ପୁଣି ଚଳଚ୍ଚିତ୍ର ଜଗତରେ ଖେଳିଗଲା ଶୋକର ଲହରୀ, ଆଉ ଜଣେ ବଡ ଅଭିନେତାଙ୍କର Hela ପରଲୋକ, ଭଗବାନ ଆଉ କେତେ ଜଣଙ୍କୁ ….

ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତରେ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ ହୋଇଛି ଏହି ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |ଆମ ଦେଶ ଭାରତ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ |

ଏହି ଲୋକପ୍ରିୟ ଅଭିନେତାଙ୍କ ପରିବାର ପକ୍ଷରୁ ଜାରି କରା ଯାଉଥିବା ଏକ ବିବୃତ୍ତିରେ ନିମୋନିଆରେ ପୀଡ଼ିତ ହୋଇ ତାଙ୍କର ଦେ-ହା-ନ୍ତ ହୋଇଛି ଏହି ପ୍ରସିଦ୍ଧ ଅଭିନେତାଙ୍କ ବିୟୋଗ ଘୋଷଣା କରି ଆମେ ଦୁଃଖିତ |ଏହି ଧାଡ଼ିକିଆ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅଭିନେତାଙ୍କ ପରଲୋକ ଖବର ସାମ୍ନାକୁ ଆସିଛି ତାଙ୍କ ମୃ-ତ୍ୟୁ ସଜା ନିକଟରେ ପତ୍ନୀ ଏବଂ ପୁଅ ଉପସ୍ଥିତ ଥିଲେ |

ଦୀର୍ଘଦିନ ଧରି ପାଞ୍ଚ ଦଶନ୍ଧିରୁ ଅଧିକ ଧରି ସକ୍ରିୟ ଥିବା ତାଙ୍କ କ୍ୟାରିୟରରେ ସେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ପ୍ରସଂଶିତ ହୋଇଥିଲେ |ତେବେ ଲୋକପ୍ରିୟ ଅଭିନେତା ଗାଙ୍ଗେନ ସବୁବେଳେ ତାଙ୍କର କଣ୍ଠ ସ୍ୱରର ଗମ୍ଭୀରତା ଏକ ଆକର୍ଷଣୀୟ ସ୍ୱର ଦ୍ୱାରା ପରିଚିତ ହେଉଥିଲେ |

ୟାରି ପୋର୍ଟରର ସିଜର ପ୍ରସିଦ୍ଧ ଅଭିନେତା ମାଇକେଲ ଗାଙ୍ଗେନଙ୍କ ପରଲୋକ ହୋଇଛି ,82 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି |ସେ ହେଡ଼ ମାଷ୍ଟର ଫିଲ୍ମ ନାମ ଏକ ଚଳଚ୍ଚିତ୍ରରେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ

Leave a Reply

Your email address will not be published. Required fields are marked *