Ajira anuchinta : ରାସ୍ତାରେ ଯିବା ସମୟରେ ଯଦି ପଇସା ପାଉଛନ୍ତି ତେବେ ଜାଣନ୍ତୁ ମିଳିଥାଏ ଏପରି ସଙ୍କେତ ,ପୁରୁଷ ଲୋକମାନେ ଜାଣିରଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ କିଛି ଆପଣଙ୍କୁ ଗୁରୁତ୍ବପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ଦ୍ୱାରା ଆପଣଙ୍କ ଦୈନଦିନ ଜୀବନରେ ଆସୁଥିବା ସବୁ କୁ ଆସୁବିଧା ଦୂର ହୋଇଯାଇଥାଏ ଏବଂ ଆପଣ ନିଜ ପରିବାର ସହିତ ଖୁସିରେ ସମୟ ଅତିବାହିତ କରି ଥାଆନ୍ତି |ପ୍ରଥମେ ଘରର ଡାହାଣ ପାଖରେ ତୁଳସୀ ଚଉଁରା ରହିବା ଉଚିତ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳରେ ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ |

ମୁହଁରେ ବ୍ରଣ ଦାଗ ଲିଭାଇବାକୁ ଚାହୁଁଥିଲେ ଡାଲଚୀନ ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦଙ୍ଗାରେ ମାରିଲେ ଦାଗ ଲିଭାଯାଏ |ଵିଵାହିତ ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲା ରଖି ଶୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ |ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ |

ପୂଜାରେ ଜାଆଁଳ କଦଳୀ ଭୋଗକଲେ ବହୁତ ଶୁଭ ହୋଇଥାଏ ଏବଂ ଶିବ ଲିଙ୍ଗରେ ଚଢ଼ାଇଲେ ମଙ୍ଗଳ ହୋଇଥାଏ ଠାକୁର ପୂଜା କଲାବେଳେ ତଳେ ,ପିଢା ଉପରେ କିମ୍ବା ପଥର ଉପରେ ବସିକି ପୂଜା କରନ୍ତୁ ନାହିଁ ଆସନ ପକାଇ ପୂଜା କରନ୍ତୁ |

ଟଙ୍କା ରଖୁଥିବା ଆଲମାରୀ ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ |ରାସ୍ତାରେ ଯିବା ସମୟରେ ଯଦି ମୁଦ୍ରା କିମ୍ବା ପଇସା ମିଳେ ତେବେ ଏହା ଅଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ସଫଳ ହେବା ବିଳମ୍ବ ହେବାର ସଂକେତ ଦେଇଥାଏ |

Leave a Reply

Your email address will not be published. Required fields are marked *