ରେଳ ଟ୍ରକରେ ରିଲ୍ସ କରୁଥିଲେ ଯୁବକ ପଛପଟୁ ଧକା ଦେଲା ଟ୍ରେନ ସାମ୍ନାକୁ ଆସିଲା ଦୁର୍ଘଟଣାର ଭୟଙ୍କର ଭାଇରଲ ଭିଡ଼ିଓ | ସୋସିଆଲ ମିଡ଼ିଆର ଆଜିର ଯୁଗରେ ସମସ୍ତେ ଭିଡ଼ିଓ କରି ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବାକୁ ଚାହୁଁଛନ୍ତି |
ସାରା ବିଶ୍ୱରୁ ପ୍ରତିଦିନ ଇଣ୍ଟରନେଟରେ ଲକ୍ଷ ଲକ୍ଷ ଭିଡ଼ିଓ ସାମ୍ନାକୁ ଆସୁଛି କିଛି ଲୋକ ପ୍ରାୟତ ନୂଆ ନୂଆ ଚେଷ୍ଟା କରି ବିପଦ ଜନକ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଥାଏ | ସେହି ଭଳି ଏକ ଘଟଣା ଘଟିଛି ଆଜି ଉତର ପ୍ରଦେଶରେ |
ଉତର ପ୍ରଦେଶରେ ତିନିଜଣ ସାଙ୍ଗ ମିଶିକି ଶୋଭା ଯାତ୍ରା ବୁଲିବାକୁ ଯାଇଥିଲେ ଆଉ ସେଠାରେ ବହୁତ ମଜାମସ୍ତି ମଧ୍ୟ କରିଥିଲେ କିନ୍ତୁ ହଟାତ ଶୋଭା ଯାତ୍ରାରୁ ସିଧା ଯାଇଥିଲେ ଲେବଲ କ୍ରସିଂ ପାଖକୁ ଯେଉଁ ଟ୍ରକ ସେମାନେ କ୍ରସ କରି ନିଜ ଘରକୁ ଯିବେ |
ହଟାତ ତାଙ୍କ ମଧ୍ୟରୁ ଜଣେ ସାଙ୍ଗ କହିଲା ଏହିଠାରେ ଏକ ରିଲ୍ସ କରିବାକୁ ସେହି ସମୟରେ ଆଉ ଦୁଇଜଣ ସାଙ୍ଗ ମଧ୍ୟ ରାଜି ହୋଇଗଲେ | ଯେଉଁ ସାଙ୍ଗ ଜଣଙ୍କ ରିଲ୍ସ କରିବାକୁ କହିଥିଲା ସେହି ସାଙ୍ଗଜଣଙ୍କ କଣାରେ ଇଅରଫୋନ ଦେଇଥିଲେ ଯାହା ଫଳରେ ପଛପଟରୁ ଟ୍ରେନ ଆସୁଛି ବୋଲି ଜାଣିପାରିଲେ ନାହିଁ |
ଯାହାଫଳରେ ପଛପଟୁରୁ ଟ୍ରେନ ଆସି ଶକ୍ତ ଧକା ଦେଇଥିଲା ଫଳରେ ସେହି ଯୁବଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା ଏବଂ ଦୁଇଜଣ ସାଙ୍ଗ ଆଖି ପିଂଛୁଳାକେ ତାଙ୍କ ସାଙ୍ଗ ଯାଇ ଛିଟିକି ପଡ଼ିଛି ଆଗରେ | ସମସ୍ତେ ଏହାଙ୍କ ଦେଖିକି ଆଶ୍ଚର୍ଯ୍ୟ ସାଙ୍ଗମାନେ ସେହି ଘଟଣାକୁ ଦେଖି ଥରୁଛି ଏବଂ ଘର ପରିବାର ଲୋକେ ଏପଟେ କାନ୍ଦୁଛନ୍ତି |