School ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆସିଲା ବଡ଼ ଖୁସିର ଖବର, ସରକାର କରିଲେ ବଡ଼ ଘୋଷଣା, ଏଥର ଆଉ…ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ …

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ତେବେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଟି ଆସନ୍ତୁ ଡେରି ନକରି ଜାଣିବା |ପିଲାମାନେ ପଢିବେ ଶାରୀରିକ ଏବଂ ମାନସିକ ସୁସ୍ଥତା ପାଠ ନିଜ ଜୀବନ ଶୈଳୀ ନିୟନ୍ତ୍ରିତ କରିବା ସହିତ ଅନ୍ୟ ମାନଙ୍କୁ କରିବେ ସଚେତନ କିପରି ଉତ୍ତମ ଭାବରେ ଜୀବନ ଧାରଣ କରିବେ ସେ ସମ୍ପର୍କରେ ପିଲାମାନଙ୍କୁ ଶିକ୍ଷା ଦେବେ ଡାକ୍ତର ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସୁସ୍ଥ ଜୀବନ ଜାପାନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ଯାହାଦ୍ୱାରା ପିଲାମାନେ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିପାରିବେ |ଇଣ୍ଡିଆନ ଏକାଡେ଼ମିକ ପେଡି ଆକ୍ଟ୍ରିଶ ବା ଆଇଏପି ଏବଂ ସ୍ୱାସ୍ଥ୍ୟ ଓ ପରିବାର ଲଖ୍ୟଣ ବିଭାଗର ମିଳିତ ଉଦ୍ୟମରେ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣା ପଡ଼ିଛି |

ପିଲାମାନଙ୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷରେ ଆଇଏପି ପକ୍ଷରୁ ସଂକଳ୍ପ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ନାମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି |ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଆଦର୍ଶ ଜୀବନ ଧାରଣା ଶୈଳୀ ,ପୃଷ୍ଟିଯୁକ୍ତି ଖାଦ୍ୟ ପେୟ ,ନିଶା ଦ୍ରବ୍ୟ ସେବନର କୁପ୍ରଭାବ ,ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ପ୍ରଦାନ କରିବା ସହ ମହାମାରୀ ଏବଂ ଅନ୍ୟରୋଗ ବ୍ୟାପିବା ସମୟରେ କଣ କରାଯିବ ଉଚିତ ସେ ସମ୍ପର୍କରେ ଶିକ୍ଷା ଦେବେ |

ବିଶେଷ କରି ଫାଷ୍ଟ ଫୁଡ କେତେ କ୍ଷତିକାରକ ,ଠିକ ଭାବେ ଶୋଇବା ,ଅଧିକ ସମୟ ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରିବା ,ବ୍ୟକ୍ତିଗତ ପରିମଳ ସମ୍ପର୍କରେ ପିଲା ମାନଙ୍କୁ ସୂଚନା ଦିଆଯିବ |ଆଇଏପି ସହ ଅନୁବନ୍ଧିତ ଶିଶୁ ରୋଗ ବିଶେଷଜ୍ଞ ପିଲାମାନଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ଦେବେ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସେହି ପାଠ୍ୟକ୍ରମକୁ ଆଗକୁ ନେବେ ରାଜ୍ୟର 50,000 ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମକୁ ପହଁଚାଇବା ଲାଗି ଲକ୍ଷ ରହିଛି |

ସ୍ୱାସ୍ଥ୍ୟ ବିଭାଗ ଏବଂ ଗଣ ଶିକ୍ଷା ବିଭାଗ ସହିତ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମ ପରିଚାଳନା କରାଯିବ ବୋଲି ଜଣା ପଡ଼ିଛି |ସାଧାରଣତଃ ବିଦ୍ୟାଳୟରେ ପିଲାମାନଙ୍କ ପାଠ ପଢ଼ା ସହ ଶାରୀରିକ ବ୍ୟାୟାମ ଏବଂ ଖେଳ କୁଦରେ ବ୍ୟସ୍ତ ରଖା ଯାଇଛି ତେବେ ପରିବର୍ତ୍ତିତ ସମୟରେ ପିଲାମାନଙ୍କ ଜୀବନ ଶୈଳୀ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି |ଆଧୁନିକତାର ଛାପ ପିଲାମାନଙ୍କ ମଧ୍ୟରେ ସ୍ପଷ୍ଟ ବାରି ହୋଇ ପଡ଼ିଛି |

କିନ୍ତୁ ଏହାର କୁପ୍ରଭାବ ତାଙ୍କ ଶାରୀରିକ ଏବଂ ମାନସିକ ସ୍ଥିତି ଉପରେ ପଡୁଛି |ଅନେକ କ୍ଷେତ୍ରରେ ଅଭିଭାବକଙ୍କ ମଧ୍ୟରେ ସଚେତନତା ଅଭାବ ପିଲାମାନଙ୍କୁ ଅସନ୍ତୁଳିତ ଜୀବନ ଶୈଳୀ ଆଡ଼କୁ ଠେଲି ଦେଇଥାଏ ଏପରି ସ୍ଥଳେ ଉତ୍ତମ ଜୀବନ ଶୈଳୀ ସମ୍ପର୍କରେ ପିଲା ମାନଙ୍କୁ ବିଶେଷଜ୍ଞଙ୍କ ଶିକ୍ଷା ଦାନ ସୁଧାର ଆଣିବା ସହ ଏକ ସୁସ୍ଥ ଏବଂ ଗଠନମୂଳକ ସମାଜ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି |

Leave a Reply

Your email address will not be published. Required fields are marked *