ନମସ୍କାର ଦର୍ଶକବନ୍ଧୁ ଆଜି ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ମାନ ବିଷୟରେ ଯାହା ଜାଣିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ କିଛି ଭୁଲକୁ ସଜାଡ଼ି ଥାଆନ୍ତି ଏବଂ ସ୍ୱାମୀ ସ୍ତ୍ରୀ ମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ |ତେବେ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ବିଷୟରେ |ଯେଉଁ ମହିଳା ମାନଙ୍କ ମୁଖ ଗୋଲାକାର ସେହି ମହିଳା ମାନେ ଜୀବନରେ ବହୁତ ଧନଵାନ ହୁଅନ୍ତି ଯେଉଁ ମହିଳା ମାନଙ୍କ ମୁହଁର କେତେବେଳେ ହସ ପ୍ରକାଶ ପାଏ ନାହିଁ ସେ ଦୁଃଖ ଏବଂ ଦାରିଦ୍ର୍ୟ ଏବଂ ଭୋଗ କରନ୍ତି |
ଯେଉଁ ମହିଳା ମାନଙ୍କ ସ୍ତ-ନ ବଡ଼ ପିଚା ବଡ଼ ସେହି ମହିଳା ମାନେ ସାରା ଜୀବନ ସୁଖୀନି ହୋଇ ଥାଆନ୍ତି |ଯେଉଁ ମହିଳାଙ୍କ ପେଟ ସର୍ପ ପରି ସଦୃଶ ହୋଇଥାଏ ସେହି ମହିଳା ମାନେ ବହୁତ ଭୋଜନ ପ୍ରିୟା ହୋଇ ଥାଆନ୍ତି ଯେଉଁ ମହିଳା ମାନଙ୍କ ଜିଭ ଅତି ବଡ଼ ସେହି ମହିଳା ମାନେ ଦୁର୍ଭଗିନୀ ସ୍ୱଭାବର ହୋଇ ଥାଆନ୍ତି |
ଯେଉଁ ମହିଳା ମାନଙ୍କ ଦାନ୍ତ ବଡ଼ ସେହି ମହିଳା ମାନେ ଭାରି ରାଗି ସ୍ୱଭାବର ହୋଇ ଥାଆନ୍ତି ଯେଉଁ ମହିଳା ମାନଙ୍କ ଓଠ ଲାଲ ପରି ଦିଶେ ସେହି ମହିଳା ମାନେ ସୁଖ ଶାନ୍ତି ବୈଭବ ପାଇଥାଆନ୍ତି |ଯେଉଁ ମହିଳା ମାନଙ୍କ ଆଖି କୋଇଲି ଆଖି ପରି ଦିଶେ ସେହି ମହିଳା ମାନେ ବୁଦ୍ଧିମତୀ ହୋଇ ଥାଆନ୍ତି |
ଯେଉଁ ମହିଳା ମାନଙ୍କ ମୁହଁ ଗୋଲାକାର ହୋଇଥାଏ ସେହି ପ୍ରକାର ମହିଳା ମାନେ ସୁଲକ୍ଷିଣୀ ସ୍ୱଭାବର ହୋଇ ଥାଆନ୍ତି |ଯେଉଁ ମହିଳା ମାନଙ୍କ ଗାଲ ଉଚ୍ଚା ସେହି ପ୍ରକାର ମହିଳା ମାନେ ସ୍ୱଭାବର ସୁଲକ୍ଷିଣୀ ହୋଇ ଥାଆନ୍ତି |ଯେଉଁ ମହିଳା ମାନଙ୍କ ସ୍ତ-ନ ସରୁ ବା ଛୋଟ ହୋଇଥାଏ ସେମାନେ ସବୁବେଳେ ମୋୖଥନ ରେ ପ୍ରିୟ ହୋଇ ଥାଆନ୍ତି |