ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ଼ ହିରୋଇନ ଏଲିନା ସାମନ୍ତରାୟ, ଏହି ହିରୋଙ୍କୁ କରିଲେ ବିବାହ, ଦେଖନ୍ତୁ ବାହାଘରର ପୁରା ଭିଡ଼ିଓ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଓଲିଉଡ଼ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ନେଇ ଆସିଛି ଏକ ବଡ଼ ଖବର ତେବେ ସେ କଣ ବଡ଼ ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ଓଲିଉଡ଼ର ଚୁଲବୁଲ ଅଭିନେତ୍ରୀ ଏଲିନାଙ୍କୁ କିଏ ବା ନଜାଣେ ଏଲିନା କିଏ ହେବ ମୋ ହିରୋଇନ ଏକ ସୋ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି ମାରିଥିଲେ ତାପରେ ଧୀରେ ଧୀରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି |

ଏଲିନା ସାମନ୍ତରାୟ ଓଲିଉଡ଼ରେ ବେଶ ଜଣାଶୁଣା ଅଭିନେତ୍ରୀ ବାବୁଶାନ ,ଅରିନ୍ଦମ ,ଅନୁଭବ ,ସ୍ୱରାଜ ,ସବ୍ୟସାଚୀ ଆଦିଙ୍କ ବିପକ୍ଷରେ ବେଶ କେତୋଟି ଫିଲ୍ମରେ ନାୟିକା ସାଜି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି |ସୋସିଆଲ ମେଡିଆରେ ଏଲିନା ସାମନ୍ତରାୟଙ୍କ କିଛି ଫୋଟ ଘୁରି ବୁଲୁଚି |

ସେଥିରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ପାଟ ଶାଢ଼ୀ ପିନ୍ଧିବାର ନଜର ଆସିଛନ୍ତି ଏବଂ ପାଖରେ ନାୟକ ଆକାଶ ଦାସ ବସିଛନ୍ତି ଏହା ହେଉଛି କୌଣସି ରିଏଲ ଲାଇଫର କଥା ନୁହେଁ ଏହା ହେଉଛି ରିଲ ଲାଇଫର କଥା ତାଙ୍କର ଆସିବାକୁ ଯାଉଛି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ଏହି ଫିଲ୍ମର ଚିତ୍ର ନାଟ୍ୟକାର ଏହି ଫିଲ୍ମ ଲେଖିଛନ୍ତି |

ଭରତ ଧ୍ଵଜ ପଣ୍ଡା ଏବଂ ସଙ୍ଗୀତ ନିର୍ଦେଶନା ଦେଉଛନ୍ତି ଗୁଗୁଲି ରଥ |ଜୀବନରେ ଅନେକ ପରିସ୍ଥିତିକୁ ସାମ୍ନା କରୁଥିବା ଜଣେ ସାଧାରଣ ଝିଅ ସମୟ ଅନୁସାରେ କିପରି ପ୍ରତିଶୃତି ନେଉଛନ୍ତି ତାହା ଉପରେ ଆଧାରିତ ଏହି ଚଳଚ୍ଚିତ୍ର |

Leave a Reply

Your email address will not be published. Required fields are marked *