ମଙ୍ଗଳବାର ଦିନ ଚୁପଚାପ କରି ଦିଅନ୍ତୁ ଏହି ଛୋଟ ଉପାୟ ,Hanumanଙ୍କ କୃପାରୁ ଆପଣଙ୍କ ସବୁ ମନସ୍କାମନା ହେବ ପୂରଣ ,ଘରେ ଧନର ବର୍ଷା ହେବ |

ନମସ୍କାର ଦର୍ଶକବନ୍ଧୁ ମଙ୍ଗଳବାର ଦିନ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ମହାରାଜଙ୍କ ପୂଜା କରିବା ପାଇଁ ସବୁଠୁ ଭଲ ଦିନ ହୋଇଥାଏ ଏହି ଦିନ ପୂଜା କରିବା ସହିତ କିଛି ଜ୍ୟୋତିଷ ଉପାୟ କରାଯାଏ ତେବେ ମଙ୍ଗଳ ଦୋଷରୁ ତତ୍କାଳ ମୁକ୍ତି ହୋଇଥାଏ |ଆପଣମାନେ ଭଗବାନ ଶନିଙ୍କୁ କୃର ଗ୍ରହ କହି ଥାଆନ୍ତି କିନ୍ତୁ ଯେତିକି ଆପଣଙ୍କ ଜୀବନରେ ସମସ୍ୟା ଆସିଥାଏ ଯେଉଁ ମାଙ୍ଗଳିକ କାର୍ଯ୍ୟରେ ସମସ୍ୟା ଆସିଥାଏ ତାହା ସବୁ ମଙ୍ଗଳଙ୍କ କାରଣରୁ ଆସିଥାଏ |ଆଜିର ବିଷୟରେ ଆମେ ଜାଣିବା ମଙ୍ଗଳବାର ଦିନ କେଉଁ ସବୁ ଉପାୟ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ଏବଂ ଆପଣଙ୍କ ସମସ୍ତ ସମସ୍ୟା ଦୂରୀଭୂତ ହୋଇପାରିବ |

ବନ୍ଧୁଗଣ ପଞ୍ଚାଙ୍ଗ ଅନୁସାରେ ସପ୍ତାହର କୌଣସି ଦିନ ଦେବୀ ଦେବତା ଏବଂ ଗ୍ରହ ନକ୍ଷତ୍ରଙ୍କୁ ସମର୍ପିତ ଅଟେ ତେଣୁ ମଙ୍ଗଳବାର ଦିନଟି ଭଗବାନ ଶ୍ରୀରାମଙ୍କ ପରମ ଭକ୍ତ ପ୍ରଭୁ ହନୁମାନଙ୍କୁ ସମର୍ପିତ ଅଟେ ଏବଂ ତାହା ସହିତ ମଧ୍ୟ ଏହା ମଙ୍ଗଳ ଗ୍ରହରେ ସମର୍ପିତ ଅଟେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହକୁ ଉଗ୍ର ମନାଯାଇଥାଏ ଅର୍ଥାତ ଏହି ଦୁଇ ଜଣ କ୍ରୋଧୀ ସ୍ୱଭାବର ହୋଇ ଥାଆନ୍ତି |ଯଦି ଥରେ ଏମାନେ ରୁଷ୍ଟ ହୋଇ ଯାଆନ୍ତି ଏମାନଙ୍କୁ ମନାଇବା ବହୁତ କଷ୍ଟ ହୋଇଥାଏ |ମଙ୍ଗଳ ଗ୍ରହ ଲାଗି ରହିବା କାରଣରୁ ଘରେ କଳି ଝଗଡ଼ା ଦୁର୍ଘଟଣା ଆଦି ହୋଇଥାଏ |

କେବଳ ଏତିକି ନୁହେଁ ଯେଉଁ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ମଜଭୁତ ହୋଇନଥାଏ ତାଙ୍କୁ ବହୁତ ରକ୍ତ ସମ୍ବଦିତ ଏବଂ ଚର୍ମ ସମ୍ବଦିତ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ ଏଥିପାଇଁ ଜରୁରୀ ଅଟେ ଯେ ମଙ୍ଗଳ ଗ୍ରହ ସ୍ଥିତିକୁ ମଜଭୁତ କରିବା |ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କ ସ୍ଥିତିକୁ ଠିକ କରିବା ପାଇଁ କିଛି ଉପାୟ କୁହାଯାଇଛି ଯାହାକୁ ଯଦି ଆପଣ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଖୁସି ଆସିଥାଏ |

ହନୁମାନ ମହାରାଜ ତାଙ୍କ କୃପା ଆପଣଙ୍କ ଉପରେ ବର୍ଷାଇ ଥାଆନ୍ତି ତାହା ସହିତ ଆପଣଙ୍କ ଭାଗ୍ୟ ଉଦୟ ହୋଇଥାଏ |ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ ଉପାୟ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ ମଙ୍ଗଳବାର ଦିନ ସକାଳୁ ଯଦି ଆପଣ କୌଣସି ଜରୁରତ ଲୋକଙ୍କୁ ବା ବ୍ରାହ୍ମଣଙ୍କୁ ଯଦି ଆପଣ ଗହମର ଦାନ କରିବେ ତ ଆପଣଙ୍କ ଭାଗ୍ୟ ଚମକିଥାଏ |

ଗୁଡ଼ ଦାନ କରିବା ଦ୍ୱାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ ଦିଆସିଲ ଦାନ କରିବା ଦ୍ୱାରା ଆପଣଙ୍କ ଜୀବନରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ ତମ୍ବା ପାତ୍ର ଦାନ କରିବା ଦ୍ୱାରା ଆପଣଙ୍କୁ ବହୁ ମାତ୍ରାରେ ଧନର ପ୍ରାପ୍ତି ହୋଇଥାଏ ସୁନାର ଦାନ କଲେ ହନୁମାନ ମହାରାଜ ଆପଣଙ୍କୁ ବହୁତ ସାରା ଦାନ କରି ଥାଆନ୍ତି ଏବଂ ଆପଣଙ୍କ ମନସ୍କାମନା ପୂରଣ କରି ଥାଆନ୍ତି |

Leave a Reply

Your email address will not be published. Required fields are marked *