Malika bachana :ଫାଟିଲା ହୀରାକୁଦ ବନ୍ଧ,ବୁଡିଯିବ ଓଡ଼ିଶା ଗୋଟି ଗୋଟି ସତ ହେଉଛି ମାଳିକା ,ଏହି ଜାଗାରେ ଭାଙ୍ଗିଛି ହୀରାକୁଦ ଦେଖନ୍ତୁ ସମ୍ପୂର୍ଣ୍ଣ ଖବର ….

ନମସ୍କାର ଦର୍ଶକବନ୍ଧୁ ହୀରାକୁଦ ବନ୍ଧରେ ଫାଟ ସୃଷ୍ଟି ହେଲା ଲୋକଙ୍କ ମନରେ ପାପ ଛୁଇଁଲା ଭାଙ୍ଗିଯିବ ହୀରାକୁଦ ବୁଡ଼ିଯିବ ଓଡିଶା ରାଜ୍ୟରେ ଚାଲିବ କଳାଗୁମର ପାଣିର ଘମା ଘମ ଶବ୍ଦ ଜଳ ପ୍ରଳୟରେ ସମାଧି ନେବ ସବୁ କିଛି ମାଳିକା ବଚନ ସତ ହେବ ହୀରାକୁଦ ବନ୍ଧ ଭାଙ୍ଗିଯିବ 24 ଅଙ୍କରେ ଓଡିଶା ମଧ୍ୟରେ ବହିବ ଜଳ ପ୍ରଳୟ ଜଳ ପ୍ରଳୟରେ ଭାସିବ ସାରା ଓଡିଶା |ହୀରାକୁଦ ବନ୍ଧ ଦିନେ ନା ଦିନେ ଭାଙ୍ଗିବ ସାରା ଓଡ଼ିଶାରେ ପ୍ରଳୟ ସୃଷ୍ଟି କରିବ ସାରା ରାଇଜ ପାଣିରେ ବୁଡ଼ିଯିବ ଓ ଓଡିଶା ବାସୀଙ୍କୁ କଲବଲ କରିବ ମାଳିକାରେ ବର୍ଣିତ ଏହି କଥା କଣ ସତ ସତରେ ହୋଇଯିବ |

କାରଣ ହୀରାକୁଦ ବନ୍ଧରେ ଦେଖାଯାଇଛି ଫାଟ |ଜଳ ଜଳ କରି ଦେଖାଯାଉଛି ହୀରାକୁଦକୁ ମାଡ଼ି ଆସିବା ପରି ବିପଦ ତାହେଲେ ଏବେ କଣ ସତରେ ମାଳିକାର ବଚନ ସତ ହୋଇଯିବ ସତରେ କଣ ହୀରାକୁଦ ଜଳ ଭଣ୍ଡାର ଭାଙ୍ଗିଯିବ ଆଉ ଓଡ଼ିଶାରେ ପ୍ରଳୟ ଦେଖା ଦେବ |ହୀରାକୁଦ ବନ୍ଧରେ ଫାଟ ଦେଖାଦେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଏମିତି ଚର୍ଚ୍ଚା ମାଳିକାର ଭବିଷ୍ୟବାଣୀ ଯାହା ମାଲିକରେ ଲେଖା ହୋଇଛି |

ହୀରାକୁଦ ବନ୍ଧର ଯଦି କିଛି ହୋଇଯାଏ ତାହେଲେ ପାଣିରେ ବୁଡ଼ିଯିବ ସାରା ଓଡିଶା ଖାଲି ପ୍ରଳୟ ନୁହେଁ ସୃଷ୍ଟି ହେବ ମହାବିନାଶ କାରୀ ପ୍ରଳୟ |ହୀରାକୁଦ ବନ୍ଧ ଭାଙ୍ଗିଲେ କେବଳ ଓଡିଶା ନୁହେଁ ଅଲଗା ରାଜ୍ୟରେ ମଧ୍ୟ ପ୍ରଭାବ ପକାଇବ ଯେଉଁ ହୀରାକୁଦ ଡ୍ୟାମରେ ପାଞ୍ଚୋଟି ଗେଟ ଖୋଲିଦେଲେ 15 ଟି ଜିଲ୍ଲା ବୁଡ଼ିଯାଏ ସେହି ହୀରାକୁଦ ବିପଦରେ ପଡ଼ିଲେ କଣ ହେବ ଥରେ ଭାବିକି ଦେଖନ୍ତୁ |

ଦର୍ଶକବନ୍ଧୁ ହୀରାକୁଦ ଜଳଭଣ୍ଡାର ସଫା ସଫା ଭିଜିଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଛି |ଓଡିଶା ସରକାର ଗୋଟିଏ ଟିମକୁ ଡ଼କାଇଥିଲେ ହୀରାକୁଦର ମରାମତି ପାଇଁ କିନ୍ତୁ ସେମାନଙ୍କର ଅଭିଜ୍ଞତା ନାହିଁ ବୋଲି ମନା କରିଦେଇଥିଲେ ସରକାର ଏବେ ଅଭିଜ୍ଞ ଟିମକୁ ନେଇ ଫାଟ ମରାମତି ପାଇଁ ଚିନ୍ତାରେ ଅଛନ୍ତି ଏବେ ଯଦି ଏହି ଫାଟକୁ ଯୋଡ଼ା ନଯାଏ ତେବେ ମରାମତି କରା ନଯାଏ |

ତେବେ ଅତିଶୀଘ୍ର ମାଳିକାର କଥା ସତ ହେବ ବୋଲି ମନେ ହେଉଛି ତେବେ ଆମେ ମଧ୍ୟ ଆଶା କରୁଛୁ ଓଡ଼ିଶାର ଗର୍ବ ଏବଂ ଗୌରବ ହୀରାକୁଦ ବନ୍ଧର କିଛି ନହେଉ ହୀରାକୁଦ ସେହିଭଳି ଗର୍ବର ସହିତ ଛିଡ଼ା ହୋଇ ରହୁ ଓ ଏହାର ଦାୟିତ୍ୱରେ ଥିବା ସଂସ୍ଥାକୁ ମଧ୍ୟ ଅନୁରୋଧ କରୁଛୁ ସେମାନେ ଯଥାଶୀଘ୍ର ସଠିକ ପଦକ୍ଷେପ ଗ୍ରହଣ କରନ୍ତୁ

Leave a Reply

Your email address will not be published. Required fields are marked *