ରୋବର୍ଟ କଲା ସୂର୍ଯ୍ୟ ନମସ୍କାର ଓ ଯୋଗ ,ଯାହାକୁ ଦେଖି ସମସ୍ତେ ଦେଇଦେଲେ ମୁଣ୍ଡରେ ହାତ ,ଦେଖନ୍ତୁ ଭିଡିଓ …

ନମସ୍କାର ଦର୍ଶକବନ୍ଧୁ ତେବେ ରୋବଟ କଲା ସୂର୍ଯ୍ୟ ନମସ୍କାର ଓ ଯୋଗ ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ଆସନ୍ତୁ ଜାଣିବା କଣ ରହିଛି ଏହା ଉପରେ ସମ୍ପୂର୍ଣ୍ଣ ଅପଡେଟ ତେବେ ଏଲଙ୍ଗ ମକ୍ସନ କମ୍ପାନୀ ଟେସ୍ଲା ଏହାର ରିମନିୟୁରୀ ରୋବଟ ଅପିଟିମସର ଏକ ଭିଡିଓ ସେୟାର କରିଛନ୍ତି |

ଯେଉଁଥିରେ ରୋବଟକୁ ଘର କାମ ଠାରୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର ଓ ଯୋଗ କରୁଥିବାର ଦେଖିବାକୁ ମିଳିଛି |ତେବେ କିଛି ସମୟ ପର୍ଯ୍ୟନ୍ତ ରୋବଟ ଘରର କିଛି କାମ କରୁଥିବାର ଦେଖିବାକୁ ମିଳିଛି ଏବଂ ପରେ ସନ୍ତୁଳନ ରକ୍ଷା କରି ନିଜର ଯୋଗକରିବାର ଦେଖାଯାଇଛି |

ଟେସ୍ଲା ଅପଟିମଜ ଦ୍ୱାରା ପ୍ରସ୍ତୁତ ଭିଡିଓ ଅନୁସାରେ ଏହି ରୋବଟର ହାତ ଗୋଡ଼ ଆପେ ଆପେ କାମ କରିବ ଏହା ସହିତ ରୋବଟ ମଣିଷ ପରି ଘରର କାମ କରିପାରିବ ଏହାର ଟେସ୍ଲାର ଅଫିସିଆଲ ଆକାଉଣ୍ଟରୁ ସେୟାର କରାଯାଇଛି |

ତେବେ ଏଲଏଲ ବକ୍ସ ଏହି ଭିଡିଓ ଶେୟାର କରିବା ପରେ ଲେଡ଼ିଜ କର୍ମୀ ମାନେ ତାଙ୍କୁ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ଯାହା ଏବେ ସୋସିଆଲ ମେଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଦେଖିବାକୁ ମିଳିଛି |

Leave a Reply

Your email address will not be published. Required fields are marked *