ଝିଲ୍ଲୀ ସିରିଏଲ ବନ୍ଦ ହେବା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ Fyan ମାନେ ,କହିଲେ ଏପରି କଥା ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ….

ନମସ୍କାର ଦର୍ଶକବନ୍ଧୁ ତେବେ ଝିଲ୍ଲୀ ଏବଂ ସିଦ୍ଧାର୍ଥ ଙ୍କୁ କୁଣ୍ଢାଇ ଧରି କାନ୍ଦିଲେ ତାଙ୍କର ସମସ୍ତ ଫ୍ୟାନ ମାନେ ସୁଟିଙ୍ଗ ସେଟରୁ ସୁଟିଙ୍ଗ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଖୁବ ଜୋରରେ କୁଣ୍ଢାଇ ଧରି କାନ୍ଦୁଛନ୍ତି କାହିଁକିନା ଝିଲ୍ଲୀ ସିରିଏଲଟି ବନ୍ଦ ହେବା ଖବର ପାଇଲା ପରେ ପ୍ରଶଂସକ ଆଖିରେ ଆସି ଯାଇଛି ଲୁହ |ଝିଲ୍ଲୀ ସିରିଏଲକୁ ଏତେ ମାତ୍ରାରେ ଲୋକମାନେ ଭଲ ପାଇବା ଦେଉଥିଲେ ଆଉ ଏବେ ବି ଝିଲ୍ଲୀ ସିରିଏଲକୁ ବେଶ ଭଲ ପାଉଛନ୍ତି |

ଯେତେବେ ଶୁଣିଲେ ଏହି ସିରିଏଲଟି ସମାପ୍ତ ହୋଇଯାଉଛି ସେତେବେଳେ ନିଜ କୋହକୁ ଆଉ ଅଟକାଇ ପାରିଲେ ନାହିଁ ଆଉ ସେଥିପାଇଁ ଆପଣମାନେ ଦେଖନ୍ତୁ କିଭଳି ସିଦ୍ଧାନ୍ତ ଏବଂ ଝିଲ୍ଲୀଙ୍କୁ ଧରି କାନ୍ଦି ପକାଉଛନ୍ତି ପ୍ରଶଂସକ ମାନେ |ଆମେ ଆପଣଙ୍କୁ କହିରଖୁଛୁ ଯେ ଆସନ୍ତା କାଲି ଠାରୁ ଝିଲ୍ଲୀ ସିରିଏଲଟି ବନ୍ଦ ହୋଇଯାଉଛି |

ଆଉ ଏହି ବନ୍ଦ ଖବର ଶୁଣିବା ପରେ ପ୍ରଶଂସକ ମାନଙ୍କ ଆଖିରେ ଏମିତି କିଛି ଲୁହ ଦେଖିବାକୁ ମିଳିଛି ଆପଣମାନେ ଝିଲ୍ଲୀ ସିରିଏଲଟି ଆଜି ଠାରୁ ବନ୍ଦ ହୋଇଯାଉଛି ଆଉ ଝିଲ୍ଲିର ପାର୍ଟ -2 ଆଗକୁ ଆସିବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି କନଫର୍ମ ହୋଇ ନାହିଁ |

ଏହାରି ମଧ୍ୟ ଝିଲ୍ଲୀ ଏବଂ ସିଦ୍ଧାର୍ଥ ଗତକାଲି ରାତିରେ ଲାଇବ ଆସି ତାଙ୍କର ସମସ୍ତ ଫ୍ୟାନ ମାନଙ୍କ ସହିତ କଥା ହେବା ସହ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଖୁବ ଶୀଘ୍ର ଟିଭି ପରଦାକୁ ଫେରୁଛନ୍ତି ପୁଣି ଥରେ ଆପଣମାନେ ଝିଲ୍ଲୀଙ୍କ ଅଭିନୟ ପରଦାରେ ଦେଖିବେ ବୋଲି ଝିଲ୍ଲୀ ଏବଂ ସିଦ୍ଧାର୍ଥ କହିଛନ୍ତି

Leave a Reply

Your email address will not be published. Required fields are marked *