Breaking news -ସରକାର ନେଲେ ବଡ ନିଷ୍ପତି, ମାଟ୍ରିକ ପରୀକ୍ଷାରେ ହେବ ଏହି ସବୁ ବଡ଼ ପରିବର୍ତ୍ତନ, ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଆସିଲା ଆଉ କିଛି ବଡ଼ ଖବର ଯାହା ଆପଣମାନେ ସମସ୍ତେ ଜାଣିରଖିବା ଜରୁରୀ ବଢ଼ିଲା ମାଟ୍ରିକ ପରୀକ୍ଷା ଆବେଦନ ତାରିକ ଏନେଇ ଜାରି ହେଲା ସରକାରଙ୍କ ତରଫରୁ ବଡ଼ ଘୋଷଣା ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା |ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ଫିଲପ ତାରିକ HSC ଏବଂ SOSC ଙ୍କ ପରୀକ୍ଷାର୍ଥି ଙ୍କ ଅନଲାଇନ ତାରିକ ଏବଂ ମଧ୍ୟମା ପରୀକ୍ଷାର୍ଥୀ ଙ୍କ ଅଫଲାଇନ ପରୀକ୍ଷା ସୀମାକୁ ବୃଦ୍ଧି କରାଯାଇଛି ଏନେଇ ବୋର୍ଡ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି ଆସନ୍ତା ମାସ 5 ତାରିକ |

ଏହା ଶେଷ ତାରିକ ଅର୍ଥାତ ଏହି ତାରିକ ସୁଦ୍ଧା ମାଟ୍ରିକ ପରୀକ୍ଷାର୍ଥୀ ମାନେ ଫର୍ମ ଫିଲପ କରିପାରିବେ |ତେବେ ଏହା ପରେ ଆଉ ସମସ୍ୟା ବୃଦ୍ଧି କରାଯାଇ ପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଆସନ୍ତା ଫେବୃଆରୀ 20 ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 4 ତାରିକରେ ଶେଷ ହେବ ମାଟ୍ରିକ ପରୀକ୍ଷା ହାଇସ୍କୁଲ ସାର୍ଟିଫିକେଟ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ଏହି ସମୟ ମଧ୍ୟରେ ପରୀକ୍ଷା କରାଯିବ |

ପରବର୍ତ୍ତୀ ସମୟରେ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରକାଶ କରାଯିବ ବୋଲି ବୋର୍ଡ ଘୋଷଣା କରିଛି ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ମାନେ କେବଳ ଗୋଟିଏ ପରୀକ୍ଷା ଦେବେ |ମାଟ୍ରିକ ପରୀକ୍ଷାର୍ଥୀ ମାନେ ଏଥର ଅର୍ଦ୍ଧ ବାର୍ଷିକ ପରୀକ୍ଷା ଦେବେ ସେପ୍ଟେମ୍ବର 13 ରୁ 16 ଯାଏ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇଛି |

ତେବେ ବୋର୍ଡ ଉକ୍ତ ପରୀକ୍ଷା ପାଇଁ କେବଳ ପ୍ରଶ୍ନ ପତ୍ର ଦେବ |ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଏହି ପରୀକ୍ଷା ଆୟୋଜନ କରିବେ ନିଜ ନିଜ ସ୍କୁଲରେ ଏହି ପରୀକ୍ଷା କରାଯିବ ସବୁଠାରୁ ବଡ଼ କଥା ହେଉଛି ଚଳିତ ବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି |

କୋଭିଡ ପାଇଁ ପୂର୍ବରୁ ପରୀକ୍ଷାର୍ଥୀ ମାନେ ଦୁଇଥର ପରୀକ୍ଷା ଦେଉଥିଲେ ଏବଂ ସବଜେକ୍ଟିଭରେ 30 ମାର୍କ ପରୀକ୍ଷା ଦେଉଥିଲେ ମାତ୍ର ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି |ଏଥର ପରୀକ୍ଷାର୍ଥୀ ମାନେ 100 ମାର୍କ ବିଶିଷ୍ଟ ପରୀକ୍ଷା ଦେବେ ସବଜେକ୍ଟିଭରେ 50 ମାର୍କ ଏବଂ ଅବଜେକ୍ଟିଭ 50 ମାର୍କ ପରୀକ୍ଷା ଦେବେ

Leave a Reply

Your email address will not be published. Required fields are marked *