ଏହି 5 ଟି ମାସରେ ଜନ୍ମ ହୋଇଥିବା ଝିଅ ହୋଇଥାଆନ୍ତି ସାକ୍ଷାତ ମା ଲକ୍ଷ୍ମୀ, ଘର Family ପାଇଁ ହେଇଥାଆନ୍ତି ବହୁତ ଲକି ….

ନମସ୍କାର ବନ୍ଧୁଗଣ ଏହି ୫ଟି ମାସରେ ଜନ୍ମ ହୋଇଥିବା ଝିଅ ଅତ୍ୟନ୍ତ ଭାଗ୍ୟ ଶାଳୀ ହୋଇଥାନ୍ତି ସାକ୍ଷାତ ମା ଲକ୍ଷ୍ମୀଙ୍କ ରୂପ ତେବେ ଆସନ୍ତୁ ଜାଣିବା ଶାସ୍ତ୍ରରେ ନାରୀମାନଙ୍କ ଠାରେ ମା ଲକ୍ଷ୍ମୀଙ୍କର ବାସଥାଏ ବୋଲି କୁହାଯାଏ ଏଥିପାଇଁ ଯେବେ ଗୃହରେ ଝିଅ ଜନ୍ମ ହୋଇଥାଏ ଲୋକମାନେ କହିଥାନ୍ତି ଘରକୁ ଲକ୍ଷ୍ମୀ ଆସିଲେ କିମ୍ବା ମା ଲକ୍ଷ୍ମୀଙ୍କର ଆଗମନ ହେଲା ଅନେକ ଲୋକଙ୍କ କହିବା ଅନୁଯାୟୀ ଝିଅମାନେ ଘରକୁ ସୁଖ ସମୃଦ୍ଧି ଓ ଯଶ ଆଣିଥାନ୍ତି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଝିଅ ମାନଙ୍କର ଜନ୍ମ ସହ ତାଙ୍କର ଭାଗ୍ୟ ମାସ ବୋହୁତ ଶୁଭ ହୋଇଥାଏ ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ କେବଳ ଭାଗ୍ୟଶାଳୀ ହୋଇଥାନ୍ତି ତାହା ନୁହେଁ ବରଂ ଏମାନଙ୍କୁ ଭଲ ଶାଶୁଘର ମଧ୍ୟ ମିଳିଥାଏ ତେବେ ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମିତ ଝିଅମାନେ ଭାଗ୍ୟଶାଳୀ ହୋଇଥାନ୍ତି।

ଫେବୃୟାରୀ ମାସ-ଫେବୃୟାରୀ ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ସ୍ଵଭାବ ବୋହୁତ ବିନମ୍ର ହୋଇଥାଏ ଏବଂ ସେମାନେ ବୋହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି ଏହି ଝିଅମାନଙ୍କ ବିବାହ ପରେ ସେମାନଙ୍କୁ ବୋହୁତ ଭଲ ଘର ମଧ୍ୟ ମିଳିଥାଏ ତାହା ସହିତ ଏମାନେ ନିଜ ଘରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାନ୍ତି।

ଏପ୍ରିଲ୍ ମାସ-ଏପ୍ରିଲ ମାସରେ ଜନ୍ମ ହୋଇଥିବା ଝିଅମାନଙ୍କୁ ସାକ୍ଷାତ ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଏ ଶାସ୍ତ୍ର ଅନୁସାରେ ଏହି ମାସ ବୋହୁତ ଶୁଭ ହୋଇଥାଏ ଏହି ମାସରେ ଜନ୍ମିତ ଝିଅମାନଙ୍କର ଗ୍ରହ ଚଳନ ବୋହୁତ ଦୃତ ହୋଇଥାଏ ଯାହାଦ୍ଵାରା ଏମାନଙ୍କୁ ସଫଳତା ମିଳିଥାଏ ଏମାନଙ୍କର ଭାଗ୍ୟ ଉଚ୍ଚ ହୋଇଥାଏ।

ଜୁନ ମାସ-ଜୁନ ମାସରେ ଜନ୍ମିତ ଝିଅମାନେ ବୋହୁତ ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ହୋଇନଥାନ୍ତି କିନ୍ତୁ ଏହି ମାସରେ କୌଣସି ଝିଅ ଜନ୍ମ ହୋଇଥିଲେ ସେ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ ଏହି ମାସରେ ଜନ୍ମିଥିବା ଝିଅମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି ଏବଂ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ବୋହୁତ ଅଧିକ ପରିଶ୍ରମ କରିଥାନ୍ତି।

ସେପ୍ଟେମ୍ବର ମାସ-ଏହି ମାସରେ ଜନ୍ମିତ ଝିଅମାନଙ୍କ କୁଣ୍ଡଳିରେ ଚନ୍ଦ୍ର ବୁଧ ଏବଂ ଶୁକ୍ର ଏହି ୩ ଟି ଗ୍ରହର ମିଳନ ହୋଇଥାଏ ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅମାନେ ବୋହୁତ ଧନବାନ୍ ହୋଇଥାନ୍ତି ସେମାନେ ନିଜ ଭାଗ୍ୟ ବଳରେ ସବୁକିଛି ହାସଲ କରିଥାନ୍ତି ଏବଂ କେବେ କୌଣସି ଜିନିଷର ଅଭାବ ହୋଇନଥାଏ।

ନଭେମ୍ବର ମାସ-ନଭେମ୍ବର ମାସରେ ଜନ୍ମିତ ଝିଅମାନଙ୍କ ସ୍ଵଭାବ ନମ୍ର ହେବା ସହ ଏମାନେ ବୁଦ୍ଧିମତି ହୋଇଥାନ୍ତି ମା ଲକ୍ଷ୍ମୀଙ୍କ ପ୍ରତିମା ହୋଇଥାଆନ୍ତି ଏହି ମାସରେ ଜନ୍ମିତ ଝିଅମାନେ ବୋହୁତ ଭାଗ୍ୟଶାଳୀ ହେବା ସହ ବିବାହ ପରେ ଏମାନଙ୍କୁ ବୋହୁତ ଭଲ ଘର ମିଳିଥାଏ ଏହାସହ ନିଜ ଶଶୁର ଘରେ ମଧ୍ୟ ଧନ ସମ୍ପତ୍ତି ପୂର୍ଣ୍ଣ ହୋଇଥାଏ।

Leave a Reply

Your email address will not be published. Required fields are marked *