ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତ ପାଇଁ ଯାହା ଏକ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |ଆମ ଦେଶ ଭାରତ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ |
ସମସ୍ତେ ତାଙ୍କୁ ମନେରଖି ସୋସିଆଲ ମେଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏଥି ସହିତ ତାଙ୍କ ଘର ପରିବାର ସଦସ୍ୟ ମାନଙ୍କ ଉପରେ ମଧ୍ୟ ଦୁଃଖର ପାହାଡ଼ ଖସି ପଡ଼ିଛି ତାଙ୍କ ପୁଅ ଟୁଇଟର ମୁକକୁଲିୟମ ତାଙ୍କ ପିତାଙ୍କ ଦେ-ହା-ନ୍ତ ବିଷୟରେ ଜଣାଇ କହିଥିଲେ ଯେ ସେ ଜଣେ ସଚୋଟ ବ୍ୟକ୍ତି ଥିଲେ ଏହା ବ୍ୟତୀତ ସେ ଉତ୍ତମ ପିତା ମଧ୍ୟ ଥିଲେ |
ଏହି ପ୍ରସିଦ୍ଧ ଅଭିନେତାଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହା ଶୁଣି ତାଙ୍କ ପ୍ରଶଂସକ ମାନଙ୍କୁ ଶକ୍ତ ଝଟକା ଲାଗିଛି ତେବେ ଏହି ପ୍ରସିଦ୍ଧ ଅଭିନେତାଙ୍କ 90 ବର୍ଷ ବୟସରେ ପରଲୋକ ହୋଇଛି |ଅଭିନେତା ଜଣକ ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି ତାଙ୍କ ଅଭିନୟ କ୍ୟାରିୟରରେ ସେ ଅନେକ ଉଜ୍ଜଳ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି |
ଯାହାକି ସମସ୍ତଙ୍କ ହୃଦୟରେ ଏବେ ମଧ୍ୟ ସ୍ଥାନ ସୃଷ୍ଟି କରିଛି |ସ୍କିଟିସ ଅଭିନେତା ଏବଂ ସଙ୍ଗୀତାକର ଡେଭିଡ ମୁକକୁଲିୟମ ଦେ-ହା-ନ୍ତ ହୋଇଛି |ନବେ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |