ନମସ୍କାର ଦର୍ଶକବନ୍ଧୁ ପୂର୍ବତନ କ୍ରିକେଟର ବିଶ୍ୱକପ ବିଜେତା କପିଲଦେବ କିଡନାପ ଭିଡିଓ ଶେୟାର କରି ସୂଚନା ଦେଲେ ଗୌତମ ଗମ୍ଭୀର ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସୋସିଆଲ ମେଡିଆରେ ଏକ ଟୁଇଟରରେ କହିଛନ୍ତି ଯାହାକୁ ନେଇ ଏବେ ସବୁଆଡ଼େ ଜୋର ଚର୍ଚ୍ଚାର ବିଷୟ ପାଲଟିଛି |ଭାରତର ପୁର୍ବତନ ଅଧିନାୟକ ତଥା ବିଶ୍ୱକପ ବିଜେତା କପିଲଦେବ ଅପହରଣ ହେଇଥିବା ନେଇ ସୋସିଆଲ ମେଡିଆରେ ଜୋର ଖବର ବ୍ୟାପିବାରେ ଲାଗିଛି |
ଗମ୍ଭୀରଙ୍କ ଏହି ପୋଷ୍ଟ ମଧ୍ୟ ସମସ୍ତଙ୍କୁ ପ୍ରଶ୍ନ ଘେରରେ ପକେଇ ଦେଇଛି ଆଗକୁ ଦିନିକିଆ ବିଶ୍ୱକପ ଥିବା ବେଳେ ଭାରତର ବିଶ୍ୱକପ ବିଜୟୀକୁ ଅପହରଣ କରିବା ମାମଲା ସାରା ଦେଶରେ ଚହଳ ପକେଇ ଦେଇଛି |କପିଲ ଦେବଙ୍କ ଭିଡିଓ ଅପହରଣର ଏକ ପୋଷ୍ଟ ଶେୟାର କରିଛନ୍ତି ଗୌତମ ଗମ୍ଭୀର ଏହି ଭିଡିଓରେ ଦୁଇଜଣ ଯୁବକ କପିଲଙ୍କୁ ପାଟିରେ ପଟି ବାନ୍ଧି ଟାଣି ନେଉଥିବାର ଦେଖିବାକୁ ମିଳିଛି |
ତେବେ କପିଲ ଦେବଙ୍କ ମୁହଁ ହାତ ଏବଂ ଦୌଡ଼ିରେ ବାନ୍ଧି ଥିବାର ଦୌଡ଼ିରେ ଦେଖାଯାଇଛି |ତେବେ କପିଲ ଦେବ ନିଜର ରକ୍ଷା ପାଇଁ ସାହାଯ୍ୟ ଖୋଜୁଥିବେ ମଧ୍ୟ ଏହା ସମ୍ଭବ ହୋଇ ନାହିଁ ଏହା ପରେ ଉଭୟ ଯୁବକ ତାଙ୍କୁ ଏକ ଘର ଭିତରକୁ ନେଇ ଯାଇଛନ୍ତି |ଟୁଇଟରରେ ଏଭଳି ପୋଷ୍ଟ ଦେଖି କ୍ରିକେଟ ଫ୍ୟାନ ଏବଂ ଦେଶ ବାସୀ ମାନଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଛି |
ଗମ୍ଭୀର ଟୁଇଟରରେ ଲେଖିଛନ୍ତି ଏହି ଭିଡିଓ ସତ ହୋଇ ନଥାଉ କପିଲ ସାର ସୁରକ୍ଷିତ ଥାଆନ୍ତୁ ତେବେ ଏହା ପରେ ଏକ ଦମଦାର ଟୁଇଷ୍ଟ ରହିଛି |ତେବେ ପ୍ରକୃତ ଘଟଣା ହେଉଛି ଭାରତର ପୂର୍ବତନ ଅଧିନାୟକଙ୍କୁ ନେଇ ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ପ୍ରମୋଶନାଲ ଭିଡିଓ ପ୍ରସ୍ତୁତ କରାଯାଇଛି |
ବିଶ୍ୱକପର ଅଫିସିଆଲ ବ୍ରୋଡ଼ କାଷ୍ଟର ଡିଜ୍ନି କ୍ଲର୍କ ହଟଷ୍ଟାର ନିଜ ଟୁଇଟରରେ ଏହି ଭିଡିଓ ଅପ୍ଲୋଡ଼ କରିଛି ତେବେ ଗମ୍ଭୀର ଏହାର ସତ୍ୟ ବିଷୟରେ ଜାଣି ଗୌତମ ଗମ୍ଭୀର କପିଲଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି |