ନମସ୍କାର ଦର୍ଶକବନ୍ଧୁ ଗାଈକୁ ଖାଇ ମସ୍ତ ବଡ଼ ଭୁଲ କରିଦେଲା କୁମ୍ଭୀର ତାତିଲେ ଗାଁ ଲୋକେ କୁମ୍ଭୀରକୁ ଦେଲେ ପାନେ କୁମ୍ଭୀରର ମାଂସ ଖାଇବା ନିଶା ଛାଡ଼ିଗଲା ଲୋକଙ୍କୁ କଲବଲ କରୁଥିଲା ମଣିଷ ଖିଆ କୁମ୍ଭୀର ହେଲେ ଗାଁ ଲୋକେ ପାନେ ଦେଇ କୁମ୍ଭୀରକୁ ପାନେ ଦେଲେ ନାମ ନେଇଛି ବିଶାଳ ମଣିଷ ଖିଆ କୁମ୍ଭୀର ଆଉ ଜୀବନରେ କେବେବି ଗାଈ କୁ ଝାମ୍ପି ଖାଇବା କଥା ଭାବିବ ନାହିଁ ମଣିଷ ଖିଆ କୁମ୍ଭୀର ନଦୀ ଭିତରେ କୁମ୍ଭୀରକୁ ନାକେଦମ କରିଛନ୍ତି ଗ୍ରାମ ବାସୀ ଶହ ଶହ ଗ୍ରାମବାସୀ ଏକଜ୍ୟୁଟ ରେ କୁମ୍ଭୀର ନେଇଛି ପାନେ |
ବ୍ରହ୍ମାଣୀ ଏବଂ କାରାଣ୍ଡିଆ ନଦୀ ପରେ ବୈତରଣୀ ନଦୀ ଭିତରୁ ଗାଈକୁ ଟାଣି ନେଇ ଆତଙ୍କିତ କରିଥିଲା ମଣିଷ ଖିଆ କୁମ୍ଭୀର |ପାଣି ଭିତରେ ଅତି ନିର୍ମମ ଭାବରେ ଗାଈକୁ କାମୁଡ଼ି ନେଇଥିଲା ହେଲେ ସବୁଦିନ କଣ କୁମ୍ଭୀର ରାଜ କରି ଥାଆନ୍ତା କି ଗତକାଲି କୁମ୍ଭୀରର ବେଳା ଆଦୌ ଠିକ ନଥିଲା |କୁମ୍ଭୀର ଗାଈକୁ ଟାଣି ନେଇଥିବା ବେଳେ ତାତି ଯାଇଥିଲେ ଗ୍ରାମବାସୀ ଓ ଆଜି ବିଚାର କରୁଥିଲେ ଯେ କୁମ୍ଭୀରକୁ ଆଜି ପାନେ ଦେବୁ |
ନଚେତ କୁମ୍ଭୀର ଆଉ ପାଣି ଛାଡ଼ି ଲୁଣି ପାଣିକୁ ଯିବ ନାହିଁ ଓ ସବୁଦିନ ପାଇଁ ନିଜ ଇଛାରେ ସୃଷ୍ଟି କରିବ ଆଉ ଧନ ଜୀବନ ମଧ୍ୟ କ୍ଷତି କରିବ ତେଣୁ ଗ୍ରାମବାସୀ ମାନେ ଏକଜ୍ୟୁଟ ହୋଇ କୁମ୍ଭୀର ବିରୁଦ୍ଧରେ ଯୋଜନା କରିଥିଲେ ଆଉ ଏହା ପରେ ଗ୍ରାମବାସୀ ମାନେ କୁମ୍ଭୀରକୁ ଦେଇଥିଲେ ପାନେ ଆଉ ଏହା ପରେ କାନ୍ଦିଲା ବିରାଟ ଜମରୂପୀ ବଉଳା କୁମ୍ଭୀର |
ଗତକାଲି ଭଦ୍ରକ ଜିଲ୍ଲାରେ ଏକ ଗାଈକୁ କୁମ୍ଭୀର ଟାଣିନେବା ପରେ ଗାଁ ଲୋକେ ସବୁ ନଦୀ ପୀଠରେ ହୋ ହାଲା କରିଥିଲେ ଆଉ କୁମ୍ଭୀର ଗାଈକୁ ଧରିଥିଲା ସତ ଅନେକ ସମୟ ଧରିକି ପାଣିରେ ବୁଡ଼ି ରହିଥିଲା ଆଉ କୁମ୍ଭୀରକୁ ମଧ୍ୟ ଖାଇବାକୁ ସୁଯୋଗ ମିଳି ନଥିଲା |
ଦିନ ଯାଏ ରାତି ଆସିଲା ହେଲେ ଲୋକଙ୍କ ଭୟରେ କୁମ୍ଭୀର ଆଉ ଉପରକୁ ଉଠିଲା ନାହିଁ ଗାଈକୁ ମଧ୍ୟ ଖାଇ ପାରିଲା ନାହିଁ ସେହି ମଣିଷ ଖିଆ କୁମ୍ଭୀର ଆଉ ଆଜି ପେଟକୁ କିଛି ନଖାଇ ଭୋକିଲା ରହିଥିଲା କୁମ୍ଭୀର ଯାହାକୁ ନେଇ ଗ୍ରାମବାସୀ ମାନେ କଥା ହେଉ ଥାଆନ୍ତି ଯାହାକି ପାନେ ନେଇଛି ବଉଳା କୁମ୍ଭୀର |