ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଜ୍ୟୋତି ମିଶ୍ରଙ୍କ ପୁଅ ,ଏହି ହିରୋଇନଙ୍କ ସହିତ କରିବେ Film ,ଜାଣନ୍ତୁ ଏପରି କହିଲେ ଜ୍ୟୋତି ମିଶ୍ର ….

ନମସ୍କାର ଦର୍ଶକବନ୍ଧୁ ଲବେ ଦଶକର ଅଭିନେତ୍ରୀ ଜ୍ୟୋତି ମିଶ୍ର ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବହୁତ ସାରା ଫିଲ୍ମରେ ଅଭିନୟ କରିଥିବାର ନଜରରେ ଆସିଛନ୍ତି ଜ୍ୟୋତି ମିଶ୍ର |ଆଲବମ ପରେ ବହୁତ ସାରା ସିନେମା ଏବଂ ସିରିଏଲରେ ଅଭିନୟ କରିଥିବାର ନଜରରେ ଆସିଛନ୍ତି ଜ୍ୟୋତି ମିଶ୍ର ହେଲେ ହଟାତ କିଛି ଦିନ ହେବ ଜ୍ୟୋତି ମିଶ୍ର ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ପୁରା ଦୂରେଇ ଯାଇଛନ୍ତି |ଆଲବମ କିମ୍ବା କୌଣସି ସିନେମାରେ ନଜର ଆସୁ ନାହାଁନ୍ତି |

ଜ୍ୟୋତି ମିଶ୍ର ଜ୍ୟୋତି ମିଶ୍ର ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ବହୁତ ସାରା ଲୋକ ପ୍ରିୟତା ହାସଲ କରିଥିଲେ ହେଲେ ହଟାତ ସେ କିଛି ଦିନ ହେବ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ପୁରା ଦୂରେଇ ଯାଇଛନ୍ତି ଏବେ ସେ ଗୋଟିଏ ଓଡ଼ିଆ ଘରର ବୋହୁ ଭାବରେ ଚଳୁଥିବାର ଦେଖା ଦେଉଛନ୍ତି ଏଠାରେ ଆପଣମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ଜ୍ୟୋତି ମିଶ୍ରଙ୍କ ପୁଅ ତ ବାହାଘର ପରେ ଜ୍ୟୋତି ମିଶ୍ର ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି |
|ବାହାଘର ପରେ ନିଜର ଘର ସଂସାର ସମ୍ଭାଳୁ ଥିବାର ନଜରରେ ଆସିଛନ୍ତି ଜ୍ୟୋତି ମିଶ୍ର |ଜ୍ୟୋତି ମିଶ୍ର ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ସୁନ୍ଦର ଅଭିନୟ କରିବାର ନଜରରେ ଆସିଛନ୍ତି ଓଲିଉଡ଼ର ସବୁ ଆଗ ଧାଡ଼ିର କଳାକାର ମାନଙ୍କ ସହ ଅଭିନୟ କରି ସାରିଛନ୍ତି |

ଜ୍ୟୋତି ମିଶ୍ର ତାହେଲେ ବାହାଘର ପରେ ଜ୍ୟୋତି ମିଶ୍ର ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି |ତାଙ୍କ ପାଖରେ ବହୁତ ସାରା ଅଫର ରହିଛି ଓଡ଼ିଆ ସିରିଏଲରେ ଅଭିନୟ କରିବା ପାଇଁ କିନ୍ତୁ ଜ୍ୟୋତି ମିଶ୍ର ଆସିବାକୁ ଚାହୁଁ ନାହାଁନ୍ତି |

ଏବେ ଜ୍ୟୋତି ମିଶ୍ରଙ୍କ ପୁଅ ଓଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରିବେ ବୋଲି ସୋସିଆଲ ମେଡିଆ ସୂତ୍ରରୁ ଜଣା ପଡ଼ିଛି ତ ବର୍ତ୍ତମାନ ଜ୍ୟୋତି ମିଶ୍ରଙ୍କ ପୁଅଙ୍କୁ ପ୍ରାୟ 17 ବର୍ଷ ବୟସ ହୋଇଯାଇଛି ତେବେ ସେ ଏବେ ପାଠ ପଢିବାରେ ବ୍ୟସ୍ତ ରହୁଥିବାର ଶୁଣିବାକୁ ମିଳିଛି |

Leave a Reply

Your email address will not be published. Required fields are marked *