Breaking news : ଚାଷୀ ଭାଇ ମାନଙ୍କ ପାଇଁ ବଡ ଖୁସି ଖବର ,ଆସିଗଲା ଫାଇନାଲ ତାରିଖ, ଏହି ଦିନ ମିଳିବ PM କିଷାନ ଯୋଜନାର ଆଗାମୀ କିସ୍ତି…

ନମସ୍କାର ଦର୍ଶକବନ୍ଧୁ ପିଏମ କିଷାନ ଯୋଜନାରେ ଆସିଗଲା ବଡ଼ ଖୁସି ଖବର ଜାରି ହେଲା ସରକାରଙ୍କ ତରଫରୁ ନୂଆ ଲିଷ୍ଟ ଖୁବ ଶୀଘ୍ର ଏଥିରେ ଆପଣଙ୍କୁ ମିଳିବାକୁ ଯାଉଛି ଟଙ୍କା ତେବେ କେଉଁ ତାରିକରେ ମିଳିବ 15 ତମ କିସ୍ତିର ଟଙ୍କା ତେବେ ଆସନ୍ତୁ ଆଜି ଆମେ ଜାଣିବା |ତେବେ ଜାରି ହେଲା ପିଏମ କିଷାନ ଯୋଜନାର ନୂଆ ଲିଷ୍ଟ ତେବେ ଆପଣଙ୍କ ଯଦି ଏହି ଲିଷ୍ଟର ନାମ ଥିବ ତେବେ ଆପଣଙ୍କୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର 15 ତମ କିସ୍ତିର ଟଙ୍କା ମିଳିବାକୁ ଯାଉଛି |

ତେବେ ଆସନ୍ତୁ ଜାଣିବା କଣ ରହିଛି ପିଏମ କିଷାନ ଯୋଜନାକୁ ନେଇ ସମ୍ପୂର୍ଣ୍ଣ ଖବର |ପ୍ରଥମେ ଆପଣ ଚାହିଁଲେ ଏହାର ୱେବସାଇଟ pm kishan.gov.in ୱେବସାଇଟ ଭିଜିଟ କରିବେ ତାପରେ ଆପଣଙ୍କୁ ସୋ କରିବ ଯେ ଆପଣଙ୍କୁ ଯେଉଁ 14 ତମ କିସ୍ତି ଆସିଥିଲା 27 ଜୁଲାଇ 2023 ତେବେ ନୂଆ ସୂଚନା ମୁତାବକ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ପୁଣି ଆସିବାକୁ ଯାଉଛି ଏହି କିଷାନ ଯୋଜନାର 15 ତମ କିସ୍ତି ବାବଦର ଟଙ୍କା |

ଯଦି ଆପଣ ଲିଷ୍ଟ ଚେକ କରିବାକୁ ଚାହୁଁଛନ୍ତି ଏହାର ବେନିଫେସିଆରି ଲିଷ୍ଟ ଆପଣ ଦେଖିବେ ସାଇଟ ଦେଇଥିବ ଆପଣ ତାହା ଉପରେ କ୍ଲିକ କରିବେ ଯେହେତୁ ଷ୍ଟେଟ ଓଡିଶା ତେବେ ଆପଣ ଓଡ଼ିଶାରେ ସିଲେକ୍ଟ କରିବେ ଡିଷ୍ଟ ଆପଣଙ୍କ ଯାହା ଦିଆ ଯାଇଥିବ ଆପଣ ଡିଷ୍ଟ ଦେବେ ଭିଲେଜ ଆପଣଙ୍କ ଯାହା ଥିବ ଆପଣ ଭିଲେଜ ଦେଇଦେବେ ବ୍ଲକ ଆପଣଙ୍କ ଯାହା ଥିବ ଆପଣ ଦେଇଦେବେ |

ଗେଟ ରିପୋର୍ଟରେ କ୍ଲିକ କରିବେ |ତେବେ ଆପଣଙ୍କ ସାମ୍ନାକୁ ଲିଷ୍ଟ ଆସିଯିବ ଯେଉଁମାନେ ପୁରୁଣା ଲିଷ୍ଟ ଥିଲା ଏବେ କିଛି ନୂଆ ଲିଷ୍ଟ ଆଡ଼ ହୋଇ ଯାଇଛି କାହିଁକିନା ପ୍ରତିଥର ଲୋକମାନେ ନୂଆ ନୂଆ ଆବେଦନ କରୁଛନ୍ତି ସେମାନଙ୍କ ନାମ ମଧ୍ୟ ଆଡ ହୋଇ ପାରୁଛି |

ତେବେ ଏହି ପ୍ରୋସେସରେ ଆପଣ ଚାହିଁଲେ ନାମ ଚେକ କରିପାରିବେ |ତେବେ ଲିଷ୍ଟରେ ଯେଉଁମାନଙ୍କ ନାମ ଥିବ ସେମାନଙ୍କ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ସରକାର ଜାରି କରିବାକୁ ଯାଉଛନ୍ତି ପିଏମ କିଷାନ ଯୋଜନାର 15 ତମ କିସ୍ତି ବାବଦର 2,000 ଟଙ୍କା |

Leave a Reply

Your email address will not be published. Required fields are marked *