ଆଜି ଭାଦ୍ରବ ପୂର୍ଣ୍ଣିମା,କାହାକୁ କିଛି ନକହି ଚୁପଚାପ ତୁଳସୀରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ,ମାତା ଲକ୍ଷ୍ମୀ କରିବେ ଧନର ବର୍ଷା ,ଥରେ କରିକି ଦେଖନ୍ତୁ …..

ନମସ୍କାର ଦର୍ଶକବନ୍ଧୁ ହିନ୍ଦୁ ଧର୍ମରେ ଭାଦ୍ରବ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଅଛି ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଭାଦ୍ରବ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିକୁ ଭାଦ୍ରବ ପୂର୍ଣ୍ଣିମା ମନା ଯାଇଥାଏ |ଧାର୍ମିକ ମାନ୍ୟତା ଅନୁସାରେ ଏହି ଭାଦ୍ରବ ପୂର୍ଣ୍ଣିମା ଦିନ କିଛି ଖାସ ଉପାୟ କରିବା ଦ୍ୱାରା ସୁଖ ସମୃଦ୍ଧିର ପ୍ରାପ୍ତ ହୋଇଥାଏ ଏହା ସହିତ ଏହି ଦିନ ଭାଗବତ ଜନ୍ମ ମଧ୍ୟ ପଡୁଅଛି ଆଉ ପୂର୍ଣ୍ଣିମା ଏହି ବର୍ଷ 29 ସେପ୍ଟେମ୍ବର ଅର୍ଥାତ ଆଜି ପଡୁଅଛି ବନ୍ଧୁଗଣ ପୂର୍ଣ୍ଣିମା ତିଥି ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ |ମା ଲକ୍ଷ୍ମୀ ପୂର୍ଣ୍ଣିମା ତିଥିରେ ଅବତରଣ ହୋଇଥିଲେ ପ୍ରତ୍ୟକ ମନୁଷ୍ୟ ଦ୍ୱାରକୁ ମା ଲକ୍ଷ୍ମୀ ପୂର୍ଣ୍ଣିମା ତିଥିକୁ ଆସି ଥାଆନ୍ତି ଯଦି ସେହିଦିନ କିଛି ଖାସ ଉପାୟ କରାଯାଏ ତ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିନେବେ |

ସେ ଦରିଦ୍ର ହେଉ କିମ୍ବା ଧନୀ ସମସ୍ତଙ୍କ ଘରକୁ ମା ଲକ୍ଷ୍ମୀ ଆସି ଥାଆନ୍ତି |ବନ୍ଧୁଗଣ ତୁଳସୀ ତ ସମସ୍ତେ ଲଗାଇ ଥାଆନ୍ତି ଏହି କଥା ବହୁତ କମ ଲୋକ ଜାଣିଥାଆନ୍ତି ଯେ ତୁଳସୀ ଗଛ ତଳେ ଏହି ଗୋଟିଏ ଗଛ ବାନ୍ଧି ଦେବା ଦ୍ୱାରା ମାତା ତୁଳସୀଙ୍କ ଠାରୁ ସର୍ବଦା ଆଶୀର୍ବାଦ ମିଳିଥାଏ ତା ସହିତ ମା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇ ଥାଆନ୍ତି ଘରକୁ କଷ୍ଟ ଆସି ନଥାଏ |ବନ୍ଧୁଗଣ ଯଦି ତୁଳସୀ ଗଛ ଆପଣଙ୍କ ଘରେ ଲାଗିଅଛି ଏହା ଆପଣଙ୍କ ପରିବାର ପାଇଁ ବହୁତ ଲାଭକାରୀ ଅଟେ ତୁଳସୀ ଗଛରେ ଦେବୀ ଲକ୍ଷ୍ମୀଙ୍କର ନିବେଶ ମନା ଯାଇଥାଏ ନିୟମିତ ଭାବରେ ତୁଳସୀ ଗଛର ପୂଜା କଲେ ଲାଭ ଅବଶ୍ୟ ମିଳିଥାଏ |

ବେଦ ପୁରାଣରେ ଏହା ବିଷୟରେ ବହୁତ କଥା ରହିଛି କିନ୍ତୁ ଏହା ସହିତ ତୁଳସୀ ଗଛ ତଳେ ଏହି ଜିନିଷ ବାନ୍ଧିଲେ ଆଉ ଏହି ଉପାୟ କରିଲେ ମା ତୁଳସୀଙ୍କ ଆଶୀର୍ବାଦ ମିଳିଥାଏ |ବନ୍ଧୁଗଣ ଖାଲି ଆମ ଦେଶ ଭାରତରେ ନୁହେଁ ତୁଳସୀକୁ ଦୁନିଆର ଅନେକ ସ୍ଥାନରେ ପବିତ୍ର ବୋଲି ମନା ଯାଇଥାଏ ଅନେକ ଔଷଧୀୟ ଗୁଣରେ ଭରି ରହିଥାଏ ତୁଳସୀ ଅନେକ ଧାର୍ମିକ ଅନୁଷ୍ଠାନରେ ଏହାର ଉପଯୋଗୀ କରା ଯାଇଥାଏ ପୁରାଣରେ ତୁଳସୀଙ୍କୁ ଭଗବାନ ବିଷ୍ନୁ ଙ୍କର ପତ୍ନୀ ହେବାର ଗୌରବ ପ୍ରାପ୍ତ ହୋଇଛି |

ଏହି କାରଣରୁ ତୁଳସୀ ଜଗତଜନନୀ ଅଟନ୍ତି ତୁଳସୀକୁ ଅମୃତର ପ୍ରତି ରୂପ ବୋଲି କୁହାଯାଇଥାଏ ଯେଉଁଠାରେ ତୁଳସୀ ଗଛ ଲାଗିଥାଏ ସେଠି ବ୍ରହ୍ମା ,ବିଷ୍ନୁ ଏବଂ ଶଙ୍କର ଏହି ତ୍ରିଦେବଙ୍କ ବାସ ହୋଇଥାଏ |ଆମେ ଆପଣଙ୍କୁ ଏକ ମହା ଉପାୟ ବିଷୟରେ କହୁଛୁ ସ୍ନାନ କରି ଆପଣ ସ୍ଵଛ ବସ୍ତ୍ର ପରିଧାନ କରନ୍ତୁ ଏହା ପରେ ତୁଳସୀ ଗଛର ତଳେ ଏକ ନାଲି ରଙ୍ଗର ଢାଗା ବା ସୂତା ବାନ୍ଧି ଦିଅନ୍ତୁ ତାପରେ ଆପଣଙ୍କୁ ଏକ ମାଟି ହାଣ୍ଡି ଆଣିବାର ଅଛି |

ସେଥିରେ ଆପଣ ଚାଉଳ ଭରିକି ରଖିବାରେ ଅଛି ଚାଉଳ ଉପରେ ସିନ୍ଦୁର ଗୋଟିଏ ତାଙ୍କର କଏନ ଏବଂ ସିନ୍ଦୁର ପକେଇଦେବେ ସେହି ମାଟି ହାଣ୍ଡିରେ ତାପରେ ଏକ ଚୁନୁରୀ ଘରେଇ ଦେବେ ଏହି ସବୁ ଜିନିଷକୁ ନେଇ ଆପଣ ମା ଲକ୍ଷ୍ମୀଙ୍କ ପାଖକୁ ଯିବେ କହିବେ ହେ ମା ଲକ୍ଷ୍ମୀ ମୋ ସବୁ ଦୁଃଖ କଷ୍ଟ ଦୂର କରିଦିଅ ଏବଂ ମୋର ସଫଳତା ବାଟ ଦେଖାଏ ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ନିଶ୍ଚିତ ଭାବରେ ଆପଣଙ୍କ ଡାକ ଶୁଣିବେ |

Leave a Reply

Your email address will not be published. Required fields are marked *