Ajira anuchinta :ସ୍ୱାମୀ ଯଦି ପର ନାରୀ ସହିତ ସଂପର୍କ ରଖେ ତାହେଲେ ତା ସ୍ତ୍ରୀକୁ ଏପରି ରୋଗ ହୋଇଥାଏ ,ପୁରୁଷ ଲୋକମାନେ ନିଶ୍ଚିୟ ଜାଣନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ କିଛି ଆପଣଙ୍କୁ ଗୁରୁତ୍ବପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ଦ୍ୱାରା ଆପଣଙ୍କ ଦୈନଦିନ ଜୀବନରେ ଆସୁଥିବା ସବୁ କୁ ଆସୁବିଧା ଦୂର ହୋଇଯାଇଥାଏ ଏବଂ ଆପଣ ନିଜ ପରିବାର ସହିତ ଖୁସିରେ ସମୟ ଅତିବାହିତ କରି ଥାଆନ୍ତି |ସକାଳୁ ଉଠିବା ପରେ ସ୍ନାନ ଶୌଚ ଆଦି ସାରିବା ପରେ ଗାୟତ୍ରୀ ମନ୍ତ୍ର ଜପ କରିବା ଶୁଭପ୍ରଦ ଏବଂ ମଙ୍ଗଳକାରୀ ହୋଇଥାଏ ଦୁନିଆର ଶ୍ରେଷ୍ଠ ମନ୍ତ୍ର ଗାୟତ୍ରୀ ହୋଇଥାଏ |

ଏହି ମନ୍ତ୍ରଟି ସୂର୍ଯ୍ୟଦେବଙ୍କ ଉଦେଶ୍ୟରେ ସମର୍ପିତ |ଚତୁର୍ଥୀ ବା ବାହାଘରର ଚତୁର୍ଥୀ ଦିନ ରାତି ପରେ ଦେଢ଼ ସୁର ଭାଇ ବୋହୁ ଛୁଇଁବା ଉଚିତ ନୁହେ କାରଣ ଦେଢ଼ ସୁର ବଡ଼ ଭାଇଙ୍କ ସମାନ ହୋଇ ଥାଆନ୍ତି ଦେଢ଼ ସୁରଙ୍କୁ ବଡ଼ ଭାଇଙ୍କ ପରି ସମ୍ମାନ ଦେବା ଉଚିତ ହୋଇଥାଏ ସକାଳୁ ମୁହଁ ନ ଧୋଇ ପାଣି କିମ୍ବା ଚାହା ପିଇବା ଉଚିତ ନୁହେଁ ଏବଂ ଅଇଁଠା ପାଟିରେ ଅଗ୍ନିକୁ ସ୍ପର୍ଶ କରିବା କିମ୍ବା ଜଳାଇବା ଉଚିତ ନୁହେଁ |

ଏହା ବହୁତ ଅମଙ୍ଗଳ କାରୀ ହୋଇଥାଏ |ରାତିରେ ଶୋଇବା ପୂର୍ବରୁ ହାତ ଗୋଡ଼ ଭଲ ଭାବରେ ଧୋଇକି ଶୋଇଲେ ନିଦ ଜଲ୍ଦି ହୋଇଯାଏ ଘରେ ବ୍ୟବହାର କରୁଥିବା ଜିନିଷକୁ ସପ୍ତାହରେ ଥରେ ବ୍ୟବହାର କରିବା ଉଚିତ ସ୍ତ୍ରୀ ଲୋକମାନେ କେବେ ହେଲେ ନିଜ ସ୍ୱାମୀଙ୍କ ରାଣ ଖାଇ ମୁଣ୍ଡ ଛୁଇଁବା ଉଚିତ ନୁହେଁ |

ଏହା ଦ୍ୱାରା ସ୍ୱାମୀର ଅମଙ୍ଗଳ ହୋଇଥାଏ |ଯେଉଁ ପୁରୁଷ ତାହା ସ୍ତ୍ରୀ ସହିତ ସମ୍ଭୋଗ କରିନଥାଏ କିମ୍ବା ନିଜ ସ୍ତ୍ରୀ ସହ ଭଲ ଭାବରେ କଥା ହୋଇନଥାଏ ଏହିପରି ସ୍ତ୍ରୀ ମାନେ ପର ପୁରୁଷ ପ୍ରତି ଆକର୍ଷିତ ହୋଇ ଥାଆନ୍ତି |

Leave a Reply

Your email address will not be published. Required fields are marked *