ନିଜ ସ୍ୱାମୀଙ୍କ ସହ ଗୁପ୍ଚୁପ ଖାଉଥିଲେ ରଚନା ବାନାର୍ଜୀ ,ହଟାତ ଘଟିଗଲା ଏମିତି ଘଟଣା ,Janile ବିଶ୍ୱାସ କରିପାରିବେ ନାହିଁ |

ନମସ୍କାର ଦର୍ଶକବନ୍ଧୁ ନବେ ଦଶକର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲବୁଲି ଅଭିନେତ୍ରୀ ହେଉଛନ୍ତି ରଚନା ବାନାର୍ଜୀ ତାଙ୍କୁ କିଏ ବା ନଜାଣିଛି ସେ ଅନେକ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରି ବେଶ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରି ପାରିଛନ୍ତି |

ତେବେ ବେଙ୍ଗଲୀ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସିନେମା ଦେଖିବା ପାଇଁ ଏବେ ତାଙ୍କ ଓଡ଼ିଆ ଫ୍ୟାନ ମାନେ ତାଙ୍କୁ ଅନାଇ ବସିଛନ୍ତି |ତେବେ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଏବଂ ସିଦ୍ଧାନ୍ତ ମହାପାତ୍ର ଅନେକ ଚଳଚ୍ଚିତ୍ରରେ ସୁପରହିଟ ଅଭିନୟ କରି ବେଶ ସାରା ଓଡ଼ିଶାରେ ସୁପରିଚିତ ହୋଇ ପାରିଛନ୍ତି |

ତେବେ ରଚନା ବାନାର୍ଜୀ ତାଙ୍କ ସ୍ୱାମୀଙ୍କୁ ନିଜ ହାତରେ ଗୁପ୍ଚୁପ ଖୁଆଉଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଦେଖନ୍ତୁ ଫୋଟରେ ରଚନା ବାନାର୍ଜୀ ତାଙ୍କ ସ୍ୱାମୀଙ୍କୁ ନିଜ ହାତରେ କେମିତି ଗୁପଚୁପ ଖୁଆଉଛନ୍ତି ଯାହା ଏବେ ଖୁବ ଭାଇରଲ ହେବାରେ ଲାଗିଛି |

ସୋସିଆଲ ମେଡିଆ ଠାରୁ ବହୁତ ଦିନ ହେଲା ଦୂରେଇ ରହିଥିଲେ ରଚନା ବାନାର୍ଜୀ ଏବେ ନିଜ ସ୍ୱାମୀଙ୍କ ସହ ବେଶ ମଜା ମସ୍ତି କରୁଥିବାର ନଜରରେ ଆସିଛନ୍ତି

Leave a Reply

Your email address will not be published. Required fields are marked *