Big Breaking- ସରକାରଙ୍କ ତରଫରୁ ଆସିଲା ବଡ ଖୁସି ଖବର ,ଆସିଗଲା ମୋ ଘର ଯୋଜନା ଟଙ୍କା , ପୁରା ଖବର ଶୁଣି ଖୁସିରେ ନାଚି ଉଠିବେ…

ନମସ୍କାର ଦର୍ଶକବନ୍ଧୁ ମୋ ଘର ଯୋଜନାରେ ଆସିଗଲା ବଡ଼ ଖୁସି ଖବର ଯାହା ଆପଣମାନେ ସମସ୍ତେ ଜାଣିରଖିବା ଜରୁରୀ ଯଦି ଆପଣ ଏହି ମୋ ଘର ଯୋଜନାରେ ଆବେଦନ କରିଥିଲେ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ ଯାହାକି ଆପଣ ମାନଙ୍କୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ଘର କାହିଁକିନା ଘର ବଣ୍ଟନ ଟଙ୍କା ଆରମ୍ଭ ହୋଇ ସାରିଲାଣି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |ଯେଉଁମାନେ ମୋ ଘର ଯୋଜନାରେ ଆବେଦନ କରିଥିଲେ ସେମାନଙ୍କୁ ମଧ୍ୟ ଟଙ୍କା ଆସି ସାରିଛି |

ସେମାନଙ୍କ ଆକାଉଣ୍ଟରେ ଯଦି ଆପଣମାନେ ଆବେଦନ କରିଛନ୍ତି ତେବେ ଆପଣଙ୍କ ସ୍ତିତି କଣ ଦେଖାଉଚି ତାହା ଆପଣମାନେ କେମିତି ଜାଣିପାରିବେ ଯାହା ବିଷୟରେ ଆମେ ଆପଣମାନଙ୍କୁ ଆଜି କହିବୁ ଯାହାକି ସମସ୍ତଙ୍କ ସ୍ଥିତି ଅଲଗା ଅଲଗା ରହୁଛି ଏବେ ପଞ୍ଚାୟତ ମାନଙ୍କରେ ଆସି ସମସ୍ତଙ୍କ ଘର ପାଇଁ ମଧ୍ୟ ଫୋଟ ଉଠା ସରିଛି ଯାହା ଫଳରେ ଏମାନଙ୍କ ଆକାଉଣ୍ଟରେ ମଧ୍ୟ ଟଙ୍କା ଆସିବ ଆସନ୍ତୁ ଜାଣିବା ସମସ୍ତେ କିପରି ନିଜେ ନିଜର ଚେକ କରିପାରିବେ |

ପ୍ରଥମତଃ ଆପଣଙ୍କୁ ଏକ ୱେବସାଇଟ ଭିଜିଟ କରିବାକୁ ପଡ଼ିବ ଯାହାର ଲିଙ୍କ ଆମେ ଆପଣଙ୍କୁ କହିଦେବୁ ଯାହାର ଆପଣ ଆବେଦନ କରିଥିଲେ ତାଙ୍କ ଆଧାର ନମ୍ବର ଦେଇ ସମିଟରେ କ୍ଲିକ କରିବେ |ତା ପରେ ଆପଣ ଯାହାର ଆବେଦନ କରିଥିବେ ତାଙ୍କ ନାମ ମୋବାଇଲ ନମ୍ବର ସବୁ କିଛି ଆପଣ ଡିଟେଲସ ପାଇଯିବେ |

ଯେଉଁ ମାନେ ଜାଞ୍ଜ କରିବାକୁ ଆସିଥିଲେ ସେମାନେ ଘରର ଫୋଟ ଉଠାଇକି ନେଇଛନ୍ତି ଯାହା ଫଳରେ ଧୀରେ ଧୀରେ ଗୋଟିଏ ଷ୍ଟେପ ପୂରଣ ହେବ |ତାପରେ ତଳକୁ ସ୍କ୍ରୋଲ କରି ଦେଖିପାରିବେ ସବୁ ଲେଖା ଯାଇଥିବ ବାକି ଅଛି |

ଚୁକ୍ତିନାମା ସ୍ଵାକ୍ଷର କିସ୍ତି ବାକି ଅଛି ,ପ୍ରଥମ କିସ୍ତି ବାକି ଅଛି ,ଦ୍ୱିତୀୟ କିସ୍ତି ବାକି ଅଛି ,ତୃତୀୟ କିସ୍ତି ବାକି ଅଛି ଯେଉଁମାନେ ଆପଣ ନୂଆ ଆବେଦନ କରିଥିଲେ ସେମାନଙ୍କ ଏବେ ଧୀରେ ଧୀରେ ଟଙ୍କା ଆସିଯିବ ମୋ ଘର ଯୋଜନା ଅଧୀନରେ |

Leave a Reply

Your email address will not be published. Required fields are marked *