ଅନୁଚୌଧୁରୀଙ୍କ ପ୍ରକୃତ ପରିବାର ଆପଣମାନେ ଆଗରୁ କେବେ ଦେଖି ନଥିବେ ,ସବୁଠୁ ବେଶୀ ହ୍ୟାଣ୍ଡସମ ଅନୁଙ୍କ ସ୍ୱାମୀ ….ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ଖୁବ ସୁନ୍ଦର ଫିଲ୍ମ ଏବଂ ଆଲବମ ମାଧ୍ୟମରେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକମାନଙ୍କ ମନକୁ କିଣି ପାରିଛନ୍ତି ଏବଂ ପ୍ରଥମ ଥର ପାଇଁ ଓଡ଼ିଆ ମେଗା ସିରିଏଲରେ ସର୍ବ ଚିତା ଅନୁ ମୁଖ୍ୟ ଅଭିନେତ୍ରୀ ନଜର ଆସୁଛନ୍ତି |

ତେବେ ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଅନୁ ଚୌଧୁରୀ ପ୍ରକୃତ ପରିବାର ଏବଂ ତାଙ୍କ ଜୀବନର କିଛି ଅଜଣା କଥା ବିଷୟରେ |ତେବେ ଦର୍ଶକବନ୍ଧୁ ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ିର ଅଭିନେତ୍ରୀ ହେଉଛନ୍ତି ଅନୁ ଚୌଧୁରୀ ତେବେ ଅନୁଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ୱର ଠାରେ |ରମାଦେବୀ ବିଶ୍ୱ ବିଦ୍ୟାଳୟରୁ ସେ ନିଜର ଗ୍ରାଜୁଏସନ କମ୍ପ୍ଲିଟି କରିଛନ୍ତି |

ତେବେ ଅନୁ ଆଲବମରୁ ହିଁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ପରେ ସେ ମା ଗୋଜବାୟାଣୀ ଫିଲ୍ମରେ ପ୍ରଥମ ଥର ଲିଡ଼ ହିରୋଇନ ଭାବରେ ଅଭିନୟ କରିଥିଲେ ଅନୁ ଏବଂ ବର୍ତ୍ତମାନ ସେ 60 ରୁ ଉର୍ଦ୍ଧ ଫିଲ୍ମ କରି ସାରିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ |

ତେବେ ଦର୍ଶକବନ୍ଧୁ ଏବେ ଆସନ୍ତୁ ଜାଣିବା ଅନୁଚୌଧୁରୀଙ୍କ ପ୍ରକୃତ ପରିବାର ବିଷୟରେ ତେବେ ଦେଖନ୍ତୁ ଫୋଟରେ ଅନୁଙ୍କ ବାପା ଯାହାଙ୍କ ନାମ ହେଉଛି ରବି ଚୌଧୁରୀ ଏବଂ ମା ଙ୍କ ନାମ ହେଉଛି ସୌଦାମିନୀ ଚୌଧୁରୀ |ତେବେ ଅନୁ 2006 ମସିହାରେ ସନ୍ଦୀପ ମିଶ୍ରଙ୍କୁ ବିବାହ କରିଥିଲେ |

ମାତ୍ର ବିବାହର ଦୁଇ ବର୍ଷ ପରେ ଦୁଇଜଣଙ୍କ ଡିଭୋର୍ସ ହୋଇ ଯାଇଥିଲା ତାପରେ 2010 ମସିହାରେ ଅନୁ ଵିଶାଲ ବର୍ମାଙ୍କୁ ବିବାହ କରିଥିଲେ ତେବେ ଵିଶାଲ ଜଣେ ଫିଲ୍ମ ମେକର ଅଟନ୍ତି ଏବଂ ଅନୁଚୌଧୁରୀ ଙ୍କ ଏକ କୁନି ଝିଅ ଅଛନ୍ତି

Leave a Reply

Your email address will not be published. Required fields are marked *