ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଅମ୍ବରଙ୍କୁ ବେଶ ଭଲ ଭାବରେ ବେଶ ଜାଣିଥିବେ ଯିଏ କି ସାଥିରେ ସିରିଏଲରେ ହିରୋ ଭୂମିକାରେ ନଜର ଆସୁଛନ୍ତି ଆପଣମାନେ କଣ ଅମ୍ବରଙ୍କ ପ୍ରକୃତ ମା ଙ୍କୁ କେବେ ଦେଖିଛନ୍ତି କି ତେବେ ଆପଣ ଜାଣିଛନ୍ତି କି ତାଙ୍କର ମା କିଏ ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |
ତେବେ ଦର୍ଶକବନ୍ଧୁ ଅଭିନେତା ଅମ୍ବରଙ୍କ ପ୍ରକୃତ ନାମ ହେଉଛି ଶ୍ରୀ ଜିତ ମହାପାତ୍ର ତେବେ ଶ୍ରୀଜିତ ହେଉଛନ୍ତି ଓଲିଉଡ଼ ଜଗତର ଜଣେ ଆଗ ଧାଡ଼ିର ଅଭିନେତା ଯାହାଙ୍କ ଦମଦାର ଅଭିନୟ ଆପଣମାନେ ସିରିଏଲରେ ନିଶ୍ଚିତ ଭାବରେ ଦେଖିବାକୁ ପାଇଥିବେ |
ତେବେ ଚାଲନ୍ତୁ ଏବେ ଜାଣିବା ଶ୍ରୀଜିତଙ୍କ ମା ଙ୍କ ବିଷୟରେ ତେବେ ଦେଖନ୍ତୁ ଫୋଟରେ ଏ ହେଉଛନ୍ତି ଶ୍ରୀଜିତଙ୍କ ମା ଯାହାଙ୍କ ପ୍ରକୃତ ନାମ ହେଉଛି ଇତିଶ୍ରୀ |ତେବେ ଦର୍ଶକବନ୍ଧୁ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ଶ୍ରୀଜିତଙ୍କ ମା |
ତେବେ ଦର୍ଶକବନ୍ଧୁ ଶ୍ରୀଜିତ ଜଣେ ବହୁତ ସୁନ୍ଦର ଅଭିନୟ କରିବା ସହିତ ଦେଖିବାକୁ ବହୁତ ହ୍ୟାଣ୍ଡସମ ଅଟନ୍ତି ତେବେ ଶ୍ରୀଜିତ ଆପଣମାନଙ୍କୁ କିପରି ଲାଗନ୍ତି ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜାଣନ୍ତୁ