଉଁଆଡେ ଗସ୍ତ କରନ୍ତି ତାଙ୍କ ପଛରେ ମାଳମାଳ କାର କଣ ପାଇଁ ଯାଏ କାହିଁକି ଏହି କାର ଗୁଡିକର ରଙ୍ଗ ଏକାଭଳି ରହିଥାଏ ଏମିତି ହେବା ପଛରେ କଣ କାରଣ ରହିଛି ତେବେ ଆଜି ଆସନ୍ତୁ ଏହିସବୁ ପ୍ରଶ୍ନର ଉତ୍ତର ଜାଣିବା |

ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲ ହୁଅନ୍ତୁ କି ରାମନାଥ କୋବିନ୍ଦ କିମ୍ବା ନବ ନିର୍ବଚିତା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଯୁଆଡେ ବି ଯାଆନ୍ତି ତାଙ୍କ ପଛରେ ମାଳମାଳ କାର ଚାଲିଥାଏ କାର୍କେଡ୍ କୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ କି ଏତେ କାର୍ କଣ ପାଇଁ ଜଣେ ରାଷ୍ଟ୍ରପତିଙ୍କ ପଛରେ ଏତେ କାର କଣ ପାଇଁ ଯାଉଛି ଓଡ଼ିଶାକୁ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଛରେ କଣ ପାଇଁ ରହିଥିଲା ମାଳମାଳ ଗାଡ଼ି ଏହା ପଛରେ ରହିଛି ଅନେକ କାରଣ ଯାହାକୁ ଶୁଣିଲେ ଆପଣମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ ରାଷ୍ଟ୍ରପତି କେବଳ ଦେଶର ପ୍ରଥମ ନାଗରିକ ନୁହଁନ୍ତି ତିନି ସେନାଙ୍କ କମାଣ୍ଡ ରାଷ୍ଟ୍ରପତିଙ୍କ ହାତରେ ରହିଥାଏ |

ଯେଉଁଥିପାଇଁ ତାଙ୍କର ସୁରକ୍ଷା ହେଉଛି ଦେଶର ପ୍ରଥମ କର୍ତ୍ତବ୍ୟ ସେଥିପାଇଁ ରାଷ୍ଟ୍ରପତିଙ୍କ ସୁରକ୍ଷା ରହିଥାଏ PBG ପ୍ରେସିଡେଣ୍ଟ ବଡ଼ିଗାର୍ଡ ପାଖରେ ପ୍ରତିଟି ସମୟରେ ରାଷ୍ଟ୍ରପତିଙ୍କ ଉପରେ ନଜର ରଖିଥାନ୍ତି ଆଉ ରାଷ୍ଟ୍ରପତିଙ୍କ ପଛରେ ଯାଉଥିବା ପ୍ରତିଟି କାରରେ ରହିଥାଏ PBG ପ୍ରେସିଡେଣ୍ଟ ବଡ଼ିଗାର୍ଡ ପ୍ରତିଟି ବଡ଼ିଗାର୍ଡ ହେଉଛନ୍ତି ଗୋଟିଏ ଗୋଟିଏ କମାଣ୍ଡର ଏହି କମାଣ୍ଡର ମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ରାଷ୍ଟ୍ରପତିଙ୍କ ସୁରକ୍ଷା ରାଷ୍ଟ୍ରପତିଙ୍କ ପ୍ରତିଟି କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି କମାଣ୍ଡର ମାନେ।

ଆପଣମାନେ ଦେଖିଥିବେ ରାଷ୍ଟ୍ରପତିଙ୍କ ପଛରେ ରହିଥାଏ ପାଖାପାଖି ୫୦ଟି କାର ଆଉ ପ୍ରତିଟି କାର ଗୋଟିଏ ଗୋଟିଏ ଟ୍ୟାଙ୍କ ସହ ସମାନ କାରଣ କାର ଭିତରେ ରହିଥାନ୍ତି ଟ୍ୟାଙ୍କ ମ୍ୟାନ ସବୁ ପରିସ୍ଥିତିକୁ ସାମ୍ନା କରି ରାଷ୍ଟ୍ରପତିଙ୍କୁ ବଞ୍ଚାଇବା ଏହି କମାଣ୍ଡର ମାନଙ୍କର ହେଉଛି ପ୍ରଥମ କର୍ତ୍ତବ୍ୟ ରାଷ୍ଟ୍ରପତିଙ୍କ ଉପରେ ବିପଦ ପଡ଼ିଲେ ବାହାରକୁ ଆସିଥାନ୍ତି ଏହି କମାଣ୍ଡର ରାଷ୍ଟ୍ରପତିଙ୍କ ବଡ଼ିଗାର୍ଡ ହେବାକୁ ହେଲେ କମାଣ୍ଡର ମାନଙ୍କ ଉଚ୍ଚତା ନିହାତି ୬ ଫୁଟ୍ ହେବା ଆବଶ୍ୟକ ରାଷ୍ଟ୍ରପତି ସବୁବେଳେ ଦେଶଦ୍ରୋହି ମାନଙ୍କର ଟାର୍ଗେଟରେ ରହିଥାନ୍ତି |

ସେମାନଙ୍କ ନଜରରୁ ରାଷ୍ଟ୍ରପତିଙ୍କୁ ବଞ୍ଚାଇବା ପାଇଁ ଏକା ପ୍ରକାରର କାର ଯାଇଥାଏ ରାଷ୍ଟ୍ରପତିଙ୍କ କାର୍କେଡ୍ ଯାହାଦ୍ଵାରା ଆକ୍ରମଣ କରିବା ଲୋକ ବୁଝିପାରେ ନାହିଁ ରାଷ୍ଟ୍ରପତି କେଉଁ କାରରେ ରହିଛନ୍ତି ସେଥିପାଇଁ ରାଷ୍ଟ୍ରପତି ହୁଅନ୍ତୁ କିମ୍ବା ପ୍ରଧାନମନ୍ତ୍ରୀ ସମସ୍ତଙ୍କ କାର୍କେଡ୍ ସମାନ ଢ଼ଙ୍ଗରେ ରହିଥାଏ ରାଷ୍ଟ୍ରପତିଙ୍କ କାର୍କେଡ୍ ଏହା ଦର୍ଶାଏ କି ଭାରତ ଦେଶ କେତେ ଶୃଙ୍ଖଳତ |

Leave a Reply

Your email address will not be published. Required fields are marked *