ଆପଣ ଏହି ସମୟରେ ସ୍ନାନ କରୁଛନ୍ତି କି ,ଜାଣି ରଖନ୍ତୁ ବଡ଼ ଭୁଲ କରୁଛନ୍ତି ଆପଣ ,ଦାରିଦ୍ର୍ୟତା ଆପଣଙ୍କ ପିଛା ଛାଡ଼ିବ ନାହିଁ ହୋଇଯିବେ କାଙ୍ଗାଳ |

ନମସ୍କାର ଦର୍ଶକବନ୍ଧୁ ସମାଜ ବଦଳିବ ସହିତ ଆଜି କାଲି ସମସ୍ତେ ସକାଳେ ଶୀଘ୍ର ଉଠି ପାରୁ ନାହାଁନ୍ତି ଯାହା ଦ୍ୱାରା କି ସ୍ନାନ କରିବାରେ ବହୁତ ଡେରି ହେଉଛି କିନ୍ତୁ ବନ୍ଧୁଗଣ ଶାସ୍ତ୍ରରେ ଏହା କୁହାଯାଇଛି ଯେ ଯଦି ଆପଣ ସକାଳ ସମୟରେ ବହୁତ ଶୀଘ୍ର ସ୍ନାନ କରୁଛନ୍ତି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଧନର ଦେବୀଙ୍କ କୃପା ଲାଗି ରହିଥାଏ ଏହା ଦ୍ୱାରା ଆପଣଙ୍କୁ ବେପାର ବାଣିଜ୍ୟରେ ଉନ୍ନତି ଏବଂ ଅନେକ କ୍ଷେତ୍ରରେ ସଫଳତା ମିଳିଥାଏ |

ବନ୍ଧୁଗଣ ଶାସ୍ତ୍ରରେ ସ୍ନାନ କରିବାର ଠିକ ସମୟ କୁହାଯାଇଛି ତେବେ ଚାଲନ୍ତୁ ଜାଣିବା ସ୍ନାନ କରିବାର ଉଚିତ ସମୟ |ବନ୍ଧୁଗଣ ପ୍ରଥମଟି ହେଉଛି ବ୍ରହ୍ମ ସ୍ନାନ ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଲୋକମାନେ ସକାଳ ଭୋର ସମୟରେ ଚାରିଟାରୁ ପାଞ୍ଚଟା ମଧ୍ୟରେ ଭଗବାନଙ୍କ ନାମ ନେଇ ସ୍ନାନ କରି ଥାଆନ୍ତି |ଏହାକୁ ବ୍ରହ୍ମ ସ୍ନାନ କୁହାଯାଇଥାଏ ଏବଂ ଏହି ସ୍ନାନ କରିବା ଦ୍ୱାରା ଜୀବନରେ ଅନେକ ଖୁସି ଏବଂ ସୁଖର ସମାବେଶ ହୋଇଥାଏ

ସେହି ଲୋକଟି ଜୀବନରେ କେବେ ହେଲେ ଦୁଃଖରେ ରହିନଥାଏ ତେବେ ଦ୍ୱିତୀୟଟି ହେଉଛି ଦେବ ସ୍ନାନ |ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସୂର୍ଯ୍ୟୋଦୟ ପରେ ସ୍ନାନ କରିବାକୁ ଦେବ ସ୍ନାନ ବୋଲି କୁହାଯାଇଥାଏ |
ଏହି ସ୍ନାନରେ ଜୀବନରେ ଆସିବାକୁ ଥିବା ସମସ୍ତ ଅସୁବିଧା ପୁରା ହୋଇଥାଏ |

ସବୁଠାରେ ଆପଣ ଜିତି ଥାଆନ୍ତି ଘରେ ଖୁସିର ଲହରୀ ଖେଳିଥାଏ |ତେବେ ଦର୍ଶକବନ୍ଧୁ ଶେଷଟି ହେଉଛି ଆପଣ କେବେବି ଭୋଜନ କରିସାରିଲା ପରେ ସ୍ନାନ କରନ୍ତୁ ନାହିଁ ଏହା କରିବା ଦ୍ୱାରା ଘରେ ଘୋର କଳିର ସାମ୍ନା କରିବାକୁ ପଡ଼ିଥାଏ ଏହାକୁ ଦାନଵ ସ୍ନାନ କୁହାଯାଏ |

Leave a Reply

Your email address will not be published. Required fields are marked *