କାହାକୁ କିଛି ନଜଣାଇ ଘରେ ଚୁପଚାପ ରାତିରେ କରନ୍ତୁ ଏହି ଉପାୟ ,ଘରେ ହେବ ଧନର ବର୍ଷା ,ମାତା Lakhmi ଙ୍କ କୃପାରୁ ହୋଇଯିବେ କୋଟିପତି |

ନମସ୍କାର ଦର୍ଶକବନ୍ଧୁ ଧନ ସମ୍ପତ୍ତି ବଢାଇବା ପାଇଁ ଚାହୁଁଛନ୍ତି କି ତେବେ ଜାଣନ୍ତୁ ଆଜିର ରାତିରେ ଧନ ସମ୍ପତ୍ତି ବଢାଇବା ପାଇଁ ଚାହୁଁଛନ୍ତି ତ ପ୍ରତିଦିନ ରାତିରେ ଏହି ଗୋଟିଏ କାମ କରନ୍ତୁ ତେବେ ଆସନ୍ତୁ ଜାଣିବା ଆଜିର ବିଷୟଟି କଣ ରହିଛି |ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତିଦିନ ଏହି କାମ କଲେ ଆପଣଙ୍କ ବାସ୍ତୁ ଜନିତ ସମସ୍ୟା ରହି ନଥାଏ ଓ ତାହା ସହିତ ଘର ଧନ ଧାନ୍ୟରେ ସମ୍ପନ୍ନ ହୋଇଥାଏ |

କିଛି ବାସ୍ତୁ ବିଦ ଅନୁସାରେ ଆପଣ ପ୍ରତିଦିନ ରାତିରେ ତିନିଠାରୁ ପାଞ୍ଚଟା ଭିତରୁ ଉଠି ଘରର ସେହି ସ୍ଥାନକୁ ଚାଲି ଯାଆନ୍ତୁ ଯେଉଁଠାରେ ଖୋଲା ଆକାଶକୁ ସଫା ଭାବରେ ଦେଖି ପାରୁଥିବେ ଏବଂ ଖୋଲା ଆକାଶରେ ପଶ୍ଚିମ ଦିଗକୁ ଆକାଶ ଆଡ଼କୁ ମୁହଁ କରି ମା ଲକ୍ଷ୍ମୀଙ୍କ ଧ୍ୟାନ କରନ୍ତୁ ଏବଂ ଦୁଇ ହାତ ଯୋଡ଼ି ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ନିଜ ସମସ୍ୟା ବିଷୟରେ କୁହନ୍ତୁ |

ପ୍ରାର୍ଥନା କରି ସାରିବା ପରେ ଦୁଇ ହାତକୁ ତଳକୁ କରି ହାତର ପାପୁଲିକୁ ନିଜ ମୁହଁରେ ସ୍ପର୍ଶ କରନ୍ତୁ ଏପରି କରିବା ଦ୍ୱାରା ହିଁ କିଛି ଦିନରେ ଆପଣଙ୍କ ସମସ୍ୟା ଦୂର ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କୁ ଆପଣଙ୍କ କୃପା ପ୍ରାପ୍ତ ହୋଇଥାଏ ତାହା ସହିତ ଆପଣଙ୍କ ଘର ଧନ ଧାନ୍ୟରେ ପୁରି ଉଠିଥାଏ ଆଉ ଏକ ଉପାୟ ମଧ୍ୟ ଜାଣି ରଖନ୍ତୁ ଯେ ନିଜର ଘରର ମନ୍ଦିରରେ କିଛି ପରିବର୍ତ୍ତନ କରନ୍ତୁ |

କାହିଁକିନ ମାତା ଲକ୍ଷ୍ମୀ ଉତ୍ତର ଦିଗରେ ବାସ କରି ଥାଆନ୍ତି ସେଥିପାଇଁ ଆପଣ ମାତା ଲକ୍ଷ୍ମୀଙ୍କ ଫୋଟ କିମ୍ବା ମୂର୍ତ୍ତିକୁ ଠାକୁର ଘରର ଉତ୍ତର ଦିଗରେ ସ୍ଥାପନ କରନ୍ତୁ ଏହା ଦ୍ୱାରା ଉତ୍ତର ଦିଗ ସକ୍ରିୟ ରହିଥାଏ ଏବଂ ଘରକୁ ଧନର ଆଗମନ ହୋଇଥାଏ |

Leave a Reply

Your email address will not be published. Required fields are marked *