ନମସ୍କାର ଦର୍ଶକବନ୍ଧୁ ସୂର୍ଯ୍ୟର ଷ୍ଟଡି କରିବା ପାଇଁ ପଠା ଯାଇଥିବା 22 ଟି ମିଶନ ମଧ୍ୟରୁ ସବୁଠାରୁ ଅଧିକ ମିଶନ ଆମେରିକାର ସ୍ପେସ ଏଜେନ୍ସି ନାସା ପଠାଇଛି ଯାହା ମଧ୍ୟରୁ ସବୁଠୁ ଟପ ମିଶନ ଥିଲା 12 ଅଗଷ୍ଟ 2018 ମସିହାରେ ପଠା ଯାଇଥିବା ପାର୍କର ସୋଲାର ପ୍ରପ୍ଲସ ନାସାର ଏହି ମିଶନ ଯେତେବେଳେ ସୂର୍ଯ୍ୟର ଅତି ପାଖକୁ ଗଲା ତ ତାକୁ ବିଭିନ୍ନ ପ୍ରକାର ପାର୍ଟିକଲ ୱେବ ମିଳିଲା ଏହି ୱେବରୁ ସୃଷ୍ଟି ହୋଇଥିବା ସାଉଣ୍ଡ ଶୁଣିବା ପରେ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ବୈଜ୍ଞାନିକ ମାନଙ୍କ ମଧ୍ୟ ଛାତି ଥରି ଯାଇଛି |
ପ୍ରଥମେ ଆପଣ ଯେଉଁ ଶବ୍ଦ ଶୁଣିବାକୁ ଯାଉଛନ୍ତି ଏହା ପାର୍କର ସୋଲାର ମିଶନ ସୂର୍ଯ୍ୟର ଅରବିଟରେ ପଶିଲା ପରେ ରେକର୍ଡ କରାଯାଇଥିଲା ଏହି ଶବ୍ଦ ସୂର୍ଯ୍ୟରେ ଥିବା ପ୍ଲାଜମା ଏବଂ ଇଲେକ୍ଟ୍ରିକ ଚାର୍ଜ ପ୍ରାକ୍ଟିକିଲ ହେଉଥିବା ଚେନ ଯୋଗୁଁ ସୃଷ୍ଟି ହୋଇଥାଏ |ତ ଚାଲନ୍ତୁ ଜାଣିବା ପ୍ରଥମେ ସେହି ସୂର୍ଯ୍ୟର ବିକଟାଳ ଶବ୍ଦ ବିଷୟରେ |
ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଚୁ କି ଯେତେବେଳେ ସୂର୍ଯ୍ୟର ବାହାର ଭାଗ କରୋନାରେ ପ୍ରବେଶ କଲା ତ ସେତିକି ବେଳେ ଏହି ସାଉଣ୍ଡ ରେକର୍ଡ କରାଯାଇଥିଲା ଏହା ଛଡ଼ା ରେକର୍ଡ ହୋଇଥିବା ଫୋଟ ଥିବା ସୋଲାର ପାର୍ଟିକିଲକୁ ଅନ୍ତରିକିୟକୁ ଯାଉଥିବା ଆପଣ ଦେଖି ପାରୁଥିବେ |
ସୂର୍ଯ୍ୟର ସେକେଣ୍ଡ ଲୋମ ଟାଙ୍କୁରା ଭଳି ସାଉଣ୍ଡକୁ ପାର୍କର ସୋଲାର କ୍ଲବ ସୂର୍ଯ୍ୟର ଆହୁରି ପାଖକୁ ଯାଇ ସେଠାର ବାତାବରଣକୁ ମିଳିଥିବା ଶବ୍ଦକୁ ରେକର୍ଡ କରିଛି ଯାହା ମିଷ୍ଟ୍ରିକ ଅଟେ ଯେତେବେଳେ ସୋଲାର ପାର୍ଟୀକିଲ ମ୍ୟାଗନେଟିକ ଲାଇନ ବାହାରକୁ ଯାଉଥାଏ ତ ଏଥିରେ ସୃଷ୍ଟି ହେଉଥିବା ପ୍ରେସର ଯୋଗୁଁ ଏମିତି ସାଉଣ୍ଡ ତିଆରି ହୁଏ |
ସୂର୍ଯ୍ୟର ଆଶ୍ଚର୍ଯ୍ୟ ଜନକ ପ୍ରେସର ଯୋଗୁଁ ଏମିତି ସାଉଣ୍ଡ ତିଆରି ହୁଏ ସୂର୍ଯ୍ୟର ଥାର୍ଡ଼ ଆଶ୍ଚର୍ଯ୍ୟ ଜନକ ସାଉଣ୍ଡ କାରଣ ଏହି ସାଉଣ୍ଡ ଏମିତି ଲାଗୁଥିଲା ଯେମିତି କେହି ଜଣେ କାନ୍ଦୁଚି ସୂର୍ଯ୍ୟର ଚତୁର୍ଥ ସାଉଣ୍ଡ ଶୁଣିଲେ ଯେମିତି ଲାଗେ ମାଇକରେ କୌଣସି ଟେକ୍ନିକାଲ ପ୍ରୋବ୍ଲେମ ସୃଷ୍ଟି ହୋଇଛି |