ଆଜିର ରାଶିଫଳ 2023 ଅକ୍ଟୋବର 2 ସୋମବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଆଜି କିଛି ନୂଆ କାର୍ଯ୍ୟର ଶୁଭାରମ୍ଭ କରି ପାରନ୍ତି । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ମାନସିକ ଏବଂ ଶାରୀରିକ ଜୀବନ ସୁଖପ୍ରଦ ହେବ । ପରିବାର ସହ ଉତ୍ତମ ସମୟ ବିତାଇବେ । ମହିଳଆମାନେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବେ । କୌଣସି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି ।

ବୃଷ ରାଶି -ଆଜି ଆପଣ କମ୍ ପରିଶ୍ରମରେ ଅଧିକ ଏବଂ ଭଲ ପାଇପାରନ୍ତି । ଧନ ଲାଭର ଯୋଗ ରହିଛି । କୋର୍ଟରେ ବିଚାଧିନ ଥିବା ମାମଲାରେ ଜୟଯୁକ୍ତ ହେବେ । ପାରିବାରିକ ସୁଖ ଶାନ୍ତି ରହିବ । ବ୍ୟବସାୟୀ ମାନେ ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି ।

ମିଥୁନ ରାଶି -ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି । ସମସ୍ୟା ବଢିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ବାଣିଜ୍ୟ-ବ୍ୟବସାୟ ପାଇଁ ଦିନଟି ଅନୁକୂଳ । ବିଦ୍ୟାର୍ଥିମାନେ ପାଠପଢାରେ କୃତକାର୍ଯ୍ୟ ହେବେ ।

କର୍କଟ ରାଶି -ଛାତ୍ରଛାତ୍ରୀଙ୍କୁ କ୍ରିଡା କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ପାଇବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିତ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ ।

ସିଂହ ରାଶି -ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମାନ ସମାନ ମିଳିବ । ପଡୋଶୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଧୁରିବ । ମନ ଭଲ ରହିବ । ବ୍ୟବସାୟରେ ଲାଭ ମିଳିବ ।

କନ୍ୟା ରାଶି -କୌଣସି ପ୍ରସଙ୍ଗକୁ ନେଇ ପାରିବାରିକ ସମସ୍ୟା ଦେଖାଦେଇପାରେ । ବାଧାବିଘନ୍ନ ଓ ସମସ୍ୟା ଲଗି ରହିବ । ନକାରାତ୍ମକ ଚିନ୍ତା ମନକୁ ଆସିବ ।

ତୁଳା ରାଶି -କର୍ମକ୍ଷେତ୍ରରେ ଶୁଭଫଳ ପାଇବେ । ବ୍ୟବସାୟରେ ଭଲ ଲାଭ ପାଇବେ । ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦେଇ ପାରେ । ସତର୍କ ରୁହନ୍ତୁ । ଭବିଷ୍ୟତ ପାଇଁ ଅର୍ଥ ସଞ୍ଜୟ କରନ୍ତୁ । ପରିବାରର ସହଯୋଗ ମିଳିବ । ବୈବାହିକ ଜୀବନରେ ସୁଖଦ ରହିବ |

ବିଛା ରାଶି -ଆଜି ବିଭିନ୍ନ ସମସ୍ୟାର ସମାଧାନ ହେବ । ଆୟ ତୁଳନାରେ ଦିନଟି ଭଲ ରହିବ । ନିଜ ଉପରେ ବିଶ୍ୱାସ ରଖ୍ କାର୍ଯ୍ୟ କରନ୍ତୁ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଦୂରଯାତ୍ରା କରିପାରନ୍ତି । ଅସୁସ୍ଥ ଅନୁଭବ କରିବେ । ବ୍ୟବସାୟଙ୍କ ଆୟ ବ୍ୟୟ ସମାନ ରହିବ ।

ଧନୁ ରାଶି -ବ୍ୟବସାୟରେ ଉନ୍ନତି ହେବ । ମୂଲ୍ୟବାନ ଦ୍ରବ୍ୟ କିଣିପାରନ୍ତି । ପରିବାରରେ ଶାନ୍ତି ବଜାୟ ରହିବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପସନ୍ଦ କରିବେ

ମକର ରାଶି -ଦାମ୍ପତ୍ୟ ଜୀବନ ସୁଖଦ ରହିବ । ଜୀବନସାଥୀଙ୍କ ସମର୍ଥନ ମିଳିବ । ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । ଦୂରଯାତ୍ରା କରିପାରନ୍ତି । ବନ୍ଧୁଙ୍କ ସହଯୋଗ ମିଳିବ । ଜୀବନସାଥୀଙ୍କ ସହିତ ସମୟ ବିତାଇବେ ।

କୁମ୍ଭ ରାଶି -ଆଜି କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବାଦବିଦାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସମସ୍ତଙ୍କ ପ୍ରିୟ ହେବେ । ଶତ୍ରୁ କୌଣସି କ୍ଷତି କରିପାରିବେ ନାହିଁ । ସାବଧାନ ରୁହନ୍ତୁ ।

ମୀନ ରାଶି -କୌଣସି ନୂତନ କାର୍ଯ୍ୟ ପାଇଁ ଆଜି ଆଜି ଆଗ୍ରହ ଦେଖାଇବେ । ମନ ସ୍ଥିର ରହିବ । ବାଧାବିଘ୍ନ ଦୂର ହେବ । ପରିବାରରେ କୌଣସି କାରଣ ପାଇଁ ବିବାଦ ଦେଖାଦେବ । ଆଜି କିଛି କାମରେ ବିଳମ୍ବିତ ହୋଇପାରେ ।

Leave a Reply

Your email address will not be published. Required fields are marked *