ଘରେ ଏହି ଜାଗାରେ ଚୁପଚାପ ରଖି ଦିଅନ୍ତୁ ଦୁଇଟି ଗୁଜୁରାତି,ଏକ ମାସ ଭିତରେ ଵନିଯିବେ କୋଟିପତି, 24 ଘଣ୍ଟାରେ ମାଡ଼ି ଆସିବ ଧନ ,ଥରେ କରିକି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ କୌଣସି ଦିନ କରିଦେବେ ଅଳେଇଚ ବା ଗୁଜୁରାତିର ମହା ଉପାୟ ଜୀବନର ସମସ୍ତ କଷ୍ଟରୁ ଆପଣଙ୍କୁ ତୁରନ୍ତ ମିଳିଯିବ ମୁକ୍ତି ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ନା କେବଳ ଆପଣଙ୍କ ଜୀବନରେ ହେବ ଧନର ବର୍ଷା ବରଂ ଆପଣଙ୍କ ଜୀବନର ସମସ୍ତ ମନସ୍କାମନା ପୂରଣ ହୋଇଯିବ ଵନିଯିବେ ଆପଣ କୋଟିପତି |ବନ୍ଧୁଗଣ ଆପଣ ଯଦି ଜୀବନରେ ଯଦି ବହୁତ କିଛି ସମସ୍ୟାରେ ଅଛନ୍ତି ଆପଣଙ୍କ ଜୀବନରେ ଧନ ଆସିବା ବନ୍ଦ ହୋଇଯାଇଛି ଆପଣଙ୍କ ଜୀବନରେ ସମସ୍ୟା କଷ୍ଟ ଆପଣଙ୍କ ପିଛା ଛାଡ଼ୁ ନାହିଁ ଆପଣ କରାଜର ମାୟା ଜାଲରେ ଫସି ଯାଇଛନ୍ତି |

ଆପଣଙ୍କ ଭାଗ୍ୟ ଆପଣଙ୍କ ସାଦ ଦେଉ ନାହିଁ ତେବେ ଆପଣ ଅଳେଇଚ ମାଧ୍ୟମରେ ଏହି ଉପାୟ କରି କରି ନିଅନ୍ତୁ ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ |ଜନ୍ମ ଜନ୍ମାନ୍ତର ଗରିବୀରୁ ଆପଣଙ୍କୁ ମୁକ୍ତି ମିଳିଯିବ ବରଂ ସାକ୍ଷାତ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ |ଯାହା ଦ୍ୱାରା ଆପଣଙ୍କ ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ |ଯଦି ଆପଣ ଏହାର ଉପାୟ ସଠିକ ସମୟରେ କରିଦେବେ ତ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ ତେବେ ଆସନ୍ତି ଅଳେଇଚର ଏହି ଚମତ୍କାରୀ ଉପାୟ ବିଷୟରେ |

ସବୁଠାରୁ ବଡ଼ ଉପାୟ ହେଉଛି ଶୁକ୍ରଗ୍ରହଙ୍କୁ ମଜଭୁତ କରିବାର ମହା ଉପାୟ ଯେଉଁ ବ୍ୟକ୍ତିର ଶୁକ୍ର ଗ୍ରହ ମଜଭୁତ ହୋଇଥାଏ ସେହି ବ୍ୟକ୍ତିକୁ ସର୍ବଦା ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ଏବଂ ଘରେ ଯଦି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ମିଳିଗଲା ତେବେ ଆପଣଙ୍କୁ କୋଟିପତି ହେବାରେ କେହିବି ରୋକି ପାରିବେ ନାହିଁ ତ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଶୁକ୍ର ଗ୍ରହ ମଜଭୁତ ରହୁ |

ଆପଣ ଏହି ଉପାୟ ପାଞ୍ଚୋଟି ଶୁକ୍ରବାର ଦିନ କରି ଦିଅନ୍ତୁ ଦେଖିବେ ପାଞ୍ଚୋଟି ଶୁକ୍ରବାର ପରେ ଆପଣଙ୍କ ଶୁକ୍ରଗ୍ରହ ମଜଭୁତ ବନିଯିବେ |ଆପଣ ସଦା ବାହାରର ଗଛ ପୁରା ପୃଥିବୀରେ ଏହା ଏକ ଏମିତି ଗଛ ଅଟେ ଯେଉଁଥିରେ ମା ଲକ୍ଷ୍ମୀଙ୍କ ଅଷ୍ଟରୂପ ବାସ କରିଥାଏ ଆପଣ ଶୁକ୍ରବାର ଦିନ ସକାଳୁ ଉଠି ସ୍ନାନ ଆଦି କାର୍ଯ୍ୟ ସାରି ଗୋଟିଏ ତମ୍ବାର ଲୋଟା ନେଇ ଯାଆନ୍ତୁ |

ସେଥିରେ ଗଙ୍ଗା ଜଳ ଭରି ଦିଅନ୍ତୁ ଗୋଟିଏ ଅଳେଇଚ ପକାଇ ଦିଅନ୍ତୁ ଏବଂ କୌଣସି ସଦା ବାହାର ଗଛ ତଳେ ଏହି ଜଳକୁ ଅର୍ପଣ କରି ନିଅନ୍ତୁ ଆପଣ ଏହି ଉପାୟକୁ ପାଞ୍ଚୋଟି ଶୁକ୍ରବାର କରି ଦିଅନ୍ତୁ ଦେଖିବେ ପାଞ୍ଚୋଟି ଶୁକ୍ରବାର ପରେ ଆପଣଙ୍କ ଶୁକ୍ରବାର ଦିନ ଆପଣଙ୍କ ଶୁକ୍ରଗ୍ରହ ମଜଭୁତ ବନିଯିବେ ଏବଂ ଆପଣଙ୍କ ଘରେ କେବେ ବି ଧନର କମି ରହିବ ନାହିଁ |

Leave a Reply

Your email address will not be published. Required fields are marked *