ପ୍ରେମିକାକୁ କଲେଜରୁ ଡାକି ଆଣି ହସ୍ପିଟାଲ ପଛରେ କରୁଥିଲା ଏଭଳି କାଣ୍ଡ ,ଆଉ ତାପରେ ଏମାନଙ୍କ ସହିତ Jaha ହେଲା ….ଜାଣନ୍ତୁ

ନମସ୍କାର ଦର୍ଶକବନ୍ଧୁ ମେଡିକାଲ ପଛ ପଟେ ଚାଲିଥିଲା ଦେହର ଖେଳ ଯୁବକ ଯୁବତୀ ନିଜ ଡ୍ରେସ ଖୋଲି ମାତି ପଡ଼ିଥିଲେ ଅପୂର୍ବ ଆନନ୍ଦରେ କଲେଜକୁ ନଯାଇ ମେଡିକାଲ ପଛ ପଟେ ଦେହର ଭୋକ ମେଣ୍ଟାଇବା ପାଇଁ ଚାଲି ଆସିଥିଲେ ଏହି ଜାଗାକୁ ହୋଟେଲକୁ ନଯାଇ ଏହି ଖୋଲା ମେଲାରେ ସାରିଦେଲେ ସବୁ କାମ ଜାଗା ଅଜାଗା ନଦେଖି ଶୋଇ ପଡ଼ିଥିଲେ ହେଲେ ଏହି ଦୃଶ୍ୟ ଜଣେ ଯୁବକଙ୍କ ନଜରରେ ପଡ଼ିଗଲା |ଦେଖିଲେ ତ ଦର୍ଶକବନ୍ଧୁ ଯୁବକ ଜଣକ କହୁଛନ୍ତି ଏଇଟା ହସ୍ପିଟାଲ ତୁମେ ଏଠାକୁ ଆସି କଣ କରୁଚ

ତୁମର କଣ ଏହି ସବୁ କାମ କରିବା ଜାଗା ତୁମର ଯଦି ଏତେ ଇଛା ତାହେଲେ ତୁମେ କୌଣସି ହୋଟେଲ କିମ୍ବା ଓୟୋକୁ ଚାଲିଗଲନି ତୁମେ କୌଣସି ପାର୍କ ଜାଗା ଦେଖି ଚାଲି ଗଲନି କାହିଁକି ସେଠି ତୁମର ଯାହା ଇଛା ତୁମେ ସେୟା କରି ଥାଆନ୍ତ ତୁମକୁ କେହି ଦେଖିବାର ନାହିଁ କିମ୍ବା ପ୍ରତିବାଦ କରି ନଥାନ୍ତେ |

ହେଲେ ହସ୍ପିଟାଲ ଭିତରେ ଏଭଳି କାର୍ଯ୍ୟ କରିବା ପାଇଁ ତୁମକୁ କିଏ ପରମିସନ ଦେଲା ଏଭଳି କାମ କରିବା ପାଇଁ ଉତ୍ତରରେ ପ୍ରେମିକ ଜଣକ କହୁଛନ୍ତି ଆମେ କଥାବାର୍ତ୍ତା ହେଉଥିଲି ସେମିତି କିଛି କାର୍ଯ୍ୟ କରିନାହୁଁ ତୁମେ ଆମକୁ ଯାହା ଭାବୁଛ |

ଯୁବକ ଜଣକ କହିଲେ ତୁମେ ଯାହା ସବୁ କରିଛ ମୁଁ ସବୁ ଦେଖିଚି ଆଉ ଭିଡିଓ ମଧ୍ୟ କରିଛି |ଯୁବତୀ ଜଣକ ଯୁବକ ଜଣକ ସାଙ୍ଗରେ ଯୁକ୍ତି ତର୍କ କଲା ଏବଂ ଯୁବକ ଜଣକ ରାଗି ଯାଇ କହିଲେ ତୁମେ ଆଗେ ତୁମ ବାପା ମା ଙ୍କୁ ଡାକ ତାପରେ ଯାଇ ଯିବ |

ତୁମ ବାପା ମା ମାନେ ତୁମକୁ କଲେଜ ଛାଡ଼ୁଛନ୍ତି ପାଠ ପଢ଼ିବା ପାଇଁ ତୁମେ ଏଠି ପ୍ରେମ ପାଠ ପଢୁଛ ଏମିତି ଅନେକ ସମାଉ ଯୁକ୍ତି ତର୍କ ଲାଗିବା ପରେ ଯୁବକ ଜଣକ ଏମାନଙ୍କୁ ଛାଡ଼ିଦେଲା ଓ ଉଠାଇଥିବା ଭିଡିଓକୁ ଭାଇରଲ କରିଦେଲା |

Leave a Reply

Your email address will not be published. Required fields are marked *