Ajira anuchinta : ସ୍ୱାମୀର ଏହି ଦୁର୍ବଳତା ପାଇଁ ସ୍ତ୍ରୀ ମାନେ ଛାଡି ପଳାନ୍ତି ,ପୁରୁଷ ଲୋକମାନେ ଜାଣିବା ନିହାତି ଦରକାର ….

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ମାନ ବିଷୟରେ ଯାହା ଜାଣିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ କିଛି ଶିଖି ଥାଆନ୍ତି ଏବଂ ସ୍ୱାମୀ ସ୍ତ୍ରୀ ମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ ଏବଂ କେବେବି ଘରେ କଳହ ଦେଖିବାକୁ ମିଳି ନଥାଏ | ପ୍ରଥମେ ହେଉଛି ଘରର ଅର୍ଥାତ ଦକ୍ଷିଣ ପୂର୍ବ କୋଣରେ ସ୍ୱାମୀ ସ୍ତ୍ରୀ କେବେବି ଶୋଇବା ଉଚିତ ନୁହେଁ ଏହା ଦ୍ୱାରା ଦୁହେଁକ ମଧ୍ୟରେ ବିବାଦ ଏବଂ ଅଶାନ୍ତି ଦେଖା ଦେଇଥାଏ |

ଶୋଇବା ଘରେ ଖଟ ଏପରି ପକାଇବା ଉଚିତ ଯେପରି ଶୋଇବା ସମୟରେ ମୁଣ୍ଡ ଦକ୍ଷିଣ ଦିଗକୁ ରହିବ ଏହା ଦ୍ୱାରା ଭଲ ନିଦ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ |ନବ ବିବାହିତ ଦମ୍ପତି କେବେ ଶୋଇବା ଘରର ଦ୍ୱାର ସମୁଖରେ ଖଟ ପକାଇବା ଉଚିତ ନୁହେଁ ଏବଂ ଝରକାରେ ପରଦା ଲଗାଇବା ଉଚିତ ଏହା ଶୁଭପ୍ରଦ ହୋଇଥାଏ |

ଯଦି ବୈବାହିକ ଜୀବନରେ କୌଣସି ସମସ୍ୟା ଦେଖା ଦେଇଥାଏ ତେବେ ଛୋଟ ପିଲାଙ୍କୁ ମିଠା ବାଣ୍ଟିବା ଦ୍ୱାରା ଏବଂ ସାତ ପ୍ରକାର ଦାନା ମିଶାଇ ପକ୍ଷୀ ମାନଙ୍କୁ ଖାଇବାକୁ ଦେବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଯଦି ଦାମ୍ପତ୍ୟ ଜୀବନରେ ଲଗାତାର ସମସ୍ୟା ବୃଦ୍ଧି ପାଉଥାଏ ତେବେ ପ୍ରତ୍ୟକ ଦିନ ଶିବ ପାର୍ବତୀଙ୍କ ଫୋଟ ପାଖରେ ଘିଅ ଦୀପ ଜାଳିବା ଦ୍ୱାରା ଶୁଭପ୍ରଦ ହୋଇଥାଏ |

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଜଭୁତ ରଖିବା ପାଇଁ ହେଲେ ପ୍ରତ୍ୟକ ଶୁକ୍ରବାର ଦିନ କନ୍ୟା ମାନଙ୍କୁ ଘରକୁ ଡାକି ଧଳା ମିଠା ଖାଇବାକୁ ଦେବା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଜଭୁତ ହୋଇଥାଏ |ଖାଇ ସାରିବା ପରେ ଗାଧାନ୍ତୁ ନାହିଁ କିମ୍ବା ସଙ୍ଗେ ସଙ୍ଗେ ଶୁଆନ୍ତୁ ନାହିଁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ

Leave a Reply

Your email address will not be published. Required fields are marked *