Weather update :ଉପକୂଳ ଜିଲ୍ଲାକୁ ଆଗୁଆ ସତର୍କ, IMD ଦେଲା ବାତ୍ୟାକୁ ନେଇ ଭୟଙ୍କର ତଥ୍ୟ, ସିଧା ଓଡ଼ିଶାର ଏହି ଜାଗାରେ ହେବ ମାଡ଼ ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ପାଣିପାଗକୁ ନେଇ ଆସିଲା କିଛି ବଡ଼ ଖବର ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା 30 ତାରିକ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ଏନେଇ ଯାହାକି ଭାରତୀୟ ପାଣିପାଗ ସଂସ୍ଥା ତା ସହିତ ବିଭିନ୍ନ ପ୍ରକାର ବୈଦେଶିକ ପାଣିପାଗ ସଂସ୍ଥା ଯାହାକି ଜିଏଫ ଏସ ଏହାକୁ ନେଇ ଆକଳନ କରିଛି |ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ତାରିକ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି |

ଏହା ପୂର୍ବରୁ 30 ତାରିକ ଅର୍ଥାତ ଆଜି ଠାରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯାହାକି ପାଣିପାଗ ମଡେଲ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖ ପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିବ ତେବେ ବାତ୍ୟାକୁ ନେଇ କଣ ଆସୁଛି ବଡ଼ ଖବର ନଜର ପକେଇବା |

ଗତ କାଲି ଘନୀଭୂତ ହୋଇଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି |ଏହାର ପ୍ରଭାବରେ ରାଜ୍ୟରେ ଆଜିଠାରୁ ଅକ୍ଟୋବର 5 ତାରିକ ପର୍ଯ୍ୟନ୍ତ ଲଗାତାର ବର୍ଷା ନେଇ ପ୍ରବଳ ବର୍ଷାର ସମ୍ଭାବନା ରହିଛି |ଉତ୍ତର ଓଡିଶା ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ |

ପାଗ ଅନୁକୂଳ ରହିଲେ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ କିମ୍ବା ଡିପ ଡିପ୍ରେସନରେ ପରିଣତ ହୋଇପାରେ ବୋଲି କିନ୍ତୁ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଓଡିଶାକୁ ଆସୁଛି ବଡ଼ ବର୍ଷା ଭିଜିବ ଉପାନ୍ତରଣ ଉପକୂଳ ଅକ୍ଟୋବର 5 ତାରିକ ବେଳକୁ ମିଳିବନି ନିସ୍ତାର |

ଦୁଇଦିନ ମଧ୍ୟରେ ବଙ୍ଗୋପସାଗରକୁ ପ୍ରବେଶ କରିବ ଘୁର୍ଣ୍ଣିବଳୟ 30 ତାରିକ ସୁଦ୍ଧା ଲଘୁଚାପର ରୂପ ନେଇସାରିଛି |ଯାହାର ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ଆରମ୍ଭ ହୋଇ ସାରିଛି ଅକ୍ଟୋବର 6 ତାରିକ ସୁଦ୍ଧା ନାହିଁ ବାତ୍ୟା ଆଶଙ୍କା |

Leave a Reply

Your email address will not be published. Required fields are marked *