ତୁ ମୋ ଆଖିର ତାରା ସିରିଏଲର କଳାକାର ମାନଙ୍କ ପ୍ରକୃତ ବୟସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ,ଦେଖନ୍ତୁ ଏହି Heroin ସବୁଠୁ ବୁଢ଼ୀ ….

ନମସ୍କାର ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କୁ କହିବୁ ତରଙ୍ଗ ଟିଭିରେ ଆସୁଥିବା ସବୁଠାରୁ ଲୋକପ୍ରିୟ ସିରିଏଲ ତୁ ମୋ ଆଖିର ତାର ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀ ମାନଙ୍କର ତାଙ୍କର ପ୍ରକୃତ ନାମ ଏବଂ ପ୍ରକୃତ ବୟସ କେତେ ତାହା ଆଜି ଆମେ ଆପଣଙ୍କୁ କହିବୁ |

ପ୍ରଥମେ ଆସୁଛନ୍ତି ନିକିତା ଯିଏ କି ଏହି ସିରିଏଲରେ ନେଗେଟିଭ କ୍ୟାରେକ୍ଟର ପ୍ଲେ କରୁଛନ୍ତି ତାଙ୍କର ପ୍ରକୃତ ନାମ ହେଉଛି ଅନନ୍ୟା ପରିଡ଼ା ଏବଂ ତାଙ୍କର ବର୍ତ୍ତମାନ ପ୍ରକୃତ ବୟସ ହେଉଛି 24 ବର୍ଷ |

ଦ୍ୱିତୀୟରେ ଅଛନ୍ତି କୁନି ତାରିଣୀ ତାଙ୍କର ପ୍ରକୃତ ନାମ ହେଉଛି ସୁପ୍ରିତି ମଳ ତାଙ୍କର ଜନ୍ମ ତାରିକ ହେଉଛି 25 ଜୁନ 2018 ଏବଂ ବର୍ତ୍ତମାନ ତାଙ୍କର ବୟସ ହେଉଚୁ 4 ବର୍ଷ |

ତୃତୀୟରେ ଅଛନ୍ତି ଏହି ସିରିଏଲର ଲିଡ଼ ଆକ୍ଟର ତରୁଣ ଯାହାଙ୍କ ପ୍ରକୃତ ନାମ ହେଉଛି ଦେବ ମହାନ୍ତି ତାଙ୍କର ଜନ୍ମ ତାରିକ ହେଉଛି 20 ସେପ୍ଟେମ୍ବର 1993 ବର୍ତ୍ତମାନ ତାଙ୍କର ବୟସ ହେଉଛି 30 ବର୍ଷ |

ଚତୁର୍ଥରେ ଆସୁଛନ୍ତି ତନୁଜା ଯାହାଙ୍କ ପ୍ରକୃତ ନାମ ହେଉଛି ଅଙ୍କିତା ରାଉତ ବର୍ତ୍ତମାନ ଅଙ୍କିତାଙ୍କ ବୟସ ହେଉଛି 37 ବର୍ଷ ତନୁଜାଙ୍କ ସୁନ୍ଦର ଅଭିନୟ ମାନେ ନିଶ୍ଚିତ ଭାବରେ ଦେଖିବାକୁ ପାଉଥିବେ |

ପଞ୍ଚମରେ ଆସୁଛନ୍ତି ମିସ୍କି ଯିଏ କି ଏହି ସିରିଏଲରେ ନେଗେଟିଭ କ୍ୟାରେକ୍ଟର ପ୍ଲେ କରୁଛନ୍ତି ଯାହାଙ୍କ ପ୍ରକୃତ ନାମ ହେଉଛି ପ୍ରଲିପ୍ତା ପ୍ରିୟଦର୍ଶନୀ ତାଙ୍କର ଜନ୍ମ ତାରିକ 14 ଏପ୍ରିଲ 1998 ଏବଂ ବର୍ତ୍ତମାନ ତାଙ୍କର ବୟସ ହେଉଛି 25 ବର୍ଷ |

ଆମ ଲିଷ୍ଟର ନମ୍ବର ଛଅରେ ଆସୁଛନ୍ତି ମୋହିନୀ ଯାହାଙ୍କ ପ୍ରକୃତ ନାମ ହେଉଛି ପ୍ରତିଭା ପଣ୍ଡା ବର୍ତ୍ତମାନ ତାଙ୍କର ବୟସ ହେଉଛି 52 ବର୍ଷ |

ଏହା ପରେ ନମ୍ବର 7 ରେ ଆସୁଛନ୍ତି ତାରା ଯିଏ କି ଏହି ସିରିଏଲରେ ଲିଡ଼ ଆକ୍ଟ୍ରେସ ଭାବରେ ଅଭିନୟ କରୁଛନ୍ତି ତାରାଙ୍କ ପ୍ରକୃତ ନାମ ହେଉଛି ଅସୀମା ପତି ଏବଂ ତାଙ୍କର ପ୍ରକୃତ ବୟସ 25 ବର୍ଷ |

Leave a Reply

Your email address will not be published. Required fields are marked *